Browsing Category

ଉଡା ଖବର

ମୋଦି ସ୍ମାର୍ଟ ପ୍ରଧାନମନ୍ତ୍ରୀ

ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ.ଡି ଦେବେଗୌଡା କାହଁକି ପ୍ରଧାନମନ୍ତ୍ରୀ ମୋଦିଙ୍କୁ କହିଲେ ସ୍ମାର୍ଟ । ମୋଦିଙ୍କ ଉପରେ କାହିଁକି ଫିଦା ହୋଇଛନ୍ତି ଦେବେଗୌଡା । କର୍ଣ୍ଣାଟକ ନିର୍ବାଚନ ପ୍ରଚାରରେ ମୈଦାନକୁ ମୋଦି ଓହ୍ଲାଇବା ପରେ…
Read More...

କାହିଁକି ବଦଳିଲେ ସଚିବ

ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଗସ୍ତରେ ଯିବା ପୂର୍ବରୁ ଅଚାନକ ଉଚ୍ଚଶିକ୍ଷା ଓ ଗ୍ରାମ୍ୟ ଉନ୍ନୟନ ସଚିବଙ୍କ ବଦଳି ହେଲା । ଜିଭିଭି ଶର୍ମାଙ୍କୁ ରାଜସ୍ୱ ପର୍ଷଦ ସଦସ୍ୟ ଓ ବିଷ୍ଣୁପଦ ସେଠୀଙ୍କୁ ଉଚ୍ଚଶିକ୍ଷା ବିଭାଗର ସଚିବ ଭାବେ…
Read More...

ବିଜେଡିରେ ଟିକେଟ ଲଡ଼ୁ

ବିଜେଡିରେ ଏବେ ସବୁ ଛାମୁଆ ସଂଗଠନର ପଦାଧିକାରୀ କୁଆଡ଼େ ସାଧାରଣ ନିର୍ବାଚନ ପାଇଁ ଟିକେଟ୍ ଲବି ଜୋରଦାର କରୁଛନ୍ତି । ବିଶେଷକରି ଦଳର ଛାତ୍ର ଓ ଯୁବ ସଂଗଠନରେ ଥିବା ଅଧିକାଂଶ କୁଆଡ଼େ ଏବେଠୁ ନିଜ ନିଜ ନିର୍ବାଚନମଣ୍ଡଳୀ ମୁହାଁ…
Read More...

ଲାଲୁଙ୍କ ନୋ ଟେନସନ୍

ଇଣ୍ଡିଆନ ପଲିଟିକ୍ସରେ ଲାଲୁ ଯାଦବ ଏକ ଭିନ୍ନ ଚରିତ୍ର। କିନ୍ତୁ ଆରଜେଡି ମୁଖ୍ୟ ଲାଲୁ ଯାଦବ ଗୋଖାଦ୍ୟ ଦୁର୍ନିତୀ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଲାଲୁଙ୍କ ନୂଆ ଠିକଣା ପାଲଟିଛି ରାଂଞ୍ଚିର ସେଣ୍ଟ୍ରାଲ ଜେଲ .ନିକଟରେ…
Read More...

ବିଚରା ଏମ୍ଭିଆଇ

ପ୍ରଭାବଶାଳୀ ପ୍ରଶାସକଙ୍କ ଗାଡ଼ିକୁ ଅଟକାଇଲେ ତା’ର ପରିଣତି କେତେ ସାଂଘାତିକ ହୁଏ, ତାହା ଏବେ ଜଣେ ଏମ୍ଭିଆଇ ମର୍ମେ ମର୍ମେ ଅନୁଭବ କରୁଛନ୍ତି। ରାଜ୍ୟର ସବୁଠୁ ପାଓ୍ବାରଫୁଲ୍ ପ୍ରଶାସକ ଭାବେ ପରିଚିତ ଅଫିସ୍ର ଜଣକ ଗତ ୩/୪ଦିନ…
Read More...

ମନ୍ରୀଙ୍କ ପିଏସ୍ଙ୍କ ସମ୍ପତ୍ତ

ରାଜ୍ୟର ଜଣେ ରାଷ୍ଟ୍ରମନ୍ରୀଙ୍କ ବ୍ୟକ୍ତିଗତ ସଚିବ(ପିଏସ୍) ଭାବେ କାର୍ଯ୍ୟରତ ଜଣେ ବରିଷ୍ଠ ଓଏଏସ୍ ଅଫିସ୍ରଙ୍କ ସµତିରେ ଆଖôଦୃଶିଆ ବୃଦ୍ଧିକୁ ନେଇ ଏବେ ଚଚ୍ର୍ଚା। ଏହି ଅଫିସର ଜଣକ ନିକଟରେ ଭୁବନେଶ୍ବରର ରସୁଲଗଡ଼ ଛକ ଠାରେ ପ୍ରାୟ…
Read More...

ମିନିଷ୍ଟ୍ରି ଚେଞ୍ଜ୍ ହେବନି

ରାଜ୍ୟ ମନ୍ରିମଣ୍ଡଳକୁ ପୁଣିଥରେ ଫେରିବା ପାଇଁ ଉଦ୍ୟମ କରୁଥିବା ୪ ଯୁବନେତା ଏବେ ‘କ୍ଷମତାକେନ୍ଦ୍ର’ଙ୍କ ଉପରେ କ୍ଷୁବ୍ଧ। ଶୁଣିବାକୁ ମିଳୁଛି ଏହି ୪ ନେତା କୁଆଡ଼େ ପୁଣିଥରେ ମନ୍ରିମଣ୍ଡଳକୁ ଫେରିବା ପାଇଁ କ୍ଷମତାକେନ୍ଦ୍ରକୁ…
Read More...

