Browsing Category

ଲଟେଷ୍ଟ

କମେଣ୍ଟ ମାରି ଚପଲ ପିଟା ଖାଇଲେ ବସ୍ ଚାଳକ

ଖନ୍ତାପଡା :  କମେଣ୍ଟ ମାରି ଉତ୍ତମ ମଧ୍ୟମ ଖାଇଲେ ବସ୍ ଚାଳକ । ଚପଲରେ ବାଡେଇଲେ ମହିଳା । ବାଲେଶ୍ବର ଜିଲ୍ଲା ଖନ୍ତାପଡା ଥାନା ଖନ୍ତାପଡା ବଜାରରେ ଏଭଳି ଘଟଣା ଘଟିଛି । ଆଜି ସକାଳେ ଆଶାଗୋବିନ୍ଦ ନାମକ ଯାତ୍ରୀବାହୀ ବସ୍…
Read More...

ଗ୍ୟାଙ୍ଗଷ୍ଟାର ଟିଟୋର ଅପରାଧିକ ସାମ୍ରାଜ୍ୟ ପଛରେ ବିଜେଡି ସରକାରର ପ୍ରୋତ୍ସାହନ ଓ ସହଭାଗିତା ରହିଛି : ବିଜେପି

ଭୁବନେଶ୍ୱର  : ଗ୍ୟାଙ୍ଗଷ୍ଟାର ଟିଟୋଙ୍କ ଦଶ ହଜାର କୋଟି ଟଙ୍କାର ଅପରାଧିକ ସାମ୍ରାଜ୍ୟ ପଛରେ ୧୯ ବର୍ଷର ବିଜେଡି ସରକାରର ପ୍ରୋତ୍ସାହନ ଓ ସହଭାଗିତା ରହିଛି ବୋଲି ବିଜେଡି ଉପରେ ପାଲଟା ଆକ୍ରମଣ କରି ଅଭିଯୋଗ କରିଛନ୍ତି ବିଜେପି…
Read More...

ବଡୁଛି ଡିମାଣ୍ଡ : ଷ୍ଟାଇଲିଜ ଆଖିମରା ଦୃଶ୍ୟ ଲାଗି ଚର୍ଚ୍ଚାରେ ଥିବା ପ୍ରିୟା ପ୍ରକାଶଙ୍କୁ କୋଟିଏ ଟଙ୍କାରେ ଡିଲ !

ମୁମ୍ବାଇ : ସେକ୍ସି ଚାହାଣୀ ଆଉ ଷ୍ଟାଇଲିଜ ଆଖି ମରା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ରାତା ରାତି ଚର୍ଚ୍ଚାକୁ ଆସିଥିଲେ । ଅଭିନେତ୍ରୀ ପ୍ରିୟା ପ୍ରକାଶ ବେରିୟର । ଖାସ କରି ୟଙ୍ଗ ଜେନରେସନର ପ୍ରଥମ ପସନ୍ଦ ପାଲଟି…
Read More...

ତାମିଲନାଡୁର ଅନୁକ୍ରୀତି ଭାସ୍ ଏବର୍ଷର ମିସ୍ ଇଣ୍ଡିଆ

ଭୁବନେଶ୍ବର : ଅନୁକ୍ରୀତି ଭାସ୍ ଏବର୍ଷର ମିସ୍ ଇଣ୍ଡିଆ ହୋଇଛନ୍ତି। ମୁମ୍ବାଇରେ ଅନୁଷ୍ଠିତ ଏଫବିବି କଲରର୍ସ ଫେମିନା ମିସ୍ ଇଣ୍ଡିଆ ୨୦୧୮ ପ୍ରତିଯୋଗିତାରେ ଶ୍ରେଷ୍ଠ ତିନି ଜଣଙ୍କ ନାଁ ଘୋଷଣା କରାଯାଇଛି। ଯେଉଁଥିରେ ତାମିଲନାଡୁ…
Read More...

