ଭୁବନେଶ୍ୱର ; ଭାରତର ଅଗ୍ରଣୀ ତଥା ପୂର୍ଣ୍ଣସମନ୍ୱିତଫେରୋକ୍ରୋମ୍ଉତ୍ପାଦନକାରୀକମ୍ପାନୀଇମ୍ଫା (ସ୍ଥାପିତ: ୧୯୬୧) ଦ୍ୱାରା ଆପୋଲୋହସ୍ପିଟାଲ୍ ଓ ଫିକି ସହିତମିଳିତଭାବେଏହାରକର୍ପୋରେଟ୍କାର୍ଯ୍ୟାଳୟଠାରେ କୋଭିଡ୍-୧୯ ବିରୁଦ୍ଧରେ ଆଜି ଏକ ଟୀକାକରଣ ଅଭିଯାନରଶୁଭାରମ୍ଭ କରାଯାଇଛି ।
ଏହି ଅବସରରେଇମ୍ଫାରମାନବସମ୍ବଳବିଭାଗଉପସଭାପତି ତଥା ମୁଖ୍ୟଶ୍ରୀ ଆଶିଷମିଶ୍ରକହିଲେ; “ଆମେ ଆମରକର୍ମଚାରୀମାନଙ୍କୁସୁରକ୍ଷା ଦେବା ପାଇଁବଚନବଦ୍ଧ ଏବଂ ଯଥାଶୀଘ୍ରସବୁସ୍ଥାନରେ ଆମକର୍ମଚାରୀଏବଂସେମାନଙ୍କ ଆଶ୍ରିତମାନଙ୍କୁଟୀକା ପ୍ରଦାନ କରିବୁ । କୋଭିଡ୍-୧୯ ପାଇଁଟୀକାକରଣହେଉଛିସର୍ବୋତ୍ତମସୁରକ୍ଷାଏବଂ ଆମେସମସ୍ତଙ୍କୁ ଅନୁରୋଧ କରୁଛୁ ଯେ, ଯେତେବେଳେବିସମ୍ଭବହେଉଛିଟୀକାକରଣ ନିଶ୍ଚିତ କରାନ୍ତୁ; ତଥାପି, ଏହା ପରେ ମଧ୍ୟ ଉପଯୁକ୍ତକୋଭିଡ୍ ଆଚରଣବିଧି ଅବଲମ୍ବନ କରିବା ନିତାନ୍ତ ଆବଶ୍ୟକ ।”