ମୁମ୍ବାଇ : ବଲିୁଡରେ ସୁନ୍ଦରୀ ମାନଙ୍କ ଚେହେରାକୁ ନେଇ ଅନେକ ସମୟରେ ଅନେକ ପ୍ରିଯୋଗିତା ହୁଏ । କାହାର ଆଖି ସୁନ୍ଦର, କାହାର ଓଠ, କିଏ ତନୁପାତେଳଈ ଆଉ କିଏ ସେକ୍ସୀ ଲୁକରେ ଫାଷ୍ଟ ସେନେଇ କିଏ ।ଗରେ କିଏ ପଛରେ ତାର ତାଲିକା ବି ହୋଇଥାଏ । ହେଲେ ଗୋଡକୁ ନେଇ ବି ବଲିଉଡରେ ତାଲିକା ରହିଛି । କେଉଁ ସୁନ୍ଦରୀଙ୍କ ଗୋଡ କତେ ସୁନ୍ଦର ସନେଇ ବି ରହିଛି ତାଲିକା । ତାଲିକାରେ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ଜନ ସମସ୍ତଙ୍କୁ ପଛରେ ପକାଇ ଆଗରେ ଅଛନ୍ତି । ପିସିଙ୍କ ଗୋଡ଼ର ସୁନ୍ଦରତା ଅନ୍ୟ କାହା ସହିତ ସମାନ ହୋଇପାରିବ ନାହିଁ ।
ପିସିଙ୍କ ପରେ ତାଲିକାର ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି ବାର୍ବିଡଲ୍ କାଟ୍ରିନା କୈଫ୍ । ‘ଧୁମ୍୩’ର ଗୀତ ‘କମ୍ଲିଟ୍ଟ’ରେ କାଟ୍ରିନାଙ୍କ୍ ସୁନ୍ଦର ଗୋଡ଼ ଯୋଗୁଁ ଡ୍ୟାନ୍ସ ସିନ୍ ହଟ୍ ଓ ପରଫେକ୍ଟ ଲାଗୁଥିଲା ବୋଲି ଚର୍ଚ୍ଚା ଜୋର୍ ଧରିଥିଲା
କାଟ୍ରିନାଙ୍କ ପରେ ଆସୁଛନ୍ତି ମିସେସ୍ ସିଂ ଦୀପିକା । ଚତୁର୍ଥ ସ୍ଥାନରେ ଅଛନ୍ତି ଅନୁଷ୍କା ଶର୍ମା । ‘ଲେଡିଜ୍ ଭର୍ସେସ୍ ବିକି ବହଲ୍’ରେ ଅନୁଷ୍କାଙ୍କ ସୁନ୍ଦର ଗୋଡ଼ର ଝଲକ ଦେଖିବାକୁ ମିଳିଥିଲା ।
ନିଜର୍ ହଟ୍ ଓ ସୁନ୍ଦର ଗୋଡ଼ ପାଇଁ ଅନୁଷ୍କା ଖୁବ୍ ଚର୍ଚ୍ଚାରେ ରହିଆସିଛନ୍ତି ।
୫ମ ସ୍ଥାନ ଅଧିକାର କରିଛନ୍ତି ସେକ୍ସି ନାୟିକା ଚିତ୍ରାଙ୍ଗଦା । ଯୁବପିଢି ଚିତ୍ରାଙ୍ଗଦାଙ୍କ ଗୋଡ଼ର ଦିୱାନା ବନିଯାଇଛନ୍ତି ।