ରାଜ୍ୟ ଐତିହ୍ୟ କ୍ୟାବିନେଟର ପ୍ରଥମ ବୈଠକ ୨୭ ରେ ବସିବ

ଭୁବନେଶ୍ୱର : ରାଜ୍ୟ ଐତିହ୍ୟ କ୍ୟାବିନେଟର ପ୍ରଥମ ବୈଠକ ୨୭ ରେ ବସିବ । ଏହି କ୍ୟାବିନେଟରେ ପାଖା ପାଖି ୮ ଟି ପ୍ରସ୍ତବ ଆସିବା ବୋଲି ସୂଚନା ମିଳିଛି । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ୨୭ ତାରିଖ ଅପରାହ୍ନରେ୫ଟା ୪୫ରେ…
Read More...

ଆଇଓସିଏଲ ସମେତ ତୈଳ କମ୍ପାନୀଙ୍କ ପକ୍ଷରୁ ବନ୍ୟା ଓ ବର୍ଷାରେ ଜଳବନ୍ଦୀ ଲୋକଙ୍କୁ ରିଲିଫ ବଣ୍ଟନ

ଭୁବନେଶ୍ୱର : ରାଜ୍ୟରେ ଲଗାଣ ବର୍ଷାରେ ଜଳ ବନ୍ଦୀ ହୋଇଥିଲା କଟକ ,ଭୁବନେଶ୍ୱର ଓ ସମ୍ବଲପୁର ଭଳି ସହର । ଏହା ସହ ରାଜ୍ୟରେ ବନ୍ୟାରେ ମଧ୍ୟ ବିଭିନ୍ନ ଜିଲ୍ଲାରେ ବ୍ୟାପକ କ୍ଷୟ କ୍ଷତି ହେବା ସହ ଲୋକେ ବନ୍ୟାରେ ପ୍ରଭାବିତ…
Read More...

ଗ୍ୟାଙ୍ଗଷ୍ଟର ଟିଟୋ ଲିଙ୍କରେ ସରକାରୀ ବାବୁ ଖୋଳ ତାଡ ଆରମ୍ଭ : ସରକାରୀ ଅଫିସରେ ଭିଜିଲାନ୍ସ ଚଢାଉ

ଭୁବନେଶ୍ବର : ଗ୍ୟାଙ୍ଗଷ୍ଟର୍ ଟିଟୋର ବ୍ୟାବସାୟିକ ସାମ୍ରାଜ୍ୟର ଖୋଳତାଡ଼ । କେନ୍ଦ୍ରାପଡ଼ା ଆଞ୍ଚଳିକ ପରିବହନ ଅଫିସ୍, ଡେରାବିଶ ଓ ଗରଦପୁର ତହସିଲ୍, କେନ୍ଦ୍ରାପଡ଼ା ମୁନିସିପାଲିଟି, ଯୋଗାଣ ବିଭାଗ ଏବଂ ଚଣ୍ଡିଖୋଲ ଆରଟିଓରେ…
Read More...

୨୦୧୯ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଜନମତ ସର୍ଭେ ତାଲିକାରେ ନବୀନ,ଜୋର ଧରିଲା ରାଜ୍ୟ ରାଜନୀତି

ଭୁବନେଶ୍ବର : ୨୦୧୯ରେ ଦେଶବାସୀ କାହାକୁ ପ୍ରଧାନମନ୍ତ୍ରୀ ଭାବେ ଦେଖିବାକୁ ଚାହାଁନ୍ତି । ମୋଦି, ରାହୁଲ ନା ଆଞ୍ଚଳିକ ଦଳର ନେତା । ଦେଶର  ଶାସନ ଡୋରି କାହା ହାତରେ ରହିବା ଦରକାର ସେ ନେଇ ଜଣାଶୁଣା ନିର୍ବାଚନ ବିଶ୍ଳେଷକ…
Read More...

ରୁକୁଡା ମଧ୍ୟମ ଜଳସେଚନ ପ୍ରକଳ୍ପ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ବଣେଇ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବଣେଇ ଗସ୍ତରେ ଯାଇ ରୁକୁଡା ମଧ୍ୟମ ଜଳସେଚନ ପ୍ରକଳ୍ପ ଉଦଘାଟନ କରିବା ସହ ୩୩ଟି ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି । ସୁନ୍ଦରଗଡ଼ ଗୁରୁଣ୍ଡିଆ ବ୍ଲକର ଶିବନାଥପୁର ଗାଁ…
Read More...

