ସେବା ପ୍ରଦାନରେ ନୂତନ ମାନକ ପ୍ରତିଷ୍ଠା କରିବା ନିମନେ୍ତ ପ୍ରଦୁ୍ୟଷଣ ବୋର୍ଡକୁ ମୁଖ୍ୟ ଶାସନ ସଚିବଙ୍କ ନିଦେ୍ର୍ଦଶ

ନିୟମ ଅନୁପାଳନ ପ୍ରକ୍ରିୟାକୁ ସରଳୀକରଣ କରିବାକୁ ନିଦେ୍ର୍ଦଶ,ଅାଉ ୧୫ ଟି ସହରରେ ସ୍ଥାପିତ ହେବ ବାୟୁ ପ୍ରଦୁ୍ୟଷଣ ପରିଚାଳନା ଷେ୍ଟସନ୍‌

ଭୁବନେଶ୍ୱର :  ନିଦ୍ର୍ଧାରିତ ସାଧାରଣ ସେବା ପ୍ରଦାନରେ ନୂତନ ମାନକ ପ୍ରତିଷ୍ଠା କରିବାକୁ ମୁଖ୍ୟ ଶାସନ ସଚିବ ଶ୍ରୀ ଅସିତ୍‌ତ୍ରିପାଠୀ ରାଜ୍ୟ ପ୍ରଦୁ୍ୟଷଣ ନିୟନ୍ତ୍ରଣ ବୋର୍ଡଙ୍କୁ ନେିଦ୍ର୍ଦଶ ଦେଇଛନ୍ତି। ଅାଜି ବୋର୍ଡର ପରିଚାଳନା ପରିଷଦ ସଭାରେ ଅଧ୍ୟକ୍ଷତା କରି ମୁଖ୍ୟ ଶାସନ ସଚିବ ଏହି ନିଦେ୍ର୍ଦଶ ଦେଇଛନ୍ତି । ଶ୍ରୀ ତ୍ରିପାଠୀ କହିଥିଲେ ଯେ ଓଡ଼ିଶା ଖଣିଜ , ଜଙ୍ଗଲ ଓ ସାମୁଦ୍ରିକ ସଂପଦରେ ଭରପୁର । ସେହିଅନୁପାତରେ ରାଜ୍ୟ ମଧ୍ୟ ଶଳ୍ପି ସମୃଦ୍ଧ ହେବା ଦରକାର । ରାଜ୍ୟରେ ନିଯୁକ୍ତିସୁଯୋଗ ସୃଷ୍ଟି ଏବଂ ବ୍ୟବସାୟ ଅନୁକୂଳ ବାତାବରଣ ବୃଦ୍ଧିନିମନେ୍ତ ପ୍ରଦୁ୍ୟଷଣ ବୋର୍ଡ ନଜିର ସେବା ପ୍ରଦାନ କାର୍ଯ୍ୟକୁ ଅଧିକ ସରଳ ଓ ସୁଗମ କରିବା ଅାବଶ୍ୟକ । ଏଥି ପାଇଁପ୍ରକ୍ରିୟା ପୁନଃ ନଦ୍ଧିର୍ାରଣ ସହ ସଫ୍‌ଟ୍‌ଓୟାର ମାଧ୍ୟମରେ ‘ଅଫିସ୍‌ ଅଟୋମେସନ୍‌’ କରିବାକୁ ଶ୍ରୀ ତ୍ରିପାଠୀ ନିଦେ୍ର୍ଦଶ ଦେଇଥିଲେ । ତେବେ ପ୍ରକ୍ରିୟା ସରଳୀକରଣ ବେଳେ ପରିବେଶ ସୁରକ୍ଷା ନିୟମର ଅନୁପାଳନ ସହ କୌଣସି ବୁଝାମଣା ନକରିବା ପାଇଁ ମଧ୍ୟ ସେ ନିଦେ୍ର୍ଦଶ ଦେଇଥିଲେ । ଏଥି ନିମନେ୍ତ ତରୁ ନ୍ତ ନିଦ୍ଧଷ୍ଟ କାର୍ଯ୍ୟଯୋଜନା ପ୍ରସ୍ତତ କରିବାକୁ ମୁଖ୍ୟ ଶାସନ ସଚିବ ବୋର୍ଡର ସଦସ୍ୟ ସଂପାଦକ ଡ଼ଃ କେ.