ସୁନ୍ଦରଗଡ : ସୁନ୍ଦରଗଡରେ ଏକ ଅଭାବନୀୟ ଘଟଣା ଘଟିଛି । ଫୁଟବଲ ମ୍ୟାଚବେଳେ ବଜ୍ରପାତ ହେବାରୁ ୨ ଜଣ ମୃତ୍ୟୁ ବରଣ କରିଥିବାବେଳେ ୧୨ ଜଣଙ୍କ ଅବସଅତା ଗୁରୁତର ହୋଇଛି । ସୁନ୍ଦରଗଡ ସୀମାନ୍ତ ପରବା ନିକଟରେ ଘଟିଛି ଏହି ମର୍ମତୁନ୍ତ ଘଟଣା ।ହାତିବାରିର ଏକ ଟିମ ମ୍ୟାଚ ଖେଲିବାକୁ ପରବା ଯାଇଥିଲେ । ଖେଳ ମଧ୍ୟାନ୍ତର ସମୟରେ ଘଡ ଘଡି ବା ବଜ୍ରପାତ ହୋଇଥିଲା । ଏଥିରେ ପୁରୁଣାପାଣିରେ ଜଣ ଓ ପରବାର ଜଣଙ୍କ ମୃତ ହୋଇଛି । ହାତୀବାରର ୧୨ ଲୋକେ ଆହାତ ହୋଇଛନ୍ତି । ମୃତକ ଦୁଇ ଜଣ ଦର୍ଶକ ