ଭୁବନେଶ୍ୱର ମହାତ୍ମା ଗାନ୍ଧୀ ମାର୍ଗରେ ସ୍ତରୀୟ ୭୧ ତମ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ

ଭୁବନେଶ୍ୱର: ୭୧ତମ ସାଧାରଣତନ୍ତ୍ର ସ୍ତରୀୟ ଜାତୀୟ ପତାକା ଉତୋଳନ ଓ ପ୍ୟାରେଡ୍‌ ଓଡିଶାର ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ପତାକା ଉତୋଳନ କରି ଅଭିବାଦ କରାଯାଇଥିଲା । ପ୍ରଥମ ଥର କରି
ସାଧାରଣତନ୍ତ୍ର ଦିବସ ଉତ୍ସବରେ ଯୋଗ ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜୀବ ଚୋପ ତଥା ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂ ଭାରପ୍ରାପ୍ତ ଡିସିପି (ଟ୍ରାଫିକ୍‌) ମିସ୍ ସାଗରିକା ନାଥ ଦେବା ପରେ ପରେଡ୍ କମାଣ୍ଡର ଭାବେ ମୁଖ୍ୟ ଅତିଥିଙ୍କ ଅନୁମତି ନେଇ ମାର୍ଚ୍ଚପାଷ୍ଟ କରିବା ପାଇଁ ସେ ନିର୍ଦ୍ଦେଶ େ କୁମାର ପାଢୀ, ଓ.ଏ.ପି.ଏସ୍‌. ଏସିପି.
ଅଫିସର ଶ୍ରୀ ରଶ୍ମିରଂଜନ ଜେନା ସ୍ୱତନ୍ତ୍ର ଅଧିକାରୀ ଭାବେ ପରେଡ୍ ପରିଚାଳନାରେ ସହଯୋଗ କରିଥିଲେ ।

ରାଜ୍ୟସ୍ତରୀୟ ଆକର୍ଷଣୀୟ ପରେଡ୍‌ରେ ବାଟାଲିୟନ, କଳିଙ୍ଗ ଏନକ୍ଲେଭ, ଭୁବନେଶ୍ୱର(ୟନିଫର୍ମ), କେନ୍ଦ୍ରୀୟ ରିଜର୍ଭ ପୋଲିସ୍ ବାହିନୀ, ରେଳବାଇ ସୁରକ୍ଷା ବାହିନୀ, ଇଣ୍ଡିଆନ୍ ରିଜର୍ଭ/ସ୍ପେସିଆଲ୍ ରିଜର୍ଭ ପ୍ଲାଟ
ଏସ୍‌,ଏସ୍‌. ବାଟାଲିୟନ୍‌, ଏ.କେ.୪୭, ଭୁବନେଶ୍ୱର, ଏସ୍‌.ଓ.ଜି. ଚନ୍ଦକା, ଭୁବନେଶ୍ୱର, ରାଜ୍ୟ ପୋଲିସ୍ ବ୍ରାସ୍‌ବ୍ରାଣ୍ଡ ଓ.ଏସ୍‌.ଏ.ପି. ୬ଷ୍ଠ ବାଟାଲିୟନ, ଭୁବନେଶ୍ୱର, ଓଡିଶା ତ୍ୱରିତ କାର୍ଯ୍ୟବଳ ରାଜ୍ୟ ପୋଲିସ୍‌, ପୋଲିସ୍‌, ଓଡିଶା ରାଜ୍ୟ ପୋଲିସ୍‌, ବ୍ୟାଣ୍ଡ, ଗୃହରକ୍ଷୀ(ପୁରୁଷ), ବେସାମରିକ ପ୍ରତିରକ୍ଷା( ବରିଷ୍ଠ ଜାତୀୟ ସମର ଶିକ୍ଷାର୍ଥୀ, ପଦାତିକ ବାହିନୀ(ଜାତୀୟ ସମର ଶିକ୍ଷାର୍ଥୀ, ବାୟୁ ବାହିନୀ( ଜାତୀୟ ସମର ଶିକ୍ଷାର୍ଥୀ, ପଦାତିକ ବାହିନୀ(ବ୍ୟାଣ୍ଡ (ଅଣ ସମର ଶିକ୍ଷାର୍ଥୀ ବାହିନୀ ପୋଖରୀପୁଟ(ବାଳକ ଓ ବାଳିକା), ସ୍କାଉଟ୍ ଓ ଗାଇଡ୍ ରେଞ୍ଜର (କଲେଜ ବାଳିକା),
ଗାଇଡ୍‌, କନଷ୍ଠି ସ୍କାଉଟ (ବାଳକ), ଭାରତ ସ୍କାଉଟ୍ ଓ ଗାଇଡ୍ କନିଷ୍ଠ ଗା ବିଦ୍ୟାଳୟ,ଚନ୍ଦ୍ରଶେଖରପୁର( ପାଇପ ବ୍ୟାଣ୍ଡ (ବେସାମରିକ), ସେଣ୍ଟ ଜାଭିୟର ବାଳିକା ହାଇସ୍କୁଲ, ଖଣ୍ଡଗିର ଆମ୍ବୁଲାନ୍ସ , ଓଡିଶା ରାଜ୍ୟ କେନ୍ଦ୍ର(ବାଳକ), ଡି.ଏମ୍‌.ସ୍କୁଲ, ଆଂଚଳିକ ପ୍ରତିଷ୍ଠାନ, ଭୁବନେଶ୍ୱର(ବାଳକ), ଭୁବନେଶ୍ୱର ମହାତ୍ମା ଗାନ୍ଧୀ ମାର୍ଗରେ
ସ୍ତରୀୟ ୭୧ ତମ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ ଧାରଣତନ୍ତ୍ର ଦିବସ ପାଳନ ଅବସରରେ ରାଜଧାନୀର ମହାତ୍ମାଗାନ୍ଧୀ ମାର୍ଗରେ ସ୍ତରୀୟ ଜାତୀୟ ପତାକା ଉତୋଳନ ଓ ପ୍ୟାରେଡ୍ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।

ଏହି ଉତ୍ସବରେ ମୁଖ୍ୟ ଅତିଥିଭାବେ ଓଡିଶାର ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଯୋଗଦେଇ ସକାଳ ୮ଟା ୩୦ ମିନିଟ୍‌ ଦନ ଗ୍ରହଣ କରିଥିଲେ । ପୋଲିସ୍ ବ୍ୟାଣ୍ଡ ପକ୍ଷରୁ ଜାତୀୟ ସଂଗୀତ ପରିବେଷଣ
କରି ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଉତ୍ସବରେ ଯୋଗଦାନ କରିଥିଲେ । ମୁଖ୍ୟ ଶାସନ ସଚିବ ଶ୍ରୀ ଅସିତ୍ କୁମାର ତ୍ରିପାଠୀ, ସ୍ୱରାଷ୍ଟ୍ର ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜୀବ ଚୋପ୍ରା, ଆରକ୍ଷୀ ମହା ନିର୍ଦ୍ଦେଶକ ଶ୍ରୀ ଅଭୟ, ସୂଚନା ଓ ଲୋକ ସଂପକ ତଥା ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂ, ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ଅଭିବାଦନ ମଂଚ ନିକଟକୁ ପାଛୋଟି ନେଇଥିଲେ ।

