ଭୁଶୁଡିଲା ଭୋପାଳ ରେଳଷ୍ଟେସନ ଫୁଟ ଓଭର ବ୍ରିଜ, ୧୨ରୁ ଊର୍ଦ୍ଧ୍ବ ଆହତ

ଭୋପାଳ: ଭୋପାଳ ରେଳଷ୍ଟେସନରେ ବଡ ଦୁର୍ଘଟଣା । ଫୁଟ ଓଭର ବ୍ରିଜର ସିଡି ଭୁଶୁଡି ୧୨ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ସମସ୍ତଙ୍କୁ ସ୍ଥାନୀୟ ଚିକିତ୍ସାଳୟରେ ଭର୍ତି କରାଯାଇଛି । ପ୍ଲାର୍ଟଫର୍ମ ନମ୍ବର ୨ରେ ଏହି ଦୁର୍ଘଟଣା ଘଟିଛି ।