Bignews ମହାପ୍ରଭୁଙ୍କୁ ଦର୍ଶନ କଲେ ବଲିଉଡ୍ ଅଭିନେତ୍ରୀ ମିନାକ୍ଷୀ OPA Mar 28, 2024 ପୁରୀରେ ବଲିଉଡ୍ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ମିନାକ୍ଷୀ ଶେଷାଦ୍ରି । ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି । ୩୦ ବର୍ଷ ତଳେ ଶ୍ରୀମନ୍ଦିର ଆସିଥିଲି । ସେତେବେଳର ପୁରୀ ଆଉ ଏବେର ପୁରୀ ଭିତରେ ବହୁତ ତଫାତ୍… Read More...