ଡିସିପି (ଟ୍ରାଫିକ୍‌) ମିସ୍ ସାଗରିକା ନାଥ ପରେଡ୍ ପରିଚାଳନା କରିଥିଲେ । ପରେଡ୍ କ୍ୱାମିନାରା ଓ ଜୟହିନ୍ଦ ଧ୍ୱନି
ବା ପରେ ପରେଡ୍ କମାଣ୍ଡର ଭାବେ ମୁଖ୍ୟ ଅତିଥିଙ୍କ ଅନୁମତି ନେଇ ପରେଡ୍‌ରେ ଅଂଶଗ୍ରହଣ କରିଥିବା ବିଭିନ୍ନ ନିର୍ଦ୍ଦେଶ ଦେଇଥିଲେ । ପରେଡ୍ ପରିଚାଳନାରେ ଡେପୁଟୀ କମାଣ୍ଡାଣ କୁମାର ପାଢୀ, ଓ.ଏ.ପି.ଏସ୍‌. ଏସିପି.-୭ମ ବାଟାଲିୟନ୍ ଶ୍ରୀ ଭବାନୀ ପ୍ରସାଦ ଜେନା, ଜାତୀୟ ସମର ଶିକ୍ଷାର୍ଥୀ ବାହି ଅଫିସର ଶ୍ରୀ ରଶ୍ମିରଂଜନ ଜେନା ସ୍ୱତନ୍ତ୍ର ଅଧିକାରୀ ଭାବେ ପରେଡ୍ ପରିଚାଳନାରେ ସହଯୋଗ କରିଥିଲେ ।

ପରେଡ୍‌ରେ ୧୨୦ ଟି.ଏ. ବାଟାଲିୟନ, କଳିଙ୍ଗ ଏନକ୍ଲେଭ, ଭୁବନେଶ୍ୱର(ବ୍ୟାଣ୍ଡ), ଭୁବନେଶ୍ୱର(ୟନିଫର୍ମ), କେନ୍ଦ୍ରୀୟ ରିଜର୍ଭ ପୋଲିସ୍ ବାହିନୀ, ରେଳବାଇ ସୁରକ୍ଷା ବାହିନୀ, ଇଣ୍ଡିଆନ୍ ରିଜର୍ଭ/ସ୍ପେସିଆଲ୍ ରିଜର୍ଭ ପ୍ଲାଟୁନ ଓଡିଶା ରାଜ୍ୟ ପୋଲିସ୍‌, ଓ.ଏସ୍‌.ଏ.ପି. ପ୍ଲାଟୁନ୍‌ ଏସ୍‌,ଏସ୍‌. ବାଟାଲିୟନ୍‌, ଏ.କେ.୪୭, ଭୁବନେଶ୍ୱର, ଏସ୍‌.ଓ.ଜି. ଚନ୍ଦକା, ଭୁବନେଶ୍ୱର, ରାଜ୍ୟ ପୋଲିସ୍ ବ୍ରାସ୍‌ବ୍ରାଣ୍ଡଓ.ଏସ୍‌.ଏ.ପି. ୬ଷ୍ଠ ବାଟାଲିୟନ, ଭୁବନେଶ୍ୱର, ଓଡିଶା ତ୍ୱରିତ କାର୍ଯ୍ୟବଳ ରାଜ୍ୟ ପୋଲିସ୍‌, ଟ୍ରାଫିକ୍ ପୋଲିସ୍ ବାହିନୀ (ମହିଳା), କମିଶନରେଟ୍‌, ରାଜ୍ୟ ବ୍ୟାଣ୍ଡ, ଗୃହରକ୍ଷୀ(ପୁରୁଷ), ବେସାମରିକ ପ୍ରତିରକ୍ଷା(ମହିଳା), ବରିଷ୍ଠ ଜାତୀୟ ସମର ଶିକ୍ଷାର୍ଥୀ, ପାତିକ ବାହିନୀ(ବାଳିକା), ବରିଷ୍ଠ ଜାତୀୟ ସମର ଶିକ୍ଷାର୍ଥୀ, ବାୟୁ  ବାହିନୀ(ବାଳିକା), କନିଷ୍ଠ ଜାତୀୟ ସମର ଶିକ୍ଷାର୍ଥୀ, ପଦ ବାହିନୀ(ବାଳିକା), ସୈନିକ ସ୍କୁଲ କନିଷ୍ଠ ସମର ଶିକ୍ଷାର୍ଥୀ ବାହିନୀ(ସମର ଶିକ୍ଷାର୍ଥୀ ବାହିନୀ, ଡିଏଭି ପବ୍ଲିକ୍ ସ୍କୁଲ, ଚନ୍ଦ୍ରଶେଖରପୁର(ବାଳକ), ଡିଏଭି ପବ୍ଲିକ୍ ସ୍କୁଲ, ୟୁନିଟ୍‌-୮, ବି.