Browsing Category

Corporate

ତାଳଚେର ଫର୍ଟିଲାଇଜର ପ୍ଲାଂଟକୁ ଶୀଘ୍ର କାର୍ଯ୍ୟକ୍ଷମ କରିବା ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମୀକ୍ଷା

ଭାରତର ପ୍ରାକୃତିକ ଗ୍ୟାସ ଆମଦାନୀକୁ ହ୍ରାସ କରିବ ତାଳଚେର ଫର୍ଟିଲାଇଜର ପ୍ଲାଂଟ୍ - ଧର୍ମେନ୍ଦ୍ର ପ୍ରଧାନନୂଆଦିଲ୍ଲୀ/ଭୁବନେଶ୍ୱର :  ତାଳଚେର ଫର୍ଟିଲାଇଜର ପ୍ଲାଂଟକୁ ଶୀଘ୍ର କାର୍ଯ୍ୟକ୍ଷମ କରିବା ନେଇ ମଙ୍ଗଳବାର
Read More...

ମୋଦି ସରକାରରେ ସ୍ୱଚ୍ଛ ଇନ୍ଧନ ଭିତିଭୂମିରେ ଦ୍ରୁତ ପରିବର୍ତନ ହୋଇଛି – ଧର୍ମେନ୍ଦ୍ର ପ୍ରଧାନ

୧୦ମ ସିଜିଡି ବିଡିଂ ରାଉଣ୍ଡର କାମ ପ୍ରାରମ୍ଭଭୁବନେଶ୍ୱର :  ମୋଦି ସରକାରଙ୍କ ପ୍ରଥମ କାର୍ଯ୍ୟକାଳରେ ଦେଶରେ ସ୍ୱଚ୍ଛ ଇନ୍ଧନର ଭିତିଭୂମିରେ ଦ୍ରୁତ ପରିବର୍ତନ ହୋଇଛି ବୋଲି ସୋମବାର ନୂଆଦିଲ୍ଲୀ ଠାରେ ୧୦ମ ସିଜିଡି ବିଡିଂ
Read More...

ନାଲକୋକୁ ଡନ୍ ଆଣ୍ଡ ବ୍ରାଷ୍ଟ୍ରିଟ ସମ୍ମାନ

ରପ୍ତାନିରେ ଉକ୍ରର୍ଷତା ପାଇଁ NALCO ସମ୍ମାନିତଭୁବନେଶ୍ୱର :  ଭାରତୀୟ ଅର୍ଥନୀତି ତଥା ଦେଶର ସାମାଜିକ ଓ ଆର୍ôଥକ ବିକାଶରେ ନାଲ୍କୋ ଦ୍ୱାରା ଗ୍ରହଣ କରାଯାଇଥିବା ମହତ୍ତ୍ୱପୂର୍ଣ୍ଣ ଭୂମିକାକୁ ସ୍ୱୀକୃତି ସ୍ୱରୂପ ନବରତ୍ନ
Read More...

ଦେଶର୫ ଟ୍ରିଲିୟନ ଅର୍ଥନୀତି ଲକ୍ଷ୍ୟ ହାସଲ କରିବାରେ ପ୍ରମୁଖ ଭୂମିକା ନେବ ଉର୍ଜା କ୍ଷେତ୍ର – ଧର୍ମେନ୍ଦ୍ର…

ଭାରତ-ଆମେରିକା ଫରୋମ କାଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୨୦୩୫ ପର୍ଯ୍ୟନ୍ତ ଭାରତରେ ଉର୍ଜା ବ୍ୟବହାର ପ୍ରତିବର୍ଷ ୪.୨ ପ୍ରତିଶତ ବୃଦ୍ଧି ପାଇବାର ଅନୁମାନ କରାଯାଉଛି, ଯାହା ବିଶ୍ୱର ସମସ୍ତ ପ୍ରମୁଖ
Read More...

ଜୁଲାଇ ପାଇକାରୀ ମୁଦ୍ରାସ୍ଫୀତି ୧.୦୮%କୁ ହ୍ରାସ

ନୂଆଦିଲ୍ଲୀ : ଜୁଲାଇ ମାସର ପାଇକାରୀ ମୁଦ୍ରାସ୍ଫୀତି ହ୍ରାସ ପାଇ ୨୫ ମାସର ସର୍ବନିମ୍ନସ୍ତରରେ ପହଞ୍ଚିଛି। ଖାଦ୍ୟ ପଦାର୍ଥ ଏବଂ ପନିପରିବା ଦର ହ୍ରାସର ସକରାତ୍ମକ ପ୍ରଭାବ ପାଇକାରୀ ମୁଦ୍ରାସ୍ଫୀତି ଉପରେ ପଡିଛି। ଏହି କ୍ରମରେ
Read More...

