Browsing Category
Odisha
ଭକ୍ତଙ୍କୁ ଗଜ ବେଶରେ ଦର୍ଶନ ଦେଲେ ମହାପ୍ରଭୁ
ମହାପ୍ରଭୁଙ୍କ ଅପାର କରୁଣା । ଆଜି ସ୍ନାନପୂର୍ଣ୍ଣମୀରେ ବର୍ଷାରେ ଭିଜିଲେ ଭକ୍ତ । ପ୍ରଭୁ ବଳଭଦ୍ରଙ୍କ ପହଣ୍ଡି ବେଳେ ଝିପି ଝିପି ଓ କାଳିଆ ସାଆନ୍ତ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପହଣ୍ଡି ବେଳେ ପ୍ରବଳ ବର୍ଷା ହୋଇଥିଲା ।ବର୍ଷାରେ…
Read More...
Read More...
ବରିଷ୍ଠ ଆଇଏଏସ୍ ଅଧିକାରୀ ଯାମିନୀ ଷଡଙ୍ଗୀଙ୍କୁ ଓଏସଇପିଏର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ବ
ବରିଷ୍ଠ ଆଇଏଏସ୍ ଅଧିକାରୀ ଯାମିନୀ ଷଡଙ୍ଗୀଙ୍କୁ ଦିଆଗଲା ବଡ଼ ଦାୟିତ୍ୱ । ଆଜି ତାଙ୍କୁ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓଏସଇପିଏ)ର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ବ ମିଳିଛି ।…
Read More...
Read More...
ବାରିପଦାରେ ଦୁଇଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ ଓ ହଣାକଟା ଘଟଣା; ବସ୍ ଚଳାଚଳ ବନ୍ଦ, ଲୋକେ ହନ୍ତସନ୍ତ
ବାରିପଦା ବସଷ୍ଟାଣ୍ଡରେ ହଣାକଟା ଘଟଣା। ଆଜି ବସ୍ ଚଳାଚଳ ବନ୍ଦ ରହିଛି । ଯାହାକୁ ନେଇ ଦୂରଦୂରାନ୍ତରୁ ଆସିଥିବା ଯାତ୍ରୀମାନେ ହନ୍ତସନ୍ତ ହେଉଥିବା ଦେଖିବାକୁ ମିଳିଛି। ଅଭିଯୁକ୍ତକୁ ଗିରଫ କରିବା ନେଇ ଦାବି କରାଯାଇଛି। ତେବେ…
Read More...
Read More...
ସ୍ନାନବେଦୀରେ ବିରାଜିଲେ ଚତୁର୍ଦ୍ଧାମୂର୍ତ୍ତି, ୧୦୮ ଗରା ସୁବାସିତ ଜଳରେ କରିବେ ସ୍ନାନ
ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ଦାରୁ ଦିଅଁଙ୍କ ଦିବ୍ୟ ସ୍ନାନ। ଏଥିଲାଗି ରତ୍ନ ବେଦୀ ଛାଡି ସ୍ନାନ ବେଦୀରେ ବିରାଜମାନ କରିଛନ୍ତି ଚତୁର୍ଦ୍ଧା ମୂରତି। ଆଜି ଭୋର୍ ୫ଟାରୁ ଧାଡି ପହଣ୍ଡି ଆରମ୍ଭ ହୋଇଛି। ୧୦୮ ଗରା ସୁବାସିତ…
Read More...
Read More...
୨୦୩୬ ଯାଏଁ ଭାରତୀୟ ହକି ଦଳର ଓଡିଶା ପ୍ରାୟୋଜକ ରହିବ
ଭାରତୀୟ ହକି ଦଳର ୨୦୩୬ ଯାଏଁ ଓଡିଶା ପ୍ରାୟୋଜକ ରହିବ । ୨୦୩୬ ଯାଏଁ ପ୍ରାୟୋଜକ ହେବାକୁ ସରକାର ଘୋଷଣା କରିଛନ୍ତି । ପୂର୍ବରୁ ୨୦୩୩ ଯାଏଁ ପ୍ରାୟୋଜକ ହେବାର ଥିଲା । ଆଉ ୩ ବର୍ଷ ପ୍ରାୟୋଜକ ହେବା ନେଇ ସରକାର ଘୋଷଣା କରିଛନ୍ତି…
Read More...
