ଓଡ଼ିଶା-ମୋ ପରିବାରର ସହଯୋଗ: ବେଙ୍ଗାଲୁରୁରୁ ଫେରିଲା ଓଡ଼ିଆ ଶ୍ରମିକଙ୍କ ମୃତଦେହ

ଭୁବନେଶ୍ୱର: ଓଡ଼ିଶା-ମୋ ପରିବାର ଉଦ୍ୟମରେ ବେଙ୍ଗାଲୁରୁରେ ଏକ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଓଡ଼ିଆ ଶ୍ରମିକଙ୍କ ମୃତଦେହ ଆଜି ଭୁବନେଶ୍ୱର ବିମାନବନ୍ଦରରେ ପହଂଚିଛି ।ସୂଚନାଯୋଗ୍ୟ, ବେଙ୍ଗାଲୁରୁର ଏକ ଏଲ.ଇ.ଡି…
Read More...

ଉଜ୍ଜଳା ଯୋଜନା ଗରିବ ମହିଳାଙ୍କୁ ଆତ୍ମନିର୍ଭରଶୀଳ ହେବା ପାଇଁ ସୁଯୋଗ ଦେଇଛି – ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା ଗରିବ ମହିଳାଙ୍କୁ ଆତ୍ମନିର୍ଭରଶୀଳ ହେବା ପାଇଁ ସୁଯୋଗ ଦେଇଛି ବୋଲି ଶୁକ୍ରବାର ନୂଆଦିଲ୍ଲୀ ଠାରେ ଅନ୍ତରାଷ୍ଟ୍ରୀୟ ମହିଳା ଦିବସ ଉପଲକ୍ଷେ ମାଇକ୍ରୋସେଭ୍‌, ଗେଟ୍ସ୍…
Read More...

ସମ୍‌ରେ ଓଡ଼ିଶାର ପ୍ରଥମ ସଫଳ ଯକୃତ ପ୍ରତ୍ୟାରୋପଣ

ଭୁବନେଶ୍ୱର : ଓଡ଼ିଶାର ଚିକିତ୍ସା ଇତିହାସରେ ପ୍ରଥମ ଥର ପାଇଁ ସଫଳତାର ସହ ଯକୃତ ପ୍ରତ୍ୟାରୋପଣ କରିବାରେ ସକ୍ଷମ ହୋଇଛି ସମ୍ ହସ୍ପିଟାଲ । ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ବିଶ୍ୱବିଦ୍ୟାଳୟ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍…
Read More...

କୋରୋନା ଆତଙ୍କ: ଦେଶରେ ୩୧ ଆକ୍ରାନ୍ତ

ନୂଆଦିଲ୍ଲୀ: ଚୀନ ପରେ ଭାରତରେ ଧୀରେ ଧୀରେ କାୟା ବିସ୍ତାର କରୁଛି କୋରୋନା(COVID19) । ଦିନକୁ ଦିନ ବଢିବାରେ ଲାଗିଛି ଆକ୍ରାନ୍ତଙ୍କ ସଂଖ୍ୟା । ପୂର୍ବରୁ ୩୦ ଜଣ ଆକ୍ରାନ୍ତ ହୋଇଥିବାବେଳେ ଦିଲ୍ଲୀରେ ଆଉ ଜଣେ କୋରୋନା ଆକ୍ରାନ୍ତ…
Read More...

ଆଜି ନୟାଗଡରେ ୧୨ଘଂଟିଆ ବନ୍ଦ ପାଳନ

ନୟାଗଡ: ଆଜି ନୟାଗଡରେ ୧୨ ଘଂଟିଆ ବନ୍ଦ ପାଳନ କରାଯାଉଛି । ୨୦୧୪ ମସିହାରୁ ନୟାଗଡ ପାଣିପୋଇଲାଠାରେ ବନ୍ଦ ହୋଇପଡିଥିବା ନୟାଗଡ ଚିନିକଳକୁ କାର୍ଯ୍ୟକ୍ଷମ କରାଇବା, ଆଖୁ ଚାଷୀ , ଚିନିକଳର ଶ୍ରମିକ ଓ କର୍ମଚାରୀମାନଙ୍କ ବକେୟା…
Read More...

୮୦ ପ୍ରତିଶତ ଖସିଲା ୟେସ ବ୍ୟାଙ୍କ ସେୟାର

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ କବଜାରେ ୟେସ ବ୍ୟାଙ୍କ । ଟଙ୍କା ଉଠାଣରେ ପ୍ରତିବନ୍ଧକ ଲାଗିବା ସହ ଭାଙ୍ଗିଲା ବ୍ୟାଙ୍କର ନିର୍ଦ୍ଦେଶକ ମଣ୍ଡଳ । ଏହାର ପ୍ରଭାବରେ ଧରାଶାୟୀ ୟେସ ବ୍ୟାଙ୍କ ସେୟାର ସୂଚକାଙ୍କ । ଟେନସନରେ…
Read More...

ଏସସିବିରୁ ଚମ୍ପଟ ମାରିଥିବା କୋରୋନା ସନ୍ଦିଗ୍ଧଙ୍କ ମିଳିଲା ପତା

କଟକ: ଏସସିବିରୁ ଚମ୍ପଟ ମାରିଥିବା କୋରୋନା ସନ୍ଦିଗ୍ଧଙ୍କ ପତା ମିଳିଛି । ଭୁବନେଶ୍ୱରର ଏକ ହୋଟେଲରେ ସନ୍ଦିଗ୍ଧ ଆୟର୍ଲାଣ୍ଡ ନାଗରିକଙ୍କୁ ଠାବ କରାଯାଇଛି ।ଗତକାଲି ରାତିରୁ ସମ୍ପୃକ୍ତ ବ୍ୟକ୍ତି ଜଣକ କେଉଁ ଆଡ଼େ ଚମ୍ପଟ ମାରିଥିବା…
Read More...

ବିଜୁ ବାବୁଙ୍କ ପୁସ୍ତକ ଉପରେ ‘ଡେୟାର ଡେଭିଲ ଡେମୋକ୍ରାଟ ‘ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଉନ୍ମୋଚିତ

ଭୁବନେଶ୍ବର:  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ଵାରା ବିଜୁ ବାବୁଙ୍କ ଜୀବନୀ ଉପରେ ଲିଖିତ 'ଡେୟାର ଡେଭିଲ ଡେମୋକ୍ରାଟ ' ନାମକ ଏକ ପୁସ୍ତକର ଉନ୍ମୋଚନ କରାଯାଇଛି । କଂଗ୍ରେସ ନେତା ନରସିଂହ ମିଶ୍ର, ବିଜେପି ନେତା କନକ…
Read More...