ରସଗୋଲା ଜିଆଇ ଟ୍ୟାଗ ପ୍ରସଙ୍ଗ :  ତଥ୍ୟ ରଖିବାକୁ ସମୟ ଗଡାଉଛନ୍ତି ସରକାର

ଭୁବନେଶ୍ବର : ଆଜି ନୀଳାଦ୍ରି ବିଜେ । ଆଜି ରସଗୋଲା ଦିବସ । ଜଗନ୍ନାଥ ସଂସ୍କୃତିର ପରିଚୟ ବହନ କରୁଥିବା ଓଡ଼ିଶାର ପରମ୍ପରା ସହ ଜଡ଼ିତ ରସଗୋଲା । ହେଲେ ରସଗୋଲା କାହାର ? ମିଠା ଭିତରେ ରାଜା ରସଗୋଲାକୁ ନେଇ ପଶ୍ଚିମବଙ୍ଗ ଏବଂ…
Read More...

ହାର୍ଦ୍ଦିକ ପଟେଲଙ୍କୁ ୨ ବର୍ଷ ଜେଲ୍ ଦଣ୍ଡ

ଅହମ୍ମଦାବାଦ : ପଟିଦାର ଆନ୍ଦୋଳନ ନେତା ହାର୍ଦ୍ଦିକ ପଟେଲଙ୍କୁ ୨ ବର୍ଷ ଜେଲ୍ ଦଣ୍ଡ ନିର୍ଦ୍ଦେଶ । ୨୦୧୫ ଦଙ୍ଗା ମାମଲାରେ ପଟିଦାର ନେତାଙ୍କୁ ଏହି ଦଣ୍ଡାଦେଶ ଦେଇଛନ୍ତି  ବିଶ୍ ନଗର କୋର୍ଟ । ପଟିଦାର ନେତା ହାର୍ଦ୍ଦିକଙ୍କ ସହ…
Read More...

ନଦୀରେ ଗାଧୋଇବା ହେଲା କାଳ : ଗାଧୋଇ ବାକୁ ଯାଇଥିଲେ ୬ଛାତ୍ର  କୁଆଖାଇରେ ବୁଡି ୨ ଛାତ୍ର ମୃତ

ଭୁବନେଶ୍ବର  : କୁଆଖାଇ ନଦୀରେ ଗାଧୋଇବା ହେଲା କାଳ । କୁଆଖାଇ ନଦୀରେ ବୁଡି ୨ ଛାତ୍ର ମୃତ । ମୃତ ଛାତ୍ର ହେଲେ ସଫିକ୍ ଦିଗାଲ ଓ ଜଗମୋହନ ସାହୁ । ସଫିକର ଘର ଆଚାର୍ଯ୍ୟବିହାର ବିଶ୍ବେଶ୍ବର ବସ୍ତିରେ । ସଫିକ୍ କୁ ଉଦ୍ଧାର କରି…
Read More...

ଶିଶୁ ପାଳ ହେଲେ ବର,ପ୍ରେମିକକୁ ବିଭାହ କଲେ କନ୍ୟା

ଜବଲପୁର : ବର ସାଜି ବାହା ହେବାକୁ ଆସିଥିଲେ । ହେଲେ ବାହା ବେଦୀରେ ବସିବା ଆଗରୁ କନ୍ୟା ହାତ ଧରିନେଲା ପ୍ରେମିକ । ବରକୁ ଶିଶୁ ପାଳ ହୋଇ ଫେରିବାକୁ ପଡିଲା । ଏମିତି ଘଟଣଆ ଘଟିଛି ମଧ୍ୟପ୍ରଦେଶର ଜବଲପୁରରେ । ବର ଆସିବାର କିଛି…
Read More...

୧୮ରୁ ବିଧାନସଭା ମୌସୁମୀ ଅଧିବେଶନ

ଭୁବନେଶ୍ୱର : ଆସନ୍ତା ଅଗଷ୍ଟ ୧୮ ତାରିଖରୁ ଆରମ୍ଭ ହେବ ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ । ଏହି ଅଧିବେଶନର ମୋଟ ୧୬ଟି କାର୍ଯ୍ୟଦିବସ ରହିବ । ତେଣୁ ସରକାର ଅଧିବେଶନରେ ୨୦୧୮-୧୯ ବର୍ଷ ପାଇଁ ଅତିରିକ୍ତ ବଜେଟ ଆଣିପାରନ୍ତି ।
Read More...