Read More...
ଖୁବଶୀଘ୍ର ବାଣୀବିହାରରେ ପୁଣି କାର୍ଯ୍ୟକ୍ଷମ ହେବ ଯୋଗ ବିଭାଗ
ଆଜି ହେଉଛି ଆନ୍ତର୍ଜାତୀୟ ଯୋଗ ଦିବସ । ଏହି ଅବସରରେ ଖୁବଶୀଘ୍ର ବାଣୀବିହାରରେ ପୁଣି କାର୍ଯ୍ୟକ୍ଷମ ହେବ ଯୋଗ ବିଭାଗ । କୌଣସି କାରଣ ପାଇଁ ଦୀର୍ଘଦିନ ହେବ ବନ୍ଦ ରହିଛି ବିଭାଗ ।ସାରା ବିଶ୍ୱ ଏବେ ଯୋଗକୁ ଗୁରୁତ୍ୱ…
Read More...
Read More...
କଂଗ୍ରେସର ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ
କଂଗ୍ରେସର ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ । କଂଗ୍ରେସ ଭବନରେ ନିଜ ପ୍ରକୋଷ୍ଠରେ ବସିଥିବା ସମୟରେ କିଛି ଅସନ୍ତୁଷ୍ଟ ଗୋଷ୍ଠୀ ଭିତରକୁ ପସି ତାଙ୍କ ଉପରକୁ କାଳି ମାଡ କରିଥିଲେ । ହେଲେ କାଲି ମାଡ କରିଥିବା…
Read More...
Read More...
ଭର୍ତ୍ତୃହରି ମହତାବ ଲୋକସଭାର କାମଚଳା ବାଚସ୍ପତି
ଭର୍ତ୍ତୃହରି ମହତାବ ଲୋକସଭାର କାମଚଳା ବାଚସ୍ପତି ନିଯୁକ୍ତ ହୋଇଛନ୍ତି। ତାଙ୍କୁ କାମଚଳା ବାଚସ୍ପତି ଭାବେ ନିଯୁକ୍ତି ଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।ଲୋକସଭାକୁ ଲଗାତାର ୭ ଥର ନିର୍ବାଚିତ ହୋଇଛନ୍ତି ଭର୍ତ୍ତୃହରି। ସେ…
Read More...
Read More...
ଛାତ୍ରଛାତ୍ରୀଙ୍କ ସ୍ୱାର୍ଥ ରକ୍ଷା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ, ନିଟ୍ ମାମଲାରେ ଦୋଷୀଙ୍କ ବିରୋଧରେ କଠୋର…
ନୂଆଦିଲ୍ଲୀ/ଭୁବନେଶ୍ୱର( ବ୍ୟୁରୋ): ନିଟ୍ ପରୀକ୍ଷା ପରିପ୍ରେକ୍ଷୀରେ ମୁଁ ସମସ୍ତଙ୍କୁ ଆଶ୍ୱାସନା ଦେବାକୁ ଚାହୁଁଛି ଯେ ଛାତ୍ରଛାତ୍ରୀଙ୍କ ସ୍ୱାର୍ଥ ରକ୍ଷା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ । ଛାତ୍ରଛାତ୍ରୀଙ୍କ ସ୍ୱାର୍ଥ ଆମର…
Read More...
Read More...