ଜେ.ଇ.ଏମ୍‌. ସ୍କୁଲସ୍କାଉଟ୍ ଓ ଗାଇଡ୍ ରେଞ୍ଜର (କଲେଜ ବାଳିକା), ଭାରତ ସ୍କାଉଟ୍ ଓ ଗାଇଡ୍ ରୋଭର (କଲେଜ ବାଳକଭାରତ ସ୍କାଉଟ୍ ଓ ଗାଇଡ୍ କନିଷ୍ଠ ଗାଇଡ ( ବାଳିକା),ପାଇପ ବ୍ୟାଣ୍ଡ), ଭେଙ୍କଟେଶ୍ୱର ଇଂରାଜୀ ମାଧ୍ୟମ ବି ଜାଭିୟର ବାଳିକା ହାଇସ୍କୁଲ, ଖଣ୍ଡଗିରି, ସେଣ୍ଟ ଜାଭିୟର ହାଇସ୍କୁଲ, ଖଣ୍ଡଗିର ଆମ୍ବୁଲାନ୍ସ , ଓଡିଶା ରାଜ୍ୟ କେନ୍ଦ୍ର(ବାଳକ), ଡି.ଏମ୍‌.ସ୍କୁଲ, ଆଂଚଳିକ ପ୍ରତିଷ୍ଠାନ, ଭୁବନେଶ୍ୱର(ବାଳକ),ିବସ ମହାସମାରୋହରେ ପାଳିତ । ପାଳନ ଅବସରରେ ରାଜଧାନୀର ମହାତ୍ମାଗାନ୍ଧୀ ମାର୍ଗରେ ଆଜି ରାଜ୍ୟ ଏହି ଉତ୍ସବରେ ମୁଖ୍ୟ ଅତିଥିଭାବେ ୩୦ ମିନିଟ୍ ସମୟରେ ଜାତୀୟ ପୋଲିସ୍ ବ୍ୟାଣ୍ଡ ପକ୍ଷରୁ ଜାତୀୟ ସଂଗୀତ ପରିବେଷଣ ଶ୍ରୀ ନବୀନ ପଟ୍ଟନାୟକ ସମ୍ମାନତି ଅତିଥି ଭାବେ
ମୁଖ୍ୟ ଶାସନ ସଚିବ ଶ୍ରୀ ଅସିତ୍ କୁମାର ତ୍ରିପାଠୀ, ସ୍ୱରାଷ୍ଟ୍ର ବିଭାଗର ସୂଚନା ଓ ଲୋକ ସଂପର୍କ ବିଭାଗର କମିଶନରନ ମଂଚ ନିକଟକୁ ପାଛୋଟି ନେଇଥିଲେ ।

ପରେଡ୍ କ୍ୱାମିନାରା ଓ ଜୟହିନ୍ଦ ଧ୍ୱନି ପରେଡ୍‌ରେ ଅଂଶଗ୍ରହଣ କରିଥିବା ବିଭିନ୍ନ ଦଳଗୁଡିକୁ ପରେଡ୍ ପରିଚାଳନାରେ ଡେପୁଟୀ କମାଣ୍ଡାଣ୍ଟ ଏସ୍‌.ଓ.ଜି ଶ୍ରୀ ଅଜୟ ଜେନା, ଜାତୀୟ ସମର ଶିକ୍ଷାର୍ଥୀ ବାହିନୀର ୩ୟ
ଅଫିସର ଶ୍ରୀ ରଶ୍ମିରଂଜନ ଜେନା ସ୍ୱତନ୍ତ୍ର ଅଧିକାରୀ ଭାବେ ପରେଡ୍ ପରିଚାଳନାରେ ସହଯୋଗ କରିଥିଲେ । ଅନୁଷ୍ଠିତ ଏହି ାଟାଲିୟନ, କଳିଙ୍ଗ ଏନକ୍ଲେଭ, ଭୁବନେଶ୍ୱର(ବ୍ୟାଣ୍ଡ), ୧୨୦ ଟି.ଏ. ଭୁବନେଶ୍ୱର(ୟନିଫର୍ମ), କେନ୍ଦ୍ରୀୟ ରିଜର୍ଭ ପୋଲିସ୍ ବାହିନୀ, ରେଳବାଇ ସୁରକ୍ଷା ବାହିନୀ,ୁନ ଓଡିଶା ରାଜ୍ୟ ପୋଲିସ୍‌, ଓ.ଏସ୍‌.ଏ.ପି.  