ଟିକେଟ ପାଇଁ ପିସି

ଟିକେଟ୍ ପାଇଁ ପିସି ସାଧାରଣ ନିର୍ବାଚନ ପାଇଁ ବିଜେଡିରେ ଏବେଠୁ କାଉଣ୍ଟ ଡାଉନ୍ ଆରମ୍ଭ ହୋଇଗଲାଣି। ଦଳର ବିଧାୟକମାନେ ଏବେ ନିର୍ବାଚନ ମୁହଁା ହୋଇ ବିଜେଡି ଟିକେଟ୍ରେ କିଭଳି ନିର୍ବାଚନ ଲଢ଼ିବେ ସେଥିପାଇଁ ଲବି ଜୋରଦାର୍ କରିଥିବା…
Read More...

ନବୀନଙ୍କ ସହ ଉଡିଲେ ସଂଜୟ

ଭୁବନେଶ୍ବର : ବିଜେପୁର ଉପନିର୍ବାଚନରେ ବିଜେଡିର ବିୁଳ ସଫଳତା ପରେ ବିଜେପୁରବାସୀଙ୍କୁ କୃତଜ୍ଞତା ଜଣାଇବାକୁ ମୁଖ୍ୟମନ୍ରୀ ନବୀନ ପଟ୍ଟନାୟକ ମାଚ୍ର୍ଚ ୧୨ ତାରିଖରେ ବରପାଲି ଯାଇଥିଲେ। ଆଉ ସେଠାରୁ ଭୁବନେଶ୍ବର ଫେରିବା ବେଳେ…
Read More...

ମଉଲିଳା ମନ୍ରୀ ନିଶା

ଭୁବନେଶ୍ବର : ବିଜେପୁର ବିଧାନସଭା ଉପନିର୍ବାଚନ ପରେ କିଛି ପ୍ରଭାବଶାଳୀ ଯୁବନେତା ପୁଣିଥରେ ମନ୍ରୀ ପଦ ଫେରିାଇବେ ବୋଲି ଆଶା ବାନ୍ଧିଥିଲେ। ସେଥିାଇଁ ବିଜେପୁର ଉପନିର୍ବାଚନରେ ବିଜେଡିର ସଫଳତା ପାଇଁ କିଛି ଦଳୀୟ ନେତାଙ୍କୁ…
Read More...

ତୋଗାଡିଆଙ୍କ ଇମୋସନାଲ ଲେଟର

ଭୁବନେଶ୍ବର : ପ୍ରଧାନମନ୍ରୀ ନରେନ୍ଦ୍ର ମୋଦିଙ୍କୁ କାହóକି ଭେଟିବାକୁ ଚାହୁଁଛନ୍ତି ଭିଏଚପିର ପ୍ରବୀଣ ତୋଗାଡିଆ। ପ୍ରଧାନମନ୍ରୀ ମୋଦିଙ୍କ ନାଁରେ କି ଇମୋସନାଲ ଚିଠି ଲେଖିଛନ୍ତି ତୋଗାଡିଆ। ୟୁି ଓ ବିହାର ଉପ ନିର୍ବାଚନରେ…
Read More...

୧୫ ଜିଲ୍ଲା ପାଇଁ କେନ୍ଦ୍ର ଏଫ୍ଏକୁ୍ୟ ମାନ କୋହଳ କଲା

ଭୁବନେଶ୍ବର :ଓଡ଼ିଶାର ୧୫ଟି ଜିଲ୍ଲା ପାଇଁ କେନ୍ଦ୍ର ସରକାର ଧାନ କିଣାରେ ଫେୟାର୍ ଆଭରେଜ୍ କ୍ବାଲିଟି ‘ଏଫ୍ଏକୁ୍ୟ’ ମାନ କୋହଳ କରିଛନ୍ତି। ଆଜି କେନ୍ଦ୍ର ସରକାର ଏହି ଘୋଷଣା କରିଛନ୍ତି। ଅଦିନିଆ ବର୍ଷାରେ କ୍ଷତିଗ୍ରସ୍ତ ୧୫…
Read More...

ନିଆଳି ମେଣ୍ଢା ମୃତ୍ୟୁ ଘଟଣା: ମେଣ୍ଢାଙ୍କୁ ମାରି କଲିଜା କାଢି ନେଉଛି ରାମଶିଆଳ- ଜଙ୍ଗଲ ଓ ପରିବେଶ ମନ୍ତ୍ରୀ

ଭୁବନେଶ୍ବର:ନିଆଳି ମେଣ୍ଢା ମୃତ୍ୟୁ ଯନ୍ତୁଙ୍କ  କାଣ୍ଡ । ମେଣ୍ଢାଙ୍କୁ ମାରି କଲିଜା କାଢି ନେଉଛି ରାମଶିଆଳ । ଆଜି ଏମିତି ସ୍ପଷ୍ଟ କରିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ । ଭଅଁରାଗଡ଼ ଜଙ୍ଗଲରେ ରାମଶିଆଳର…
Read More...