ରାଜଧାନୀରେ ଖୋଲା ଡ୍ରେନରେ ଭାସିଯାଇ ନାବାଳକର ମୃତ୍ୟୁ ଘଟଣା, ଜେଇଙ୍କୁ ନୋଟିସ
ରାଜଧାନୀ ଭୁବନେଶ୍ୱରରେ ଖୋଲା ଡ୍ରେନରେ ଭାସିଯାଇ ଜଣେ ନାବାଳକର ମୃତ୍ୟୁ ଘଟଣାରେ ଜେଇଙ୍କୁ ନୋଟିସ ଜାରି କରାଯାଇଛି । ଭୁବନେଶ୍ୱର ମହାନଗର ନିଗମ(ବିଏମସି) ପକ୍ଷରୁ ଜଣେ ଜେଇଙ୍କୁ ସୋ-କୋଜ ନୋଟିସ ଜାରି କରାଯାଇଛି । ଅନ୍ୟପକ୍ଷରେ…
Read More...
Read More...
ପୁଣି ଅଡ଼ୁଆରେ ଅନୁଭବ ମହାନ୍ତି, ତାଙ୍କ ନାଁରେ ଚାର୍ଜଫ୍ରେମ
ପୁଣି ଅଡ଼ୁଆରେ ଅନୁଭବ ମହାନ୍ତି । ଅନୁଭବ ମହାନ୍ତି ଓ ବର୍ଷା ବିବାଦ ମାମଲାରେ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା ଅନୁଭବଙ୍କ ବିରୋଧରେ ଚାର୍ଜଫ୍ରେମ କରାଯାଇଛି । କଟକ ଜେଏମଏଫସି କୋର୍ଟରେ ଅନୁଭବ ହାଜର ହେବା ପରେ…
Read More...
Read More...
ଆସନ୍ତାକାଲିଠୁ ରାଜ୍ୟର ସମସ୍ତ ସ୍କୁଲ୍ ଖୋଲିବ, ସକାଳ ସାଢେ ୬ଟାରୁ ସାଢେ ୧୦ଟା ଯାଏଁ ଚାଲିବ କ୍ଲାସ୍
ଆସନ୍ତାକାଲିଠୁ ରାଜ୍ୟର ସମସ୍ତ ସ୍କୁଲ୍ ଖୋଲିବ । ରାଜ୍ୟର ସମସ୍ତ ସ୍କୁଲ ଆସନ୍ତାକାଲି ସକାଳୁଆ ଖୋଲିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି । ସକାଳ ସାଢେ ୬ଟାରେ ସ୍କୁଲ ଖୋଲିବାକୁ ଥିବାବେଳେ, ସାଢେ ୧୦ଟା…
Read More...
Read More...
ସୁରମା ପାଢ଼ୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ
ଆଜି ଓଡିଶା ବିଧାନସଭାର ନୂତନ ବାଚସ୍ପତି ଭାବେ ରଣପୁର ବିଧାୟିକା ସୁରମା ପାଢି ନିର୍ଦ୍ଵନ୍ଦ୍ଵରେ ନିର୍ବାଚିତ ହୋଇଛନ୍ତି। ସର୍ବସମ୍ମତିକ୍ରମେ ନିର୍ବାଚିତ ହେବା ପରେ ସୁରମାଙ୍କୁ ଆଜି ଦାୟିତ୍ଵ ଗ୍ରହଣ କରିଛନ୍ତି। କାମଚଳା…
Read More...
Read More...
ସୁରମା ପାଢ଼ୀ ହେଲେ ବିଧାନସଭା ବାଚସ୍ପତି
ରଣପୁର ବିଧାୟିକା ସୁରମା ପାଢ଼ୀ ଗୁରୁବାର ଓଡ଼ିଶା ବିଧାନସଭାର ବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ମାଝି ପ୍ରସ୍ତାବ ଦେଇଥିଲେ। ଏହି ପ୍ରସ୍ତାବକୁ ସମର୍ଥନ ଜଣାଇଥିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ।…
Read More...
Read More...