ପୁରୀରେ ବଲିଉଡ୍ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ମିନାକ୍ଷୀ ଶେଷାଦ୍ରି । ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି । ୩୦ ବର୍ଷ ତଳେ ଶ୍ରୀମନ୍ଦିର ଆସିଥିଲି । ସେତେବେଳର ପୁରୀ ଆଉ ଏବେର ପୁରୀ ଭିତରେ ବହୁତ ତଫାତ୍ ବୋଲି କହିଛନ୍ତି । ପୂର୍ବରୁ ସେ ଓଡ଼ିଶାର ଭୁବନେଶ୍ୱର ,କଟକ ଓ ପୁରୀ ଆସିଛନ୍ତି । ପୁରୀ ତଥା ଓଡ଼ିଶାର ଲୋକେ ବହୁତ ସରଳ ବୋଲି କହିଲେ ମିନାକ୍ଷୀ ଶେଷାଦ୍ରି ।