ମୋଦିଙ୍କ ୩ୟ ଇନିଙ୍ଗ; ଆସନ୍ତୁ ଜାଣିବା କାହାକୁ ମିଳିଲା କେଉଁ ଦାୟିତ୍ବ…
ଓଡ଼ିଶାର ୩ ମନ୍ତ୍ରୀଙ୍କୁ ମିଳିଲା ଏହି ଦାୟିତ୍ଵ
ମୋଦି ସରକାରର ୩ୟ ପାଳି ଆରମ୍ଭ ହୋଇଛି । ଏହି କ୍ରମରେ ଆଜି ମନ୍ତ୍ରିମଣ୍ଡଳର ବିଭିନ୍ନ ବିଭାଗ ବଣ୍ଟନ ହୋଇଛି। ଏହି କ୍ରମରେ ଓଡ଼ିଶାରୁ ୩ଜଣ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ , ଜୁଏଲ ଓରାମ ଓ ଅଶ୍ୱିନୀ ବୈଷ୍ଣବଙ୍କୁ ମୋଦି ସରକାରରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମିଳିଛି । ନଜର ପକାନ୍ତୁ କ୍ୟାବିନେଟ ଓ ରାଷ୍ଟମନ୍ତ୍ରୀଭାବେ କାହାକୁ ମିଳିଲା କେଉଁ ଦାୟିତ୍ବ ।
କ୍ଯାବିନେଟ ପାହ୍ଯା
ରାଜନାଥ ସିଂହ-ପ୍ରତିରକ୍ଷା ମନ୍ତ୍ରୀ
ଅମିତ ଶାହ-ଗୃହମନ୍ତ୍ରୀ
ଏସ୍ ଜୟଶଙ୍କର-ବୈଦେଶିକ ମନ୍ତ୍ରୀ
ନୀତୀନ ଗଡ଼କରି-ସଡ଼କ ପରିବହନ ମନ୍ତ୍ରୀ
ଜେପି ନଡ୍ଡା-ସ୍ଵାସ୍ଥ୍ୟ ମନ୍ତ୍ରୀ
ଶିବରାଜ ସିଂହ ଚୌହାନ-କୃଷି, ଓ ଗ୍ରାମୀଣ ବିକାଶ ମନ୍ତ୍ରୀ
ନିର୍ମଳା ସୀତାରମଣ-ଅର୍ଥ ମନ୍ତ୍ରୀ
ମନୋହର ଲାଲ ଖଟ୍ଟର-ଶକ୍ତି ଓ ସହରୀବିକାଶ ମନ୍ତ୍ରୀ
ଏଚଡି କୁମାରସ୍ଵାମୀ-ଇସ୍ପାତ ଓ ଭାରୀ ଉଦ୍ୟୋଗ
ପୀୟୁଷ ଗୋୟଲ-ବାଣିଜ୍ୟ ମନ୍ତ୍ରୀ
ଧର୍ମେନ୍ଦ୍ର ପ୍ରଧାନ-ଶିକ୍ଷା ମନ୍ତ୍ରୀ
ଜିତନ ରାମ ମାଞ୍ଝି-ଏମଏସଏମଇ ମନ୍ତ୍ରୀ
ଲଲନ ସିଂହ-ପଞ୍ଚାୟତିରାଜ ମନ୍ତ୍ରୀ
ସର୍ବାନନ୍ଦ ସୋନୱାଲ-ବନ୍ଦର ଓ ଜାହାଜ ଚଳାଚଳ ମନ୍ତ୍ରୀ
ରାମ ମୋହନ ନାଇଡୁ-ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ
ପ୍ରହ୍ଲାଦ ଯୋଶୀ-ଖାଦ୍ୟ ଓ ଖାଉଟି କଲ୍ୟାଣ ମନ୍ତ୍ରୀ
ଜୁଏଲ ଓରାମ-ଆଦିବାସୀ କଲ୍ୟାଣ ମନ୍ତ୍ରୀ
ଗିରିରାଜ ସିଂହ-ବୟନଶିଳ୍ପ ମନ୍ତ୍ରୀ
ଅଶ୍ଵିନୀ ବୈଷ୍ଣବ-ସୂଚନା ଓ ପ୍ରସାରଣ ମନ୍ତ୍ରୀ
ଜ୍ୟୋତିରାଦିତ୍ୟ ସିନ୍ଧିଆ-ଟେଲିକମ ମନ୍ତ୍ରୀ
ଭୂପେନ୍ଦ୍ର ଯାଦବ-ପରିବେଶ ମନ୍ତ୍ରୀ
ଗଜେନ୍ଦ୍ର ସିଂ ଶେଖାୱତ-ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ
ଅନ୍ନପୂର୍ଣ୍ଣା ଦେବୀ-ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ
କିରଣ ରିଜିଜୁ-ସଂସଦୀୟ ବ୍ୟାପାର ମନ୍ତ୍ରୀ
ହରଦୀପ ସିଂ ପୁରୀ-ପେଟ୍ରୋଲିୟମ ମନ୍ତ୍ରୀ
ମନସୁଖ ମାଣ୍ଡଭୀୟ- ଶ୍ରମ ଓ କ୍ରୀଡ଼ା ମନ୍ତ୍ରୀ
ଚିରାଗ ପାଶ୍ଵାନ-ଶିଳ୍ପ ଓ ଖାଦ୍ୟ ପ୍ରକ୍ରିୟାକରଣ ମନ୍ତ୍ରୀ
ବୀରେନ୍ଦ୍ର କୁମାର-ସାମାଜିକ ନ୍ୟାୟ ମନ୍ତ୍ରୀ
ଜି. କିଶନ ରେଡ୍ଡି-କୋଇଲା ଓ ଖଣି ମନ୍ତ୍ରୀ
ସିଆର. ପାଟିଲ-ଜଳଶକ୍ତି ମନ୍ତ୍ରୀ
ରାଷ୍ଟ୍ରମନ୍ତ୍ରୀ ପାହ୍ୟା
ହର୍ଷ ମାଲହୋତ୍ରା-ସଡକ ପରିବହନ ରାଷ୍ଟ୍ରମନ୍ତ୍ରୀ
ଅଜୟ ତମତା-ସଡକ ପରିବହନ ରାଷ୍ଟ୍ରମନ୍ତ୍ରୀ
ସୁରେଶ ଗୋପୀ-ପେଟ୍ରୋଲିୟମ, ସଂସ୍କୃତି ଓ ପର୍ଯ୍ୟଟନ ରାଷ୍ଟ୍ର ମନ୍ତ୍ରୀ