ପ୍ଲାଟୁନ୍ ଓଡିଶା ରାଜ୍ୟ ପୋଲିସ୍‌, ଏସ୍‌,ଏସ୍‌. ବାଟାଲିୟନ୍‌, ଏ.କେ.୪୭, ଭୁବନେଶ୍ୱର, ଏସ୍‌.ଓ.ଜି. ଚନ୍ଦକା, ଭୁବନେଶ୍ୱର, ରାଜ୍ୟ ପୋଲିସ୍ ବ୍ରାସ୍‌ବ୍ରାଣ୍ଡ-୧, ଓ.ଏସ୍‌.ଏ.ପି. ୬ଷ୍ଠ ବାଟାଲିୟନ, ଭୁବନେଶ୍ୱର, ଓଡିଶା ତ୍ୱରିତ କାର୍ଯ୍ୟବଳ ରାଜ୍ୟ ପୋଲିସ୍‌, ଓ.ଆଇ.ଏସ୍‌.ଏଫ୍‌.ରାଜ୍ୟ ବାହିନୀ (ମହିଳା), କମିଶନରେଟ୍‌, ରାଜ୍ୟ ଅଗ୍ନିଶମ ସେବା, ଅଗ୍ନିଶମମହିଳା), ବରିଷ୍ଠ ଜାତୀୟ ସମର ଶିକ୍ଷାର୍ଥୀ, ପଦାତିକ ବାହିନୀ(ବାଳକ), ବରିଷ୍ଠ ଜାତୀୟ ସମର ଶିକ୍ଷାର୍ଥୀ, ବାୟୁ ବାହିନୀ(ବାଳକ), ବରିଷ୍ଠ ଦାତିକ ବାହିନୀ(ବାଳକ), କନିଷ୍ଠ କନିଷ୍ଠ ସମର ଶିକ୍ଷାର୍ଥୀ ବାହିନୀ(ବାଳକ), ସୈନିକ ସ୍କୁଲ ଡିଏଭି ପବ୍ଲିକ୍ ସ୍କୁଲ, ଚନ୍ଦ୍ରଶେଖରପୁର(ବାଳକ), ଡିଏଭି ପବ୍ଲିକ୍ ସ୍କୁଲ,
ବି.ଜେ.ଇ.ଏମ୍‌. ସ୍କୁଲ-୧(ବାଳକ ଓ ବାଳିକା), ଭାରତ ଭାରତ ସ୍କାଉଟ୍ ଓ ଗାଇଡ୍ ରୋଭର (କଲେଜ ବାଳକ), ଭାରତ ସ୍କାଉଟ୍ ଓ ଭେଙ୍କଟେଶ୍ୱର ଇଂରାଜୀ ମାଧ୍ୟମ ଭେଙ୍କଟେଶ୍ୱର ଇଂରାଜୀ ମାଧ୍ୟମ ବିଦ୍ୟାଳୟ, ଚନ୍ଦ୍ରଶେଖରପୁର ହାଇସ୍କୁଲ, ଖଣ୍ଡଗିରି(ବାଳକ), ସେଣ୍ଟ ଜନ ଆମ୍ବୁଲାନ୍ସ , ଓଡିଶା ରାଜ୍ୟ କେନ୍ଦ୍ର(ବାଳକ), ଡି.ଏମ୍‌.ସ୍କୁଲ, ଆଂଚଳିକ ପ୍ରତିଷ୍ଠାନ, ଭୁବନେଶ୍ୱର(ବାଳକ), ମଦର୍ସ ପବ୍ଲିକ୍ ସ୍କୁଲ,  ୟୁନିଟ-୧, ଭୁବନେଶ୍ୱର(ବାଳକ), ମଡର୍ଣ୍ଣ ପବ୍ଲିକ୍ ସ୍କୁଲ, ଭୁବନେଶ୍ୱର, ରାଜ୍ୟ ପୋଲିସ୍ ବ୍ରାସ୍ ବ୍ୟାଣ୍ଡ-୨, ଓ.ଏସ୍‌.ଏ.ପି ୭ମ ବାଟାଲିୟନ, ଭୁବନେଶ୍ୱର, ସାଇ ଅନ୍ତର୍ଜାତୀୟ ସ୍କୁଲ, ଚନ୍ଦକା ଶିଳ୍ପାଂଚଳ, କନିଷ୍ଠ ରେଡ୍‌କ୍ରସ(ବାଳିକା), ଓ.ଡି.ଏମ୍‌. ପବ୍ଲିକ୍ ସ୍କୁଲ, ପଟିଆ, ବିକାଶ ରେସିଡେନି ୍ସଆଲ ସ୍କୁଲ, ଭୁବନେଶ୍ୱର ମଡେଲ ପବ୍ଲିକ୍ ସ୍କୁଲ, ମହର୍ଷି ଡେୟାର ଡେଭିଲ୍ ଟିମ୍‌(ବାଳକ ଓ ବାଳିକା), ଓଡିଶା ରୋଲର ସ୍କେଟିଂ ଆସୋସିଏସନ୍ ଯୋଗଦେଇ ଜାତୀୟ ପତାକାକୁ ସମ୍ମାନ ପ୍ରଦର୍ଶନ ପୂର୍ବକ ମୁଖ୍ୟ ଅତିଥି ରାଜ୍ୟପାଳଙ୍କୁ ଅଭିବାଦନ ଜଣାଇଥିଲେ ।

ପରେ ପରେ ଆୟୋଜିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ଆରାଧନା ଡ୍ୟାନ୍‌ସ ଏକାଡେମୀ ଖୋର୍ଦ୍ଧା ତରଫରୁ
‘ଗୋଟିପୁଅ ନୃତ୍ୟ’, ମା’ ସମଲେଶ୍ୱରୀ କଳାବିକାଶ କେନ୍ଦ୍ର, ଗଂଜାମ ଦ୍ୱାରା ‘ଯୋଡି ଶଙ୍ଖ ଓ ରଣପା ନୃତ୍ୟ’, ସଂଗୀତ ସମିତି ପଦମ୍‌ପୁର (ବରଗଡ) ପକ୍ଷରୁ ସମ୍ବଲପୁରୀ ନୃତ୍ୟ, ଅବିଭକ୍ତ କୋରାପୁଟ ଜିଲ୍ଲାର ଆଦିବାସୀ ବଣ୍ଡା ନୃତ୍ୟ ପରିବେଷଣ କରାଯାଇଥିଲା । ଏହା ପରେ ରାଜ୍ୟ ସରକାରଙ୍କର ବିଭିନ୍ନ ବିଭାଗ ପକ୍ଷରୁ ସୁଦୃଶ୍ୟ ପ୍ରଜ୍ଞାପନ ମେଢମାନ ପ୍ରଦର୍ଶିତ ହୋଇ ଜନସାଧାରଣଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇଥିଲା । କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ‘କୃଷକମାନଙ୍କ ଉନ୍ନତି ସାଧନ’, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ‘ସୁସ୍ଥ ଓଡିଶା ଓ ସୁଖୀ ଓଡିଶା’, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ‘ଜାଗା ମିଶନ’ . ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ପକ୍ଷରୁ ‘ ଆମ ବିଦ୍ୟାଳୟ’. ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ ‘କଳାଭୂମି’, ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ପକ୍ଷରୁ ‘ମୋ ପରିଚୟ’, ପଂଚାୟତିରାଜ ଓ ପାନୀୟଜଳ ବିଭାଗ ପକ୍ଷରୁ ‘ଆଦର୍ଶ ଗ୍ରାମ’, ପୂର୍ତ ବିଭାଗ ପକ୍ଷରୁ ‘ଏା÷ତିହ୍ୟ ସମ୍ପନ୍ନ ସହର ପୁରୀ’, ଓସ୍‌ଡମା ପକ୍ଷରୁ ‘ବିପର୍ଯ୍ୟୟ ପରିଚାଳନା’, ଓଡିଶା ରାଜ୍ୟ ଏଡ୍‌ସ୍ ନିରାକରଣ ସୋସାଇଟି ପକ୍ଷରୁ ‘ ଏଡ୍‌ସ୍ ସଚେତନତା’, ରାଉରକେଲା ଷ୍ଟିଲ୍ ପ୍ଳାଣ୍ଟ, ଅଗ୍ନିଶମ ବିଭାଗ, ଆମ୍ବୁଲାନ୍ସ ଆଦି ପ୍ରଜ୍ଞାପନ ମେଢ ଅଂଶ ଗ୍ରହଣ କରିଥିଲେ । ରାଜ୍ୟ ସରକାରଙ୍କ ସ୍ୱରାଷ୍ଟ୍ର ବିଭାଗ ଏବଂ ସୂଚନା ଓ ଲୋକ ସଂପର୍କ ବିଭାଗର ମିଳିତ ଉଦ୍ୟମରେ ବିଭିନ୍ନ ବିଭାଗର ସହଯୋଗରେ ଅନୁଷ୍ଠିତ ଏହି ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ସମାରୋହରେ ଉନ୍ନୟନ କମିଶନର ଶ୍ରୀ ସୁରେଶ ମହାପାତ୍ର, କୃଷି ଉତ୍ପାଦନ କମିଶନର ଶ୍ରୀ ପ୍ରଦୀପ୍ତ କୁମାର ମହାପାତ୍ର, ୫-ଟି ସଚିବ ଶ୍ରୀ ଭି.କାର୍ତିକେୟନ ପାଣ୍ଡିଆନ୍‌ଙ୍କ ସମେତ ବହୁ ବିଭାଗର ବରିଷ୍ଠ ଶାସନ ସଚିବ, ନିର୍ଦ୍ଦେଶକଗଣ, ପୋଲିସ୍‌ ପ୍ରଶାସନର ଉଚ୍ଚ ପଦସ୍ଥ ଅଧିକାରୀମାନେ ଯୋଗଦେଇ ରାଜ୍ୟସ୍ତରୀୟ ପରେଡ୍‌କୁ ଶୃଙ୍ଖଳିତ ଏବଂ ଉପଭୋଗ କରିଥିଲେ ।

ହଜାର ହଜାର ସଂଖ୍ୟାରେ ରାଜଧାନୀବାସୀ ଓ ରାଜ୍ୟର ବିଭିନ୍ନ ଅଂଚଳରୁ ଆସିଥିବା ଦର୍ଶକମାନେ ଏହି ଭବ୍ୟ ରାଜ୍ୟ ସ୍ତରୀୟ ଉତ୍ସବ, ପରେଡ୍ ଓ ସାଂସ୍କୃତିକ କାର୍ଯ୍ୟକ୍ରମକୁ ମନଭରି ଉପଭୋଗ କରିଥିଲେ । ସୂଚନା ଓ ଲୋକ ସଂପର୍କ ବିଭାଗ ନିର୍ଦ୍ଦେଶକ ଶ୍ରୀ କୃପାସିନ୍ଧୁ ମିଶ୍ର, ନିର୍ଦ୍ଦେଶକ(ବୈଷୟିକ) ଶ୍ରୀ ନିରଂଜନ ସେଠୀ, ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ବିପିନ ବିହାରୀ ବାରିକିଙ୍କ ସମେତ ବିଭାଗର ବରିଷ୍ଠ ଅଧିକାରୀମାନଙ୍କର ପ୍ରତ୍ୟକ୍ଷ ତତ୍ୱାବଧାନରେ ଏବଂ ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ବରଦା ପ୍ରସନ୍ନ ଦାସ, ବରିଷ୍ଠ ସୂଚନା ଅଧିକାରୀ ଶ୍ରୀମତୀ ଦିପ୍ତିମୟୀ ମହାପାତ୍ର, ଶ୍ରୀମତି ସୁଚେତା ପ୍ରିୟଦର୍ଶିନୀଙ୍କ ସଂଯୋଜନାରେ ଏହି ରାଜ୍ୟସ୍ତରୀୟ ଉତ୍ସବ ସାଫଲ୍ୟ ମଣ୍ଡିତ ହୋଇଥିଲା ।