ଓଡିଶାର ଅନୁଗୋଳ ସମେତ ଦେଶର ଚାଷୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା : ୨୦୨୨ ସୁଦ୍ଧା ଚାଷୀଙ୍କ ଆୟ ଦୁଇ ଗୁଣା କରିବାକୁ…

ଭୁବନେଶ୍ବର  : ଚାଷୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା । ନମୋ ଆପରେ ଚାଷୀଙ୍କ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ । ଦେଶବ୍ୟାପୀ ଚାଷୀଙ୍କୁ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ୨୦୨୨ ସୁଦ୍ଧା ଚାଷୀଙ୍କ ଆୟ ଦୁଇ ଗୁଣା…
Read More...

ଗୁଣୁପୁର-ପୁରୀ ଟ୍ରେନରେ ମହିଳାଙ୍କୁ ହତ୍ୟା ! ଡେଲାଙ୍ଗରୁ ମିଳିଲା ମୁଣ୍ଡ, ପୁରୀରେ ଗଣ୍ଡି

ପୁରୀ  : ପୁରୀରେ ଗଣ୍ଡି, ଡେଲାଙ୍ଗରେ ମୁଣ୍ଡ  ପୁରୀରେ ଗଣ୍ଡି, ଡେଲାଙ୍ଗରେ ମୁଣ୍ଡ । ପୁରୀରେ ଟ୍ରେନରୁ ଜଣେ ମହିଳାଙ୍କ ମୁଣ୍ଡ ବିହୀନ ମୃତଦେହ ମିଳିଛି । ଗୁଣୁପୁର-ପୁରୀ ପାସେଞ୍ଜର ଟ୍ରେନ୍ ପାଇଖାନାରୁ ମହିଳାଙ୍କ ରକ୍ତାକ୍ତ…
Read More...

ରତ୍ନଭଣ୍ଡାର ଚାବି ହଜିବା  ପ୍ରସଙ୍ଗରେ ଭାଜପାର ବିକ୍ଷୋଭ ପ୍ରଦର୍ଶନ

ଭୁବନେଶ୍ୱର : ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ଏବଂ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ସଂପତି ଅସୁରକ୍ଷିତ ରହିବାକୁ ନେଇ କୋଟି କୋଟି ଜଗନ୍ନାଥପ୍ରେମୀଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଇଛି । ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା…
Read More...

ମୌସୁମି ଉଭାନ !

ଭୁବନେଶ୍ବର  : ଦୁର୍ବଳ  ହେବ ମୌସୁମୀ। ମୌସୁମୀ  ଓଡିଶା​‌ରେ   ଛୁଇଁବା ପରେ ସକ୍ରିୟ ପରିବାତ୍ର୍ତ  ଦୁର୍ବଳ ହେବ।    ୨ଦିନ ମଧ୍ୟ​‌ରେ  ମୌସୁମି   ଦୁର୍ବଳ ହୋଇଯିବ କାରଣ   ବଙ୍ଗୋପ ସାଗରରେ ସୃଷ୍ଟ  ଲଘଚାପ ଦୁର୍ବଳ  …
Read More...

ସାମ୍ବାଦିକମାନଙ୍କ ଲାଗି ଖୁସି ଖବର : ହାତ ଖୋଲି ଦେଲେ ସରକାର, ଘୋଷଣା ହେଲା ୮ ଯୋଜନା

ଭୁବନେଶ୍ବର : କାର୍ଯ୍ୟରତ ସାମ୍ବାଦିକମାନଙ୍କ ଲାଗି ଖୁସି ଖବର । ରାଜ୍ୟ ସରକାର ସାମ୍ବାଦିକ ମାନଙ୍କ ଲାଗି ଆଜି ଅନେକ ଯୋଜନା ଘୋଷଣା କରିଛନ୍ତି । ନୂଆ ଯୋଜନା କାର୍ଯ୍ୟରତ ସାମ୍ବାଦିକ ମୃତ୍ୟୁବରଣ କଲେ ମିଳିବ ୪ ଲକ୍ଷ ଟଙ୍କା ।…
Read More...

ପ୍ରକାଶ ପାଇଲା ସିବିଏସଇ ଦଶମ ପରୀକ୍ଷା ଫଳ, ପାସ ହାର ରହିଛି ୮୬.୭%

ଭୁବନେଶ୍ବର : ସିବିଏସ୍‌ଇ ଦଶମ ଶ୍ରେଣୀ ପରୀକ୍ଷାରେ ବାଜି ମାରି ନେଇଛନ୍ତି ଛାତ୍ରୀ । ଏଥର ଏକା ମାର୍କ ରଖି ଟପ୍ପର ହୋଇଥିବା ୪ଜଣଙ୍କ ଭିତରେ ଅଛନ୍ତି ୩ଛାତ୍ରୀ । କେବଳ ସେତିକି ନୁହେଁ, ଛାତ୍ରୀଙ୍କ ପାସ ରହିଛି ୮୮.୬୭ପ୍ରତିଶତ,…
Read More...

ମାଆକୁ ସାପ କାମୁଡିଲା, ମାଆ ସହ ଶିଶୁବି ମୃତ୍ୟୁ

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶରେ ଘଟିଛି ଏକ ହୃଦୟ ବିଦାରକ ଘଟଣା ।  ମାଆକୁ ସାପ କାମୁଡିଲା, ତାପରେ ମାଆଠୁ କ୍ଷୀର ଖାଉଥିବା  ଶିଶୁ ସହ ମାଆର ବି ମୃତ୍ୟୁ ହୋଇଛି । ୩୫ ବର୍ଷୀୟା ମହିଳା ଜଣକ ଶୋଇଥିବା ବେଳେ ତାଙ୍କୁ ଏକ ସାପ…
Read More...

ପ୍ରକାଶ ପାଇଲା ସିବିଏସଇ ଦ୍ୱାଦଶ ରେଜଲ୍ଟ, ପାସ୍  ହାର ୮୩.୦୧ ଝିଅଙ୍କ ବାଜିମାତ୍

ଭୁବନେଶ୍ୱର  :ପ୍ରକାଶ ପାଇଲା ସିବିଏସଇ ଦ୍ବାଦଶ ଶ୍ରେଣି ରେଜଲ୍ଟ । ଏବର୍ଷ ପାସ୍  ହାର ୮୩.୦୧ ପ୍ରତିଶତ ହୋଇଛି। ଗତବର୍ଷ ପାସ୍ ହାର ତୁଳନାରେ ଏବର୍ଷ ପାସ୍ ହାରରେ ବୃଦ୍ଧି ପାଇଛି। ଗତବର୍ଷ ପାସ୍ ହାର ୮୨.୦୨ରହିଥିଲା । ଏବର୍ଷ…
Read More...

ଶ୍ରୀମନ୍ଦିର ଭିତର କାଠ ନିକଟରେ ଲାଗିବ ସିସିଟିଭି

ପୁରୀ : ଏଣିକି ଶ୍ରୀମନ୍ଦିର ଭିତର କାଠ ନିକଟରେ ଲାଗିବ ସିସିଟିଭି । ଗତକାଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ ଜେନା, ଏସପି ସାର୍ଥକ ଷଡ଼ଙ୍ଗୀ ଓ ଶ୍ରମନ୍ଦିର ପ୍ରଶାସକଙ୍କ ମଧ୍ୟରେ ଏନେଇ ଆଲୋଚନା ହୋଇଛି । ଦୁଇଦିନ ତଳେ…
Read More...

ରାଜ୍ୟ ସରକାର ଟିକସ କମାଇଲେ ତୈଳ ଦର କମିବ – କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର  : ଦିନକୁ ଦିନ ତୈଳ ଦର ବଢି ବଢି ଚାଲିଛି। ଭୁବନେଶ୍ବରରେ ପେଟ୍ରୋଲ ମୂଲ୍ୟ ଲିଟର ପ୍ରତି  ୭୫ ଟଙ୍କା ଟପିଲାଣି। ଯାହାକୁ ନେଇ ଖାଉଟିଙ୍କ ମନରେ ଅସନ୍ତୋଷ ଦେଖାଦେଇଛି। ତୈଳ ଦର ଭଡିବା ଲାଗି ଗତ କାଲି…
Read More...