ଅଏଲ ଇଣ୍ଡଷ୍ଟ୍ରି ଓଡିଶା ଦ୍ୱାରା ବିଶ୍ୱ ଜୈବଇନ୍ଧନ ଦିବସ ୨୦୧୯ ପାଳନ

ଅଏଲ ଇଣ୍ଡଷ୍ଟ୍ରି ଦ୍ୱାରା ଆୟୋଜିତ ଓ୍ୱାକାଥନରେ ସ୍କୁଲ ଓ କଲେଜରୁ ପାଖାପାଖି ୫୦୦ ଛାତ୍ରଛାତ୍ରୀ ଯୋଗ ଦେଇଥିଲେଭୁବନେଶ୍ୱର : ଶନିବାର ପ୍ରତି ବର୍ଷ ଅଗଷ୍ଟ ୧୦ ତାରିଖରେ ବିଶ୍ୱ ଜୈବଇନ୍ଧନ ଦିବସ ପାଳନ କରାଯାଉଛି । ଏହାର
Read More...

ଋଣ ସୁଧହାର କମାଇଲା କାନାରା ବ୍ୟାଙ୍କ

ବାଙ୍ଗାଲୁରୁ : ସୁପ୍ରିମକୋର୍ଟ ପକ୍ଷରୁ ଗତ ବୁଧବାରଦିନ ରେପୋ ହାର ୩୫ ବେସିସ ପଏଣ୍ଟ ହ୍ରାସ କରିବା ପରେ ବିଭିନ୍ନ ରାଷ୍ଟ୍ରାୟତ ବ୍ୟାଙ୍କ ନିଜର ଋଣସୁଧହାର ହ୍ରାସ କରିବା ଆରମ୍ଭ କରିଛନ୍ତି । ଷ୍ଟେଟ ବ୍ୟାଙ୍କ, ଆଇଡିବିଆଇ
Read More...

ଋଣସୁଧହାର କମାଇଲା ଆଇଡିବିଆଇ ବ୍ୟାଙ୍କ

ନୂଆଦିଲ୍ଲୀ : ଗତ ବୁଧବାରଦିନ ରିଜର୍ଭ ବ୍ୟାଙ୍କ ପକ୍ଷରୁ ସୁଧହାର ହ୍ରାସ କରାଯିବା ପରେ ବିଭିନ୍ନ ବ୍ୟାଙ୍କ ସୁଧହାର ହ୍ରାସ କରିବା ଆରମ୍ଭ କରିଛନ୍ତି । ଷ୍ଟେଟ ବ୍ୟାଙ୍କ ପରେ ଏବେ ଆଇଡିବିଆଇ ବ୍ୟାଙ୍କ ମଧ୍ୟ ଋଣ ସୁଧହାର
Read More...

ଲୋକଙ୍କ ସୁବିଧା ପାଇଁ ମୋଦି ସରକାର ଉର୍ଜା କ୍ଷେତ୍ରର ସଂସ୍କାରରେ ବ୍ୟାପକ ସୁଧାର ଆଣିଛନ୍ତି -ଧର୍ମେନ୍ଦ୍ର ପ୍ରଧାନ

ମିଳିତ ସିଭିଲ-ମିଲିଟାରୀ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ସାମାଜିକ ପରିବର୍ତନ ପାଇଁ ଉର୍ଜାକୁ ଏକ ଉପକରଣ ଭାବେ ବ୍ୟବହାର କରାଯାଇପାରିବ  ସୁରକ୍ଷିତ, ଶସ୍ତା ଏବଂ ସୁଲଭ ଉର୍ଜା କରିବାରେ ଭାରତୀୟ ମଡେଲ
Read More...

