Browsing Category

Crime

ପିପିଲି ଥାନାରେ ଥାର୍ଡ ଡିଗ୍ରୀ ମାମଲାର ତଦନ୍ତ କରିବେ ବସେଣ୍ଟ୍ରାଲ ରେଞ୍ଜ ଡିଆଇଜି

ପିପିଲି : ଥାନାରେ ଅଭିଯୁକ୍ତଙ୍କୁ ପୋଲିସର ଥାର୍ଡ ଡିଗ୍ରୀ ଘଟଣା, ତଦନ୍ତ ନିର୍ଦ୍ଦେଶ ଦେଲେ କେନ୍ଦ୍ରାଞ୍ଚଳ ଆଇଜି । କଟକସ୍ଥିତ ସେଣ୍ଟ୍ରାଲ ରେଞ୍ଜ ଡିଆଇଜିଙ୍କ ଦ୍ୱାରା ଘଟଣାର ତଦନ୍ତ କରାଯିବ ବୋଲି ରାଜ୍ୟ ପୁଲିସ ପକ୍ଷରୁ…
Read More...

ରାଜଧାନୀରେ ଏଟିଏମ୍ ଲୁଟ୍ ଉଦ୍ୟମ ବିଫଳ : ୫  ଅଭିଯୁକ୍ତଙ୍କୁ ଗୋଡ଼ାଇ ଗୋଡ଼ାଇ ଧରିଲା ପୋଲିସ 

ଭୁବନେଶ୍ୱର: ରାଜଧାନୀରେ ପଣ୍ଡ ହେଲା ଏଟିଏମ୍ ଲୁଟ୍ ଉଦ୍ୟମ । କଟକ ରୋଡରେ କିଛି ଦୁର୍ବୃତ୍ତ ଏଟିଏମ୍ ଭାଙ୍ଗି ଲୁଟ୍ କରିବାକୁ ଉଦ୍ୟମ କରୁଥିବା ବେଳେ ତାକୁ ବିଫଳ କରିଛି ଲକ୍ଷ୍ମୀସାଗର ଥାନା ପୋଲିସ । ଏହି ଘଟଣାରେ ପୋଲିସ ୫…
Read More...

ବ୍ୟାଙ୍କକୁ ଟଙ୍କା ନେଇ ଯାଉଥିବା ବେଳେ ଲୁଟ୍ ଘଟଣା : ୯ ଲୁଟେରା ଗିରଫ, ନଗଦ ଟଙ୍କା ଓ କାର୍ ଜବତ

ସମ୍ବଲପୁର  : ବ୍ୟାଙ୍କକୁ ଟଙ୍କା ନେଇ ଯିବା ବେଳେ ଲୁଟ୍‌  ମାମଲାରେ ୯ଜଣଙ୍କୁ କୁଚିଣ୍ଡା ଥାନା ପୋଲିସ ଗିରଫ କରିଥିବା ବେଳେ ଆଉ ୨ଜଣ ଫେରାର ଅଛନ୍ତି । ସେମାନଙ୍କ ଠାରୁ ୧୦ଲକ୍ଷର ନଗଦ ଟଙ୍କା , କାର, ବାଇକ ଓ ସୁନାଗହଣା ଜବତ…
Read More...

ଗୋଟିଏ ପରିବାର ୬ ଜଣଙ୍କୁ ହତ୍ୟା : ପୋଲିସ୍ ଏବଂ ସାଇଣ୍ଟିଫିକ୍ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ

ବଲାଙ୍ଗୀର : ପାଟଣାଗଡରେ ଏକ ଗଣହତ୍ୟାକାଣ୍ଡ ସାମ୍ନାକୁ ଆସିଛି। ଜଣେ କି ଦୁଇ ଜଣ ନୁହଁ, ଏକାଥରକେ ଗୋଟିଏ ପରିବାରର ଛଅ ଜଣଙ୍କୁ ହତ୍ୟା। ଗଇଁତିରେ ନିର୍ମମ ଭାବରେ ଚୋଟ ପରେ ଚୋଟ ମାରି ହତ୍ୟା କରାଯାଇଛି। ବଲାଙ୍ଗୀର ପାଟଣାଗଡ଼…
Read More...

