ମୌସୁମି ଉଭାନ !

ଭୁବନେଶ୍ବର  : ଦୁର୍ବଳ  ହେବ ମୌସୁମୀ। ମୌସୁମୀ  ଓଡିଶା​‌ରେ   ଛୁଇଁବା ପରେ ସକ୍ରିୟ ପରିବାତ୍ର୍ତ  ଦୁର୍ବଳ ହେବ।    ୨ଦିନ ମଧ୍ୟ​‌ରେ  ମୌସୁମି   ଦୁର୍ବଳ ହୋଇଯିବ କାରଣ   ବଙ୍ଗୋପ ସାଗରରେ ସୃଷ୍ଟ  ଲଘଚାପ ଦୁର୍ବଳ  ହୋଇଛି।ଲଘୂଚାପ ନେଇ     ଦକ୍ଷିଣ ​‌ ପଶ୍ଚିମ ମୌସୁମି ବାୟୁ  ପାଇ    ସୁହାଇବାନେଇ ଅାକଳନ କରାଯାଇଥିଲା।    ଫଳ​‌ରେ    ଅାସନ୍ତା  ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ  ମୌସୁମି ଗାଏବ  ହୋଇଯିବା ନେଇ ଅାକଳନ କରିଛି  ଭୁବନେଶ୍ବର ଅାଞ୍ଚଳକି ପାଣପାଗ ବିଜ୍ଞାନ କେନ୍ଦ୍ର।     ଏକ  ସପ୍ତାହ  ପର୍ଯ୍ୟନ୍ତ ରାଜ୍ୟରୁ ଦକ୍ଷିଣ ​‌ ପଶ୍ଚିମ ମୌସୁମି ବାୟୁ  ଉଭାନହେବା ନେଇ ଅାକଳନ କରାଯାଇଛି।  ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର   ଉତ୍ତର ଓଡିଶାରେ  ବର୍ଷା ହେବା । ଗତ ୨୪ ଘଣ୍ଟା ମଧ୍ୟରେ  ହିମଗିରିରେ  ସର୍ବାଧିକ  ୭୪ ମିଲି ମିଟର,  ବୂର୍ଲାରେ ୬୯.୨ ଓ   ହିରାକୁଦରେ   ୬୮.୨ ମିଲିମିଟର ବର୍ଷାର ରେକଡ  କରାଯାଇଛି।