ରେପୋ ରେଟ୍‌ ହ୍ରାସ କଲା ରିଜର୍ଭ ବ୍ୟାଙ୍କ୍‌

ନୂଆଦିଲ୍ଲୀ: ବୁଧବାର ଦିନ ରିଜର୍ଭ ବ୍ୟାଙ୍କ୍‌ ରେପୋ ରେଟ୍‌ ୩୫ ବେସିସ୍‌ ପଏଣ୍ଟ୍‌ରୁ ୫. ୪୦%କୁ ହ୍ରାସ କରିଛି। ଏହା ହେଉଛି ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ର ଚତୁର୍ଥ ଥର ଲାଗି ସିଧାସଳଖ ମୂଲ୍ୟ ହ୍ରାସ ଏବଂ ଏଥି ଯୋଗୁଁ ପ୍ରମୁଖ
Read More...

ଭାରତର ପ୍ରଗତିଶୀଳ ଉର୍ଜା କ୍ଷେତ୍ର ବିଦେଶୀ ପୁଞ୍ଜି ନିବେଶକଙ୍କୁ ଆକୃଷ୍ଟ କରିଛି – ଧର୍ମେନ୍ଦ୍ର ପ୍ରଧାନ

ବ୍ଲୁମବର୍ଗ ଏନ୍ଇଏଫ୍ ରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ• ଦେଶର ଆର୍ଥିକ ବିକାଶ ପାଇଁ ସମସ୍ତଙ୍କୁ ସ୍ୱଚ୍ଛ ଓ ଶସ୍ତା ଇନ୍ଧନ ଯୋଗାଇ ଦେବା ପାଇଁ କେନ୍ଦ୍ର ସରକାର ପ୍ରତିଶ୍ରୁତିବଦ୍ଧ • ନିକଟ ଭବିଷ୍ୟତରେ ଭାରତ ୫
Read More...

ଲାଭରେ ୧୧୦୦ କୋଟି ବୃଦ୍ଧି ଆଣିବାକୁ NALCOର ଯୋଜନା

ଭୁବନେଶ୍ୱର : ଆସନ୍ତା ୨ ରୁ ୩ ବର୍ଷ ମଧ୍ୟରେ ମୋଟ ଲାଭ ପରିମାଣରେ ୧୧୦୦ କୋଟି ଟଙ୍କା ବୃଦ୍ଧି ଆଣିବାକୁ ରାଷ୍ଟ୍ରାୟତ୍ତ ଆଲୁମିନିୟମ କମ୍ପାନୀ ନାଲ୍କୋ ଯୋଜନା କରିଛି । କମ୍ପାନୀର ଉତ୍ପାଦନଭିତ୍ତିକ ବିଭିନ୍ନ ଦିଗରେ
Read More...

ରାଜ୍ୟରେ ଆହୁରୀ ୧୧ଶହ କୋଟିର ପ୍ରକଳ୍ପ କରିବ ଆଇଓସିଏଲ

ଜଟଣୀ ଆଇଓସିଏଲ୍ ଡିପୋରେ ମକଡିଲଜଟଣୀ : ଭାରତୀୟ ତୈଳ ନିଗମ(ଆଇଓସିଏଲ୍) ପକ୍ଷରୁ ଓଡ଼ିଶାର ଖୋର୍ଦ୍ଧା, ବ୍ରହ୍ମପୁର ଓ ପାରାଦୀପଠାରେ ନୂତନ ପ୍ରକଳ୍ପ ସ୍ଥାପନ କରାଯିବ । ପାରାଦୀପରେ ଏଲ୍ପିଜି ଟର୍ମିନାଲ୍, ଖୋର୍ଦ୍ଧାରେ
Read More...

ଏସ୍‌ବିଆଇ ଦେଲା ଗ୍ରାହକଙ୍କୁ ଝଟ୍‌କା: କମିଲା ସୁଧହାର

ନୂଆଦିଲ୍ଲୀ:ଭାରତୀୟ ଷ୍ଟେଟ ବ୍ୟାଙ୍କ ବର୍ତ୍ତମାନ ସମୟରେ ନିଜ ପାଖରେ ଅଧିକ କ୍ୟାସ ଥିବା ଏବଂ ସୁଧହାରରେ ହ୍ରାସ ଘଟୁଥିବା କାରଣ ଦର୍ଶାଇ ବିଭିନ୍ନ ମେଚ୍ୟୁରିଟି ଡିପୋଜିଟ ଉପରେ ଦିଆଯାଉଥିବା ସୁଧହାରରେ ହ୍ରାସ କରିଛି ।
Read More...