Browsing Category

More News

ଅଟଳ ଇନକ୍ୟୁବେଶନ ସେଂଟର-ନାଳନ୍ଦା ପକ୍ଷରୁ ନ୍ୟାଶନାଲ୍ ସୋଲାର ଏନର୍ଜି କନକ୍ଲେଭ୍‌-୨୦୨୦ ଅନୁଷ୍ଠିତ

ଭୁବନେଶ୍ୱର : ଭୁବନେଶ୍ୱରସ୍ଥିତ ଅଟଳ ଇନକ୍ୟୁବେଶନ୍ ସେଂଟର-ନାଳନ୍ଦା ଇନଷ୍ଟିଚ୍ୟୁଟ ଅଫ୍ ଟେକ୍ନୋଲୋଜି ଫାଉଣ୍ଡେଶନ, ଓଡ଼ିଶାର ପ୍ରଥମ ଅଟଳ ଇନକ୍ୟୁବେଶନ୍ ସେଂଟର । ଏହା ଭାରତ ସରକାରଙ୍କ ନୀତି ଆୟୋଗର ଅଟଳ ଇନୋଭେଶନ ମିଶନ ଦ୍ୱାରା…
Read More...

କୁଆପଥର ମାଡ଼ରେ କ୍ଷତି ସହିଥିବା ଚାଷୀଙ୍କୁ କ୍ଷତିପୁରଣ ପ୍ରଦାନ ଦାବିରେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ

ବରଗଡ଼ : ବରଗଡ଼ ଜିଲାରେ ଗତ ୨୦୧୯ ରବିଋତୁରେ କୁଆପଥର ବୃଷ୍ଟି ଯୋଗୁ ବ୍ୟାପକ ଫସଲକ୍ଷତି ହୋଇଥିଲା। ବିଭାଗୀୟ ଅଧିକାରୀମାନେ ସେତେବେଳେ କ୍ଷୟକ୍ଷତି ଆକଳନ କରିଥିଲେ ଏବଂ ଫସଲକ୍ଷତି ମଧ୍ୟ ସ୍ପଷ୍ଟ ହୋଇଥିଲା। କିନ୍ତୁ ଏପର୍ଯ୍ୟନ୍ତ…
Read More...

ବ୍ରହେ୍ମାସ ସୁପରସୋନିକ୍‌ କ୍ରୁଜ୍‌ କେ୍ଷପଣାସ୍ତ୍ର ସଫଳ ପରୀକ୍ଷଣ

ଚେନ୍ନାଇ : ନୈସେନାର ସ୍ୱଦେଶୀକ ଷ୍ଟିଲ ଡେଷ୍ଟ୍ରୟର ଚେନ୍ନାଇରୁ ବ୍ରହେ୍ମାସ ସୁପରସୋନିକ୍‌ କ୍ରୁଜ୍‌ କେ୍ଷପଣାସ୍ତ୍ର ସଫଳତାର ସହ ପରୀକ୍ଷଣ କରିଛି। ପରୀକ୍ଷଣ ସମୟରେ ଏହି କ୍ଷପଣାସ୍ତ୍ର ଅାରବ ସାଗରରେ ଏକ ଟାଗେର୍ଟକୁ ଧକ୍କା…
Read More...

ଦୁଇ ବର୍ଷ ପରେ ବି ଭରିନି ତିତିଲି କ୍ଷତ

ଗୋପାଳପୁର : ତିତିଲିକୁ ଦୁଇ ବର୍ଷ ବିତିଯାଇଛି ତଥାପି ସରିନି କଷ୍ଟ । ୨୦୧୮ ଅକେ୍ଟାବର ୧୦ ତାରିଖ ସନ୍ଧ୍ୟ୍ରାରୁ ଆରମ୍ଭ ହୋଇଥିଲା ତିତିଲି ସାମୁଦ୍ରିକ ଝଡର ତାଣ୍ଡବ । ପୂର୍ବରୁ ପାଣିପାଗ ବିଭାଗ, ରାଜ୍ୟ ସରକାର ଅନେକ…
Read More...

ଗିଫ୍ଟ ଅଫ ଲାଇଫ ପକ୍ଷରୁ ଗାଡ଼ି ଚୋରଙ୍କ ପ୍ରତି ସାବଧାନ ନେଇ ସଚେତନତା  

ବରଗଡ଼  : ପରୋପକାର କାର୍ଯ୍ୟ କରିବାରେ କେବଳ ଅର୍ଥ ହିଁ ଏକମାତ୍ର ମାଧ୍ୟମ ନୁହେଁ ଏହାକୁ ପ୍ରମାଣିତ କରିଛନ୍ତି ବରଗଡ଼ର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ଗିଫ୍ଟ ଅଫ ଲାଇଫ। ସହରରେ ଦିନକୁ ଦିନ ଚୋରି ଡକାୟତି ବଢୁଥିବା ଯୋଗୁଁ…
Read More...

ମହିଳାଙ୍କୁ ହତ୍ୟା, ଅଭିଯୁକ୍ତ ଯୁବକକୁ ଆଜୀବନ କାରାଦଣ୍ଡାଦେଶ

ବାରିପଦା : ବଡ଼ସାହି ଥାନା ଅନ୍ତର୍ଗତ ନରଣପୁର ଗ୍ରାମର ବାଗାନସାହିରେ ୨୦୧୭ ଜାନୁୟାରୀ ମାସରେ ଘଟିଥିବା ଏକ ହତ୍ୟାକାଣ୍ଡ ମାମଲାରେ ଆଜି ରାୟ ଶୁଣାଇଛନ୍ତି ଜିଲ୍ଲା ଦୌରାଜଜ୍ ସଞ୍ଜୟ ରଞ୍ଜନ ବହିଦାର। ଦୁଲାରୀ ମାଝୀ(୫୫) ନାମକ…
Read More...

ଝାରପୋଖରିଆ ବ୍ୟାଙ୍କ ଅଫ୍ ଇଣ୍ଡିଆ ଘୋଟାଲା : ୫ ଅଭିଯୁକ୍ତଙ୍କୁ ୧୪ ବର୍ଷ ଜେଲ ଦଣ୍ଡ

ବାରିପଦା : ଜଳନିଧି ଯୋଜନାରେ ହିତାଧିକାରୀଙ୍କୁ ୧ଲକ୍ଷ ଟଙ୍କାର ସହୟତା ରାଶି ପ୍ରଦାନକୁ ନେଇ ଝାରପୋଖରିଆ ବ୍ୟାଙ୍କ ଅଫ୍ ଇଣ୍ଡିଆ ଶାଖାରେ ହୋଇଥିଲା ୧କୋଟି ୩୧ ଲକ୍ଷ ଟଙ୍କାର ବିରାଟ ଘୋଟାଲା। ୨୦୧୨-୧୩ରେ ହୋଇଥିବା ଏହି…
Read More...

ପ୍ରଥମ ଓଡ଼ିଆ ମହିଳା ଭାବେ ‘ଶାନ୍ତିସ୍ଵରୂପ ଭଟ୍ଟନାଗର ପୁରସ୍କାର’ ପାଇବେ ପ୍ରଫେସର ଜ୍ୟୋତିର୍ମୟୀ ଦାଶ

ଜଗତସିଂହପୁର: ରାଜ୍ୟ ପାଇଁ ଗୌରବ ଆଣିଛନ୍ତି ଓଡ଼ିଆ ବୈଜ୍ଞାନିକ ଜ୍ୟୋତିର୍ମୟୀ ଦାଶ। ଦେଶର ସର୍ବୋଚ୍ଚ ବିଜ୍ଞାନ ପୁରସ୍କାର 'ଶାନ୍ତିସ୍ଵରୂପ ଭଟ୍ଟନାଗର ପୁରସ୍କାର-୨୦୨୦' ପାଇଁ ଜ୍ୟୋତିର୍ମୟୀଙ୍କୁ ମନୋନୀତ କରାଯାଇଛି। ଏହି…
Read More...

ନୌସେନା ହେଲିକପ୍ଟର ଷ୍ଟ୍ରିମରେ ପ୍ରଥମ ଥର ୨ ମହିଳା ଅଧିକାରୀ ସାମିଲ

ନୂଆଦିଲ୍ଲୀ: ଭାରତୀୟ ନୌସେନା ହେଲିକପ୍ଟର ପାଇଁ ଆଜି ଏକ ଐତିହାସିକ ଦିନ । ଇତିହାସରେ ପ୍ରଥମ ଥର ପାଇଁ ହେଲିକପ୍ଟର ଷ୍ଟ୍ରିମରେ ଅବଜରଭର (ଏୟାରବୋର୍ନ୍ ଟ୍ୟାକ୍ଟିସିଆନ୍) ପଦରେ ଯୋଗଦେବା ପାଇଁ ଦୁଇଜଣ ମହିଳା ଅଧିକାରୀଙ୍କୁ…
Read More...

ମହାରାଷ୍ଟ୍ରର ୧୦୬ ବର୍ଷୀୟ ବୃଦ୍ଧା କରୋନା ଲଢ଼େଇରେ ହେଲେ ବିଜୟୀ

ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ଏପରିସ୍ଥିତିରେ ମହାରାଷ୍ଟ୍ରର ଜଣେ ୧୦୬ ବର୍ଷୀୟ ବୃଦ୍ଧା କରୋନା ଲଢ଼େଇରେ ବିଜୟୀ ହୋଇଛନ୍ତି। ସେ ହେଲେ ଆନନ୍ଦିବାଇ ପାଟିଲ। ମହାମାରୀ କରୋନାକୁ…
Read More...

କୋକାକୋଲା ଇଣ୍ଡିଆର ଅଧ୍ୟକ୍ଷ ହେଲେ ଓଡିଆ ପୁଅ ସଙ୍କେତ

ମୁମ୍ବାଇ : ମୃଦୁପାନୀୟ କମ୍ପାନୀ କୋକାକୋଲାର ଏକ ଗୁରୁ ଦାୟିତ୍ୱ ହାସଲ କରିଛନ୍ତି ଜଣେ ଓଡିଆ । ଓଡିଆ ପୁଅ ସଙ୍କେତ ରୟ କୋକାକୋଲା ଇଣ୍ଡିଆ ଏବଂ ଦକ୍ଷିଣ ପଶ୍ଚିମ ଏସିଆର ଅଧ୍ୟକ୍ଷ ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଭୋପାଳ…
Read More...

ଜର୍ମାନୀରେ ଗବେଷଣା କରିବେ ରାୟଗଡ଼ା ଝିଅ ପ୍ରିତି

ରାୟଗଡ଼ା ସହର ରାଣୀଗୁଡ଼ା ଅଞ୍ଚଳର ଝିଅ ପ୍ରିତିପ୍ରଭା ସାହୁ ଯୁବ ବିଜ୍ଞାନୀ ଭାବେ ଜର୍ମାନୀରେ ଗବେଷଣା କରିବା ପାଇଁ ମନୋନୀତ ହୋଇଛନ୍ତି। ସର୍ବଭାରତୀୟ ସ୍ତରରେଜଣେ ମାତ୍ର ଛାତ୍ରୀ ଭାବେ ପ୍ରିତି ଏହି ସଫଳତା ହାସଲ କରିଛନ୍ତି। ସେ…
Read More...

ଝାରସଗୁଡାରେ ଆମ୍ବାଲା ଏୟାରବେସ ଓ ରାଫଲ ଥିମକୁ ନେଇ ପୂଜା ପାଇଲେ ବିଘ୍ନରାଜ

ଝାରସଗୁଡା:(ରିଙ୍କୁ ଦାଶ) ସାରା ଦେଶରେ କରୋନା କଟକଣା ଲାଗି ପୂଜା ପାର୍ବଣ ବନ୍ଦ ହୋଇଛି । ବିଭିନ୍ନ ଥିମ ନେଇ ପୂଜା ମଣ୍ଡପରେ ବିଘ୍ନରାଜଙ୍କ ପୂଜା କରାଯାଉନି। ହେଲେ ମନବଳ ଥିଲେ କରୋନା କଟକଣା ଭିତରେ ବି ନିଜ ଘରେ ନିଆରା ଥିମ…
Read More...

ଆସୁଛି ଆଣ୍ଟି କରୋନା ନାଜାଲ ସ୍ପ୍ରେ

ଓ୍ଵାଶିଂଟନ୍‌: କରୋନାର ପ୍ରତିହିତ ନିମନ୍ତେ ଆମେରିକାର ଗବେଶକମାନେ ନାଜାଲ୍‌ ଡ୍ରପ୍ସ ବିକଶିତ କରିଛନ୍ତି । ଯାହା ଏହି କରୋନା ଭାଇରସ୍‌କୁ ନାକରେ ହିଁ ରୋକିଦେବ ବୋଲି ଦାବି କରିଛନ୍ତି ଆମେରିକାର ଗବେଷକ । ଯାହା ଫଳରେ ଏହି…
Read More...