ଜମିବାଡ଼ି ବିବାଦକୁ ନେଇ ଗଡ଼ିଲା ୩ ମୁଣ୍ଡ; ଝିଅ-ଜ୍ବାଇଁ ଓ ଶାଶୁଙ୍କୁ ନୃସଂଶ ହତ୍ୟା

କୁଚିଣ୍ଡା: କୁଚିଣ୍ଡା ବ୍ଲକ ଅନ୍ତର୍ଗତ ମହୁଲପାଲି ଥାନା ଅଧୀନ ଲପଡା ଗ୍ରାମରେ ଜମିବାଡ଼ି ବିବାଦ ଓ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ୩ ଜଣଙ୍କୁ ହତ୍ୟା କରାଯାଇଥିବା ସୂଚନା ମିଳିଛି। ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଅଂଚଳରେ…
Read More...

ବାଘ ଛାଲ କାରବାରର ପର୍ଦ୍ଦାଫାଶ : ବାଘ ଛାଲ ଜବତ, ୫ ଗିରଫ, ୨ଟି ବାଇକ ଜବତ

ରାଇରଙ୍ଗପୁର  : ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବନଖଣ୍ଡ ମଣଦା ରେଞ୍ଜ କଟାସ ଗାଁ ନିକଟରୁ ବାଘ ଛାଲ ଜବତ ହୋଇଛି । ଏହାସହ ୫ ଜଣ ଚୋରା ବେପାରିଙ୍କୁ ଗିରଫ କରିବା ସହ ୨ଟି ବାଇକ ଜବତ କରିଛି ବନ ବିଭାଗ ।ବିଶେଷ ସୂତ୍ରରୁ…
Read More...

ବନ୍ଦ ଘରେ ନାବାଳିକାକୁ ୨୨ଦିନ ଧରି ଗଣଦୁଷ୍କର୍ମ

କଟକ : ନାବାଳିକାକୁ ୨୨ ଦିନ ଧରି ବନ୍ଦ କୋଠରୀରେ ରଖି ଗଣଦୁଷ୍କର୍ମ ଅଭିଯୋଗ। ଏପରି ଅଭିଯୋଗ ଆସିଛି କଟକ ଗତିରାଉତ ପାଟଣା ଅଞ୍ଚଳରୁ। ନାବାଳିକା ଜଣକୁ ଏକ କୁକୁଡ଼ା ଫାର୍ମରେ ଏକ କୋଠରୀରେ ବନ୍ଦ ରଖି ଗଣଦୁଷ୍କର୍ମ ହୋଇଥିବା…
Read More...

ପୁଣି ବାଘ ଚମଡା ଜବତ : ଡିଲ ବେଳେ ବେପାରୀ ବେଶରେ ମାଡ଼ି ବସିଲା ଏସଟିଏଫ

ସୋନପୁର : ପୁଣି ବାଘ ଚମଡା ଜବତ। ଏକ କଲରାପତରିଆ ବାଘ ଚମଡ଼ା ଜବତ ହୋଇଛି। ଏଥିସହ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ । ଅଭିଯୁକ୍ତ ଜଣକ ବାଘ ଚମଡା ବିକ୍ରି ପାଇଁ ଯୋଜନା କରୁଥିବା ବେଳେ ଚଢାଉ…
Read More...

ଭୁବନେଶ୍ୱର ସାମନ୍ତରାପୁରରେ ମିଠା ଦୋକାନୀ ହତ୍ୟା ମାମଲା : ୨ ଅଭିଯୁକ୍ତଙ୍କ ସମେତ ୯ ଗିରଫ

ଭୁବନେଶ୍ୱର  : ଭୁବନେଶ୍ୱର ସାମନ୍ତରାପୁରରେ ମିଠା ଦୋକାନୀ ହତ୍ୟା ମାମଲା । ଶମ୍ଭୁ ସାହୁ ହତ୍ୟା ମାମଲାର ମୁଖ୍ୟ ୨ ଅଭିଯୁକ୍ତଙ୍କ ସମେତ ୯ଜଣଙ୍କୁ ଗିରଫ କରିଛି ପୋଲିସ । ଏନେଇ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ସୂଚନା…
Read More...

