ଏମିତି କିଛି କାରଣ ପାଇଁ ଅପ୍ରେଲ ୫ରେ ରାତି ୯ଟାରେ ୯ମନିଟ ଦୀପ ଜାଳିବାକୁ କହି ଥାଇପାରନ୍ତି ପ୍ରଧାନମନ୍ତ୍ରୀ ଦେଖନ୍ତୁ ଭିଡିଓ..

ଭୁବନେଶ୍ୱର: ଏପ୍ରିଲ ୫ ତାରିଖ ରାତି ୯ଟାରେ ଘରର ସମସ୍ତ ଲାଇଟ୍ ଲିଭାଇ ଦିଅନ୍ତୁ । ଏହାପରେ ଘରର ଦୁଆର କିମ୍ବା ବାଲକୋନିକୁ ଯାଇ ୯ ମିନିଟ୍ ପାଇଁ ମହମବତୀ, ଦୀପ, ଟର୍ଚ୍ଚ, ମୋବାଇଲ ଲାଇଟ୍ ଆଦି ଜଳାଇବାକୁ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ନିଜ ବାର୍ତାରେ କହିଛନ୍ତି

ତେବେ ଅପ୍ରେଲ ୫ ତାରିଖରେ କାହିଁକି ମୋଦି ରାତି ୯ଟାରେ ୯ ମିନିଟ ପାଇଁ ଲୋକଙ୍କୁ ଘର ଅନ୍ଧାର କରି ଦୀପ ଜାଳିବାକୁ ଆହ୍ୱାନ ଦେଇଛନ୍ତି ସେନେଇ ଅନେକ ପ୍ରଶ୍ନ ଉଠୁଛି । ତେବେ ଏହା ପଛରେ ଏମିତିକି କାରଣ ବାଛିଛନ୍ତି ଅଷ୍ଟୋଲୋଜର । ଆଉ ଏହା ପଛର ଗ୍ରହ ନକ୍ଷତ୍ରେଙ୍କ ପ୍ରଭାବ ଥିବା କହିଛନ୍ତି । ଏମିତି କିଛି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଯାହାକୁ ଆମେ ଆମ ୟୁଟୁବ ରେ ଅପଲୋଡ କରି ଆପଣ ମାନଙ୍କ ଜାଣିବା ଲାଗି ସେୟାର କରିଛୁ । ଆଉ ଥରେ କହୁଛୁ ଏହା ଆମ ମତ ନୁହେଁ । ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଭିଡିଓ ।
ତେବେ ଶୁଣନ୍ତୁ ଅପ୍ରେଲ ୫ରେ ରାତି ୯ଟାରେ ଘର ଅନ୍ଧାର କରି ଦୀପ ଜାଳିବାକୁ ପ୍ରଧାନମନ୍ତ୍ରୀଙ୍କ ଅପିଲ ପଛରେ ଥାଇ ପାରେ ଏମିତି କିଛି କାରଣ….ଶୁଣନ୍ତୁ ଭିଡିଓ..