Browsing Category
Bignews
ଜହିରଙ୍କ ହାତ ଧରିଲେ ଦବଙ୍ଗ ଗାର୍ଲ୍ ସୋନାକ୍ଷୀ
ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଦବଙ୍ଗ ଗାର୍ଲ୍ ସୋନାକ୍ଷୀ ସିହ୍ନା। ନିଜର ଦୀର୍ଘ ଦିନ ବନ୍ଧୁ ଜହିର ଇକବାଲଙ୍କ ସହ ପ୍ରଥମେ କୋର୍ଟରେ ବିବାହ କରିବା ପରେ ହିନ୍ଦୁ ରୀତିନୀତିରେ ବି ବାହାଘର ହୋଇଛି। ପରିବାର ଓ ନିକଟ…
Read More...
Read More...
କାମଚଳା ବାଚସ୍ପତି ଭାବେ ଶପଥ ନେଲେ ବିଜେପି ସାଂସଦ ଭର୍ତ୍ତୃହରି ମହତାବ
ଲୋକସଭା ନିର୍ବାଚନ ସମାପ୍ତ ହେବା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶପଥ ଗ୍ରହଣ ପରେ ଆଜିଠାରୁ ୧୮ ତମ ଲୋକସଭାର ପ୍ରଥମ ଅଧିବେଶନ ଆରମ୍ଭ ହେଉଛି। ବିଜେପି ସାଂସଦ ଭର୍ତ୍ତୃହରି ମହତାବ କାମଚଳା ବାଚସ୍ପତି ଭାବରେ ଶପଥ…
Read More...
Read More...
ଅଲମ୍ପିକ୍ସ ପଦକ ବିଜେତା ରେସଲର ବଜରଙ୍ଗ ପୁନିଆ ସସ୍ପେଣ୍ଡ
ଅଲମ୍ପିକ୍ସ ପଦକ ବିଜେତା ରେସଲର ବଜରଙ୍ଗ ପୁନିଆ ସସ୍ପେଣ୍ଡ । ଡୋପିଂ ବିରୋଧୀ ନିୟମ ଉଲ୍ଲଂଘନ ପାଇଁ ଜାତୀୟ ଆଣ୍ଟି-ଡୋପିଂ ଏଜେନ୍ସି ଅଲିମ୍ପିକ୍ ପଦକ ବିଜେତା କୁସ୍ତି ବଜରଙ୍ଗ ପୁନିଆଙ୍କୁ ନିଲମ୍ବିତ କରିଛି । ରବିବାର ଦିନ…
Read More...
Read More...
ଘଟଗାଁ ମାଆ ତାରିଣୀ ମନ୍ଦିର ପାଇଁ ଆଉ ୫୦ କୋଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଘଟଗାଁ ମାଆ ତାରିଣୀ ମନ୍ଦିର ପାଇଁ ଆଉ ୫୦ କୋଟି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଦୁଇ ଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ଆଜି ଏହି ଘୋଷଣା କରିଛନ୍ତି।
ଗସ୍ତର ପ୍ରଥମ ଦିନରେ ସେ…
Read More...
Read More...
ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼ ଘଟଣା; କଂଗ୍ରେସର ୫ ଜଣଙ୍କୁ ୬ ବର୍ଷ ପାଇଁ ବହିଷ୍କାର
ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼ ଘଟଣାରେ ୫ ଜଣ କାର୍ଯ୍ୟକର୍ତ୍ତା ତଥା ପଦାଧିକାରୀଙ୍କୁ ଦଳରୁ ୬ ବର୍ଷ ପାଇଁ ବହିଷ୍କାର କରାଯାଇଛି। ଦଳୀୟ ଶୃଙ୍ଖଳା ଭଙ୍ଗ କରିଥିବା ଯୋଗୁ ସେମାନଙ୍କୁ…
Read More...
Read More...
ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମ ଥର ପାଇଁ ନିଜ ଜନ୍ମ ମାଟିରେ ପହଂଚିଲେ ମୋହନ ଚରଣ ମାଝୀ
ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମ ଥର ପାଇଁ ନିଜ ଜନ୍ମ ମାଟିରେ ପହଂଚିଛନ୍ତି ମୋହନ ଚରଣ ମାଝୀ। ଜନ୍ମମାଟି କେନ୍ଦୁଝର ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସେଠାରେ ଯାଇ ପହଞ୍ଚିବା ପରେ ତାଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ…
Read More...
Read More...
ବିଭିନ୍ନ ନିଗମରେ ନିଯୁକ୍ତି ପାଇଥିବା ଅଧ୍ୟକ୍ଷକୁ ଦାୟିତ୍ୱରୁ ଅବ୍ୟାହତି
ରାଜ୍ୟର ବିଭିନ୍ନ ସରକାରୀ ନିଗମରେ ପୂର୍ବ ସରକାରଙ୍କ ସମୟରେ ଅଧ୍ୟକ୍ଷ ମାନଙ୍କୁ ନିଯୁକ୍ତି ଦିଆ ଯାଇଥିଲା। ଏହି ଅଧ୍ୟକ୍ଷ ମାନଙ୍କ ଯୋଗୁ ନିଗମ ଗୁଡ଼ିକର ପରିଚାଳନାରେ କୌଣସି ଗୁଣାତ୍ମକ ଉନ୍ନତି ପରିଲକ୍ଷିତ ହେଉ ନ ଥିବାରୁ…
Read More...
Read More...
ଜଳସେଚନ ବିଭାଗର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ
ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଜଳସେଚନ ବିଭାଗର ସମୀକ୍ଷା କରିଛନ୍ତି । ଏହି ସମୀକ୍ଷା ପରେ ବିଭାଗୀୟ ସଚିବ ଅନୁ ଗର୍ଗ କହିଛନ୍ତି, ବନ୍ୟାକୁ ନେଇ ବିଭାଗ କେତେ ପ୍ରସ୍ତୁତ ସେ ନେଇ ଆଜି ମୁଖ୍ୟମନ୍ତ୍ରୀ ସମୀକ୍ଷା କରିଛନ୍ତି ।…
Read More...
Read More...
SOA ENGINEERING AND MANAGEMENT FACULTIES, FIVE DEPARTMENTS OF SUM HOSPITAL GET TIMES NOW BUSINESS…
Bhubaneswar(Byuro): Institute of Technical Education and Research (ITER) and Institute of Business and Computer Studies (IBCS), faculties of engineering and management sciences of…
Read More...
Read More...
ଟାଇମ୍ସ ନାଓ ବିଜିନେସ୍ ଏକ୍ସଲେନ୍ସ ଆୱାର୍ଡ : ସୋଆକୁ ୭ଟି ସମ୍ମାନ ପ୍ରଦାନ
ଭୁବନେଶ୍ୱର(ବ୍ୟୁରୋ): ପୂର୍ବ ଭାରତର ଶ୍ରେଷ୍ଠ ଇଞ୍ଜିନିୟରିଂ କଲେଜ ଓ ମ୍ୟାନେଜମେଂଟ କଲେଜ ଭାବେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର) ଓ…
Read More...
Read More...
ଭକ୍ତଙ୍କୁ ଗଜ ବେଶରେ ଦର୍ଶନ ଦେଲେ ମହାପ୍ରଭୁ
ମହାପ୍ରଭୁଙ୍କ ଅପାର କରୁଣା । ଆଜି ସ୍ନାନପୂର୍ଣ୍ଣମୀରେ ବର୍ଷାରେ ଭିଜିଲେ ଭକ୍ତ । ପ୍ରଭୁ ବଳଭଦ୍ରଙ୍କ ପହଣ୍ଡି ବେଳେ ଝିପି ଝିପି ଓ କାଳିଆ ସାଆନ୍ତ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପହଣ୍ଡି ବେଳେ ପ୍ରବଳ ବର୍ଷା ହୋଇଥିଲା ।ବର୍ଷାରେ…
Read More...
Read More...
ଏଣିକି ବିଳମ୍ବରେ ଅଫିସରେ ପହଞ୍ଚିଲେ କଟିବ ଦରମା
ଏଣିକି ଡେରିରେ ବା କିଛି ସମୟ ବିଳମ୍ବରେ ଅଫିସରେ ପହଞ୍ଚିଲେ କଟିବ ଦରମା । ପୁରା ଅଧାଦିନର ଦରମା କାଟିଦେବେ ସରକାର । ୯ ଟାରୁ ୯ ଟା ୧୫ ଭିତରେ ନ ପହଁଞ୍ଚିଲେ କଟିଯିବ ଅଧାଦିନର ଦରମା । ଏମିତି କିଛି କଡା ନିୟମ ଆଣି ସରକାରୀ…
Read More...
Read More...
ବରିଷ୍ଠ ଆଇଏଏସ୍ ଅଧିକାରୀ ଯାମିନୀ ଷଡଙ୍ଗୀଙ୍କୁ ଓଏସଇପିଏର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ବ
ବରିଷ୍ଠ ଆଇଏଏସ୍ ଅଧିକାରୀ ଯାମିନୀ ଷଡଙ୍ଗୀଙ୍କୁ ଦିଆଗଲା ବଡ଼ ଦାୟିତ୍ୱ । ଆଜି ତାଙ୍କୁ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓଏସଇପିଏ)ର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ବ ମିଳିଛି ।…
Read More...
Read More...
ବାରିପଦାରେ ଦୁଇଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ ଓ ହଣାକଟା ଘଟଣା; ବସ୍ ଚଳାଚଳ ବନ୍ଦ, ଲୋକେ ହନ୍ତସନ୍ତ
ବାରିପଦା ବସଷ୍ଟାଣ୍ଡରେ ହଣାକଟା ଘଟଣା। ଆଜି ବସ୍ ଚଳାଚଳ ବନ୍ଦ ରହିଛି । ଯାହାକୁ ନେଇ ଦୂରଦୂରାନ୍ତରୁ ଆସିଥିବା ଯାତ୍ରୀମାନେ ହନ୍ତସନ୍ତ ହେଉଥିବା ଦେଖିବାକୁ ମିଳିଛି। ଅଭିଯୁକ୍ତକୁ ଗିରଫ କରିବା ନେଇ ଦାବି କରାଯାଇଛି। ତେବେ…
Read More...
Read More...