ନୂଆଦିଲ୍ଲୀ : ନୂଆଦିଲ୍ଲୀ ପୁଲିସର ସ୍ୱତନ୍ତ୍ର ଟିମକୁ ବଡ ସଫଳତା ମିଳିଛି। ମିଳିଥିବା ସୂଚନା ଅନୁସାରେ ପୁଲିସର ଏକ ସ୍ୱତନ୍ତ୍ର ଟିମ ଶନିବାର ଜାମ୍ମୁ-କାଶ୍ମୀରର ଶ୍ରୀନଗରରୁ ଆତଙ୍କବାଦୀ ଅବ୍ଦୁଲ ମାଜିଦ ବାବାକୁ ଗିରଫ କରିଛି। ଆତଙ୍କବାଦୀ ଅବ୍ଦୁଲ ମାଜିଦ ବାବା ଜୈଶ-ଏ-ମହମ୍ମଦ ଆତଙ୍କବାଦୀ ସଂଗଠନର ସଦସ୍ୟ ବୋଲି ଜଣାପଡିଛି। ପୂର୍ବରୁ ଅବ୍ଦୁଲ ମାଜିଦ ବାବାକୁ ଧରିବା ପାଇଁ ୨ଲକ୍ଷ ଟଙ୍କା ଘୋଷଣା କରାଯାଇଥିଲା। ସ୍ୱତନ୍ତ୍ର ଟିମ ଅବ୍ଦୁଲ ମାଜିଦ ବାବା ଆତଙ୍କବାଦୀକୁ ପ୍ରଥମେ ଶ୍ରୀନଗର କୋର୍ଟରେ ହାଜର କରିବା ପରେ ରିମାଣ୍ଡରେ ନୂଆଦିଲ୍ଲୀ ଅଣାଯିବ।
Prev Post
Next Post