ଗଞ୍ଜାମ ଖଲ୍ଲିକେ।ଟ  ଗୋରାପଲ୍ଲୀ ଚେକ୍ ଗେଟରୁ ଟଙ୍କା ଲୁଟ ଘଟଣାର ପର୍ଦ୍ଦଫାସ

ଖଲ୍ଲିକେ।ଟ  : ସେପଟେ ଗଞ୍ଜାମ ଖଲ୍ଲିକେ।ଟ  ଗୋରାପଲ୍ଲୀ ଚେକ୍ ଗେଟରୁ ଟଙ୍କା ଲୁଟ ଘଟଣାର ପର୍ଦ୍ଦଫାସ । ୬ ଲୁଟେରାଙ୍କୁ ଗିରଫ କରିଛି ଖଲ୍ଲିକୋଟ୍ ପେ।ଲିସ । ସେମାନଙ୍କ ନିକଟରୁ ୧୦ ଲକ୍ଷ ୧୫ ହଜାର ଟଙ୍କା ଜବତ କରାଯାଇଛି । ଏହାସହ ୧୩ଟି ମେ।ବାଇଲ, ଗେ।ଟିଏ ଲାପଟପ, ଗେ।ଟିଲ ପିସ୍ତଲ ଓ ୩ଟି ଗୁଳି ଜବତ କରିଛି ପେ।ଲିସ । ଗତ ୨ ତାରିଖରେ ଗୋରାପଲ୍ଲୀ ଚେକ୍ ଗେଟରୁ  25ଲକ୍ଷ 30 ହଜାର ଟଙ୍କା ଲୁଟ୍ କରି ଲୁଟେରା ଫେରାର ହେ।ଇଯାଇଥିଲେ ।