ଶଶୂର ଘରେ ଉତ୍ପାତ କରିବାରୁ ମାତାଲ ଜ୍ୱାଇଁକୁ ମାଡ ସହିତ ଥାନାରେ ଦେଲେ ଅଞ୍ଚଳବାସୀ

ବାରିପଦା :  ବାହାଘର ର ୧୨ବର୍ଷ ପରେ ଜ୍ୱାଇଁ ବାବୁ ଙ୍କ ଉତ୍ପାତ। ମାତାଲ ହୋଇ ଶଶୂର ଘରକୁ ଆସି ସ୍ତ୍ରୀ କୁ ମାରଧର କରିବାରୁ ଅତିଷ୍ଠ ହୋଇ ସାଇପଡିଶା ଲୋକେ ଜ୍ୱାଇଁ ସାହେବ ଙ୍କୁ ଉତ୍ତମ ମଧ୍ୟମ ଓ ଏତଲା ସହିତ ଥାନାରେ ଜିମା…
Read More...

ଚଳନ୍ତା ଗାଡ଼ିରୁ ଝାମ୍ପିନେଲେ ଚେନ୍

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ପୁଣି ଥରେ ହୋଇଛି ଲୁଟ୍‌। ଆପୋଲୋ ହସ୍ପିଟାଲ ନିକଟସ୍ଥ ରାସ୍ତାରେ ଲୁଟ୍‌ ହୋଇଛି। ଯୁବତୀ ଜଣକ ସ୍କୁଟିରେ ଯାଉଥିବା ବେଳେ ଦୁର୍ବୃତ୍ତମାନେ ଦ୍ରୁତ ଗତିରେ ଆସି ଚେନ୍‌ ଝାମ୍ପି ନେଇଥିଲେ।…
Read More...

କୋଇଲା ବ୍ଲକ ଆବଣ୍ଟନ ଦୁର୍ନୀତି ମାମଲାରେ ଦିଲୀପ ରାୟ ଦୋଷୀ

ନୂଆଦିଲ୍ଲୀ: କୋଇଲା ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତା ଦିଲ୍ଲୀପ ରାୟ ଦୋଷୀ ସାବ୍ୟସ୍ତ । ରାୟ ଶୁଣାଇଛନ୍ତି ଦିଲ୍ଲୀର ସ୍ପେଶାଲ କୋର୍ଟ ଜଜ୍ ଭାରତ ପରାଶର । ପ୍ରଥମ ମନ୍ତ୍ରୀ ଭାବରେ କୋଇଲା…
Read More...

ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଫସିଲେ କନିଷ୍ଠ ଯନ୍ତ୍ରୀ

ଯାଜପୁର: ଯାଜପୁର ଜିଲ୍ଲା ବଡଚଣା ଇଲେକ୍ଟ୍ରିକାଲ୍ ସେକ୍ସନର କନିଷ୍ଠ ଯନ୍ତ୍ରୀ ସ୍ୱାଧୀନ କୁମାର ସ୍ୱାଇଁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । ପ୍ରାପ୍ତ ସୂଚନାନୁଯାୟୀ, ଜିଲ୍ଲାର ଚଣ୍ଡିଖୋଲ ଅନ୍ତର୍ଗତ…
Read More...

ପୁଅର କଟୁରି ଚୋଟରେ ବୃଦ୍ଧ ବାପାର ମୃତ୍ୟୁ

ଯାଜପୁର: ପାରିବାରିକ ବିବାଦକୁ କେନ୍ଦ୍ର କରି ହତ୍ୟାକାଣ୍ଡ ଅଭିଯୋଗ । ଯାଜପୁର ଜିଲା ବିଂଝାରପୁର ଥାନା ଅନ୍ତର୍ଗତ ବାଛଳ ପଂଚାୟତ ବେହେରା ସାହିରେ ଘଟିଛି ଏଭଳି ଅଭାବନୀୟ ଘଟଣା । ପୁଅର କଟୁରି ଚୋଟରେ ବୃଦ୍ଧ ବାପାର ମୃତ୍ୟୁ…
Read More...