Browsing Category

Bignews

ଏଣିକି ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନଗୁଡ଼ିକରେ ଓଡ଼ିଆ ଭାଷାରେ ଲାଗିବ ନାମଫଳକ

ଏଣିକି ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନଗୁଡ଼ିକରେ ଓଡ଼ିଆ ଭାଷାରେ ନାମଫଳକ ଲାଗିବ । ରାଜ୍ୟର ସମସ୍ତ ସ୍କୁଲ, କଲେଜ, ବିଶ୍ୱବିଦ୍ୟାଳୟଗୁଡ଼ିକ ନିଜ ନିଜର ନାମଫଳକ ଓଡ଼ିଆରେ ଲେଖିବାକୁ ବାଧ୍ୟ । ଏନେଇ ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା,…
Read More...

ଇସ୍ତଫା ଦେଲେ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପାକ୍ଷେ

ଶ୍ରୀଲଙ୍କାରେ ଦେଖାଦେଇଥିବା ଆର୍ଥିକ ସଂକଟ ମଧ୍ୟରେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ମହିନ୍ଦା ରାଜପାକ୍ଷେ । ଏ ନେଇ ଖବର ସରବରାହ ସଂସ୍ଥା ଏଏନ୍‌ଆଇ ପକ୍ଷରୁ ପ୍ରକାଶ କରାଯାଉଛି । ଇସ୍ତଫା ନଦେବା ଲାଗି ରାଜପାକ୍ଷେ…
Read More...

ତିର୍ତ୍ତୋଲ ଏସିଡ୍ ପୀଡିତା ପ୍ରମୋଦିନୀ ରାଉଳଙ୍କୁ ମିଳିଲା ନ୍ୟାୟ: ୨ ଅଭିଯୁକ୍ତଙ୍କୁ ୧୪ ବର୍ଷ ସଶ୍ରମ କାରାଦଣ୍ଡ

ତିର୍ତ୍ତୋଲ ଏସିଡ୍ ମାଡ଼ ଘଟଣାରେ ଅଭିଯୁକ୍ତଙ୍କୁ ମିଳିଲା ଦଣ୍ଡ | ଗିରଫ ଦୁଇ ଅଭିଯୁକ୍ତଙ୍କୁ ୧୪ ବର୍ଷ ସଶ୍ରମ କାରାଦଣ୍ଡ ସହ ୧୫ ହଜାର ଟଙ୍କା ଲେଖାଁଏ ଜରିମାନା ଦଣ୍ଡାଦେଶ ମିଳିଛି। ଏହି ରାୟ ଶୁଣାଇଛନ୍ତି ଜଗତସିଂହପୁର ସହକାରୀ…
Read More...

ବିଶିଷ୍ଟ ସାହିତ୍ୟିକ ପଦ୍ମଶ୍ରୀ ରଜତ କରଙ୍କ ପରଲୋକ

ବିଶିଷ୍ଟ ସାହିତ୍ୟିକ ପଦ୍ମଶ୍ରୀ ରଜତ କରଙ୍କ ପରଲୋକ। ରାଜଧାନୀ ଭୁବନେଶ୍ୱର ଏକ ଘରୋଇ ଚିକିତ୍ସାଳୟରେ ତାଙ୍କର ପରଲୋକ ହୋଇଛି। ୮୮ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି। ହୃଦଘାତ ଯୋଗୁ ତାଙ୍କୁ ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲରେ…
Read More...

ମନ୍ତ୍ରୀଙ୍କ ପରେ ଏବେ ସଚିବଙ୍କ ପାଳି

ମନ୍ତ୍ରୀ ମାନଙ୍କ ପରେ ଏବେ ସଚିବଙ୍କ ପାଳି । ସରକାରଙ୍କୁ ରିପୋର୍ଟ କାର୍ଡ ଦେବେ ପ୍ରତିଟି ବିଭାଗ । ଆସନ୍ତା ୨୯ ତାରିଖରେ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ବିଜେଡି ସରକାର ପଞ୍ଚମ ପାଳିର ୩ ବର୍ଷ ପୂରଣ ହେବ । ପ୍ରଥମ…
Read More...

ବୃଦ୍ଧି ପାଇଲା ବିଜୁ ପଟ୍ଟନାୟକ ଦକ୍ଷତା ପ୍ରୋତ୍ସାହନ ପୁରସ୍କାର ରାଶି ପରିମାଣ

ବୃଦ୍ଧି ପାଇଲା ବିଜୁ ପଟ୍ଟନାୟକ ଦକ୍ଷତା ପ୍ରୋତ୍ସାହନ ପୁରସ୍କାର ରାଶି ପରିମାଣ । ରାଜ୍ୟ ସରକାର ପ୍ରୋତ୍ସାହନ ପୁରସ୍କାର ରାଶି ପରିମାଣ ଏକ କୋଟି ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ।ଭୁବନେଶ୍ୱରରେ ଇଣ୍ଡିଆନ ସ୍କିଲ…
Read More...

ଲ୍ୟାଣ୍ଡଫଲ କରିବନି ବାତ୍ୟା

ସ୍ଥଳଭାଗ ଛୁଇଁବ ନାହିଁ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ସମ୍ଭାବ୍ୟ ବାତ୍ୟା। ଏନେଇ ଆଇଏମ୍‌ଡି ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି। ସମ୍ଭାବ୍ୟ ବାତ୍ୟା ଲ୍ୟାଣ୍ଡଫଲ କରିବନି।…
Read More...

ଏଣିକି ସରକାରୀ ଶିକ୍ଷକ ପଦରେ ନିଯୁକ୍ତି ପାଇପାରିବେ କମର୍ସ ଡିଗ୍ରୀଧାରୀ

ଏଣିକି ବାଣିଜ୍ୟରେ ଡିଗ୍ରୀଧାରୀ (କମର୍ସ ଗ୍ରାଜୁଏଟ୍‌ ଓ ପୋଷ୍ଟ୍‌ ଗ୍ରାଜୁଏଟ୍‌)ମାନେ ସରକାରୀ ଶିକ୍ଷକ ପଦରେ ନିଯୁକ୍ତି ପାଇପାରିବେ । ବାଣିଜ୍ୟରେ ସ୍ନାତକ କିମ୍ବା ସ୍ନାତକୋତ୍ତର ଡିଗ୍ରୀଧାରୀମାନେ ପାଠ୍ୟକ୍ରମରେ ପଢ଼ିଥିବା…
Read More...

ପୁଣି ମହଙ୍ଗା ହେଲା ଏଲପିଜି ସିଲିଣ୍ଡର ମୂଲ୍ୟ

ପୁଣି ଗ୍ରାହକଙ୍କ ପକେଟ ଉପରେ ମହଙ୍ଗା ମାଡ଼ । ଘରୋଇ ଏଲପିଜି ସିଲିଣ୍ଡର ଦାମରେ ୫୦ ଟଙ୍କା ବୃଦ୍ଧି ପାଇଛି। ଘରୋଇ ଏଲପିଜି ବଢିଥିବା ଦାମ୍‌ ଆଜିଠାରୁ ଲାଗୁ ହେବ। ଦିଲ୍ଲୀରେ ଏବେ ଘରୋଇ ସିଲିଣ୍ଡର ଦାମ୍‌ ୯୯୯.୫୦ ଟଙ୍କା ବୃଦ୍ଧି…
Read More...

ଭୁବନେଶ୍ୱରରେ ଆରମ୍ଭ ହେଲା ମହିଳା ଉଦ୍ୟୋଗ ମେଳା; ଭର୍ଚୁଆଲ୍ ମୋଡରେ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭାରତରେ ପ୍ରଥମଥର ପାଇଁ ଆୟୋଜିତ ହୋଇଛି ମହିଳା ଉଦ୍ୟୋଗ ମେଳା । ଭୁବନେଶ୍ୱରର ଜନତା ମଇଦାନରେ ଆୟୋଜିତ ହେଉଥିବା ଏହି ମେଳାରେ ସାମିଲ୍ ହୋଇଛନ୍ତି ୧୦୦ ମହିଳା ଉଦ୍ୟୋଗୀ । ଇଣ୍ଡିଆନ୍ ଚାମ୍ବର ଅଫ୍ କମର୍ସ ୱିମେନ୍…
Read More...

ରାଜ୍ୟ ସରକାରଙ୍କ ବଡ ଘୋଷଣା; ସହିଦଙ୍କ ପରିବାରକୁ ସହାୟତା ରାଶି ୧୦ ଲକ୍ଷକୁ କଲେ ବୃଦ୍ଧି

ଯୁଦ୍ଧ ଏବଂ ଉଗ୍ରବାଦର ମୁକାବିଲା ସମୟରେ ସହିଦ ହେଉଥିବା ଓଡ଼ିଆ ଯବାନମାନଙ୍କ ପରିବାର ପାଇଁ ରାଜ୍ୟ ସରକାର ସହାୟତା ରାଶି ପରିମାଣକୁ ୫ ଲକ୍ଷ ଟଙ୍କାରୁ ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯିବ । ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ…
Read More...

ବଢିଲା ରେପୋ ରେଟ

ବଢିଲା ରେପୋ ରେଟ । ୨୦୧୮ ପରେ ପ୍ରଥମ ଥର ପାଇଁ ବଢିଲା ରେପୋ ରେଟ୍ । ରେପୋ ରେଟ୍‌ରେ ୪୦ ବେସିସ୍ ପଏଣ୍ଟ ବୃଦ୍ଧି । ଏହି ସୂଚନା ଦେଲେ ଭାରତୀୟ ରିର୍ଜଭ ବ୍ୟାଙ୍କ (ଆରବିଆଇ) ଗଭର୍ଣ୍ଣର ଶକ୍ତିକାନ୍ତ ଦାସ । ମାର୍ଚ୍ଚ ୨୭ ସୁଦ୍ଧା…
Read More...

ପୁରୀ-ପାରାଦୀପ ଭିତରେ ଲ୍ୟାଣ୍ଡଫଲ୍ କରିପାରେ ବାତ୍ୟା !

ରାଜ୍ୟରେ ସମ୍ଭାବ୍ୟ ବାତ୍ୟାର ରୂପ କ'ଣ ରହିବ? ଏହା କେଉଁଠି ସ୍ଥଳଭାଗ ଛୁଇଁବ ଓ କେଉଁ ଦିଗରେ ଗତି କରିବ? ବାତ୍ୟା ଭୀଷଣ ନା କମ୍‌ ପ୍ରଭାବୀ ହେବ? ବିଶେଷଜ୍ଞମାନେ କରିଥିବା ପ୍ରାକ୍‌ ଆକଳନ ଅନୁଯାୟୀ ଏହା ପୁରୀରୁ ପାରାଦୀପ…
Read More...

ଅକ୍ଷୟ ତୃତୀୟାରେ ମୁଖ୍ୟମନ୍ତ୍ରୀଙ୍କ ଉପହାର; ଚାଷୀଙ୍କ ଆକାଉଣ୍ଟକୁ ଗଲା କାଳିଆ ଟଙ୍କା

ଚାଷୀଙ୍କ ଖାତାକୁ ଆସିଲା 'କାଳିଆ' ଟଙ୍କା । ପବିତ୍ର ଅକ୍ଷୟ ତୃତୀୟାରେ ଚାଷୀଙ୍କୁ ଆକାଉଣ୍ଟକୁ କାଳିଆ ଟଙ୍କା ପଠାଇଛନ୍ତି ରାଜ୍ୟ ସରକାର । ୪୦ ଲକ୍ଷରୁ ଅଧିକ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ଖାତାକୁ କାଳିଆ ଯୋଜନାରେ ୮୦୪ କୋଟି…
Read More...