ମୁରୁଗେସାନ୍‌ ଙ୍କୁ ନିଦେ୍ର୍ଦଶ ଦେଇଥିଲେ । ବୋର୍ଡର କାର୍ଯ୍ୟ ଦକ୍ଷତା ବୃଦ୍ଧିକରିସେବା ପ୍ରଦାନ ଓ କ୍ରମ ବଦ୍ର୍ଧଷ୍ଣପ୍ରଦୁ୍ୟଷଣ ନୟିନ୍ତ୍ରଣରେ ନୂତନ ମାନକ ସ୍ଥାପନ କରିବାକୁ ମୁଖ୍ୟ ଶାସନ ସଚିବ ବୋର୍ଡଙ୍କୁ କହିଥିଲେ । ବିଭିନ୍ନ ପ୍ରମାଣପତ୍ର ଓ ସ୍ୱୀକୃତିପ୍ରଦାନ ନମି ନେ୍ତ ଉଦ୍ଧିଷ୍ଟ ଫର୍ମକୁ ସରଳ ଓ ସଂକ୍ଷିପ୍ତ କରିବା, କେ୍ଷତ୍ର ପରିଦର୍ଶନ ଓ ବିବରଣୀ ପ୍ରଦାନ ସମୟ କମାଇବା ଏବଂ ସମୁଦାୟ ପ୍ରକ୍ରିୟାକୁ ସଫ୍‌ଟ୍‌ଓୟାର ଦ୍ୱାରା ସ୍ୱୟଂକ୍ରିୟ
କରିପ୍ରକ୍ରିୟା ପନୁଃ-ନିଦ୍ର୍ଧାରଣ କରିବାକୁ ଶ୍ରୀ ତ୍ରିପାଠୀ ନିଦେ୍ର୍ଧଶ ଦେଇଥିଲେ । ଶଳ୍ପିାନୁଷ୍ଠାନ ମାନଙ୍କ ଦ୍ୱାରା ଅତ୍ୟାଧୁନିକ ‘ଉପଦନ ପ୍ରଯୁକ୍ତି ବିଦ୍ୟା’ ଏବଂ ‘ପ୍ରଦୁ୍ୟଷଣ ନିରାକରଣ ଉପାୟମାନ’ ଅବଲମ୍ବନ ନିଶ୍ଚିତ କରାଇ କ୍ରମ ବଦ୍ଧଷ୍ଣୁ ପ୍ରଦୁ୍ୟଷଣ ନିରାକରଣ କରିବାକୁ ସେ ନେିଦ୍ର୍ଦଶ ଦେଇଥିଲେ ।
ରାଜ୍ୟ ଲୋକସେବା ଭବନରୁ ଡ଼ିଜିଟାଲ୍‌ ମୋଡ୍‌ ରେ ଅନୁଷ୍ଠିତ ଏହି ବୈଠକରେ ପରିବେଶ ନିଦେ୍ର୍ଦଶକ ତଥା ବୋର୍ଡର ସଦସ୍ୟ ସଂପାଦକ ଡ଼ଃ ମୁରୁଗେସାନ୍‌ ବୋର୍ଡର କାର୍ଯ୍ୟକଳାପ ଏବଂ ଭବଷି ୍ୟତ କାର୍ଯ୍ୟପନ୍ଥା ସମ୍ବନ୍ଧିତ ବିଷୟ ଅାଲୋଚନା ନିମନେ୍ତ ଉପସ୍ଥାପନ କରିଥିଲେ । ବିଭିନ୍ନ କାର୍ଯ୍ୟରେ ବୋର୍ଡର ଅଗ୍ରଗତିସମୀକ୍ଷା କରିନତୂ ନ ୧୫ ଟିପ୍ରଦୁ୍ୟଷଣ ସମେ୍ବଦନଶୀଳ ସହରରେ ସ୍ୱୟଂକ୍ରିୟ ବାୟୁ ପ୍ରଦୁ୍ୟଷଣ ପରିଚାଳନା ଷେ୍ଟସନ୍‌ ପ୍ରତିଷ୍ଠା କରିବା ପାଇଁ ମୁଖ୍ୟ ଶାସନ ସଚିବ ନିଦେ୍ର୍ଦଶ ଦେଇଥିଲେ । କଟକ, ବାଲେଶ୍ୱର, କେନ୍ଦୁଝର, ସୁନ୍ଦରଗଡ, ମୟୁରଭଞ୍ଜ, ଅନଗୁୁଳ ଏବଂ ଖୋଦ୍ର୍ଧା ଜିଲ୍ଲାର ବିଭିନ୍ନ ସହରରେ ଏହି ୧୫ ଟି ଷେ୍ଟସନ୍‌ ସ୍ଥାପନ ନିମନେ୍ତ ପରିବେଶ ନିଦେ୍ର୍ଦଶକ ଡ଼ଃ ମୁରୁଗେସାନ୍‌ ପରାମର୍ଶ ଦେଇଥିଲେ । ଏହିକାର୍ଯ୍ୟ ଚଳିତ ଅାଥିର୍କ ବର୍ଷ ଶେଷ ସୁଦ୍ଧା ସାରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା । ଏହିସବୁ ଷେ୍ଟସନରୁ ବହୁ ପରିମାଣରେ ସାଙେ୍କତିକ ତଥ୍ୟ ମିଳିବ । ସେସବୁର ବୈଜ୍ଞାନିକ ଅନଧ୍ୟୁାନ ଏବଂ ଅନଶୁୀଳନ କରି ଶଳ୍ପିାନୁଷ୍ଠାନ ଓ ନାଗରିକମାନଙ୍କ ଅବଗତିଓ ସଚେତନତା ନିମନେ୍ତ େଓବ୍ବ ୍‌ସାଇଟ୍‌ରେ ସନ୍ନିବଶିତ କରିବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀ ନିଦେ୍ର୍ଦଶ ଦେଇଥିଲେ । ରାଜ୍ୟର ବିଭିନ୍ନ ଅଂଚଳରେ ସଂପ୍ରତି ବାୟୁ ଓ ଜଳର ସ୍ୱଚ୍ଛତା ସ୍ତର ବିଷୟରେ ସର୍ବସାଧାରଣଙ୍କ ସଚେତନତା ନମି ନେ୍ତ ଏକ େଓବ୍ବ ୍‌ପୋର୍ଟାଲ୍‌ପ୍ରସ୍ତତିପାଇଁମଧ୍ୟ ବୈଠକରେ ସ୍ଥିର ହୋଇଥିଲା ।
‘ପ୍ରକ୍ରିୟା ପନୁଃ-ନିଦ୍ର୍ଧାରଣ’ ଓ ‘ତ୍ୱରିତ ସେବା ପ୍ରଦାନ’ ସରଳୀକରଣର କାର୍ଯ୍ୟାନ୍ବୟନ ନିମନେ୍ତ ସାପ୍ତାହିକ କାର୍ଯ୍ୟ-ସାରଣୀ ପ୍ରସ୍ତତ ସହ ଏହାର ନୟିମିତ ଅନୁଧ୍ୟାନ କରିବାକୁ ମୁଖ୍ୟ ଶାସନ ସଚିବ ସଦସ୍ୟ ସଂପାଦକଙ୍କୁ ନିଦେ୍ର୍ଦଶ ଦେିଥିଲେ । ଏକ ମାସ ମଧ୍ୟରେ ଏଥିରେ ଦୃଶ୍ୟମାନ ସଫଳତା ହାସଲ କରିବାକୁଶ୍ରୀ ତ୍ରିପାଠୀ ନେିଦ୍ର୍ଦଶ ଦେଇଥିଲେ । ବୋର୍ଡର ସଦସ୍ୟ ସଂପାଦକ ଡ଼ଃ .କେ.ମୁରୁଗେସାନ୍‌ଙ୍କ ସମେତ ସମସ୍ତ ସଦସ୍ୟ ଏବଂ ସଂପକ୍ତୃ ଉପବଭି ାଗର ବରିଷ୍ଠ ଅଧିକାରୀମାନେ ବୈଠକର ଅାଲୋଚନାରେ ଅଂଶଗ୍ରହଣ କରିଥିଲେ ।