ନୂଆଦିଲ୍ଲୀ : ଆସନ୍ତାକାଲି ସକାଳ ୯ଟାରେ ଦେଶବାସୀଙ୍କ ପାଇଁ ପ୍ରଧାନମନ୍ତ୍ରୀ ମୋଦି ଏକ ଭିଡିଓ ସେୟାର କରିବେ । ଏନେଇ ମୋଦି ଟ୍ୱିଟ କରି ସୂଚନା ଦେଇଛନ୍ତି ।
At 9 AM tomorrow morning, I’ll share a small video message with my fellow Indians.
कल सुबह 9 बजे देशवासियों के साथ मैं एक वीडियो संदेश साझा करूंगा।
— Narendra Modi (@narendramodi) April 2, 2020
ଟ୍ୱିଟ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ‘ଆସନ୍ତାକାଲି ସକାଳ ୯ଟା ରେ ଦେଶବାସୀଙ୍କ ପାଇଁ ଏକ ଛୋଟ ଭିଡିଓ ବାର୍ତା ସେୟାର କରିବି ।(At 9 AM tomorrow morning, I’ll share a small video message with my fellow Indians) ତେବେ ସାରାଦେଶରେ କରୋନା ମହାମାରୀ ଯୋଗୁଁ ଲକଡାଉନ ଜାରି ରହିଛି ।
ଏପରି ସ୍ଥଳେ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତାକୁ ସାରା ଦେଶବାସୀ ଅପେକ୍ଷା କରି ରହିବେ । ପୂର୍ବରୁ ଦେଶବାସୀଙ୍କୁ ସମ୍ବୋଧନ କରି ମୋଦି ଜନତା କର୍ଫ୍ୟୁ ଓ ଲକଡାଉନ ଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତିର ଘୋଷଣା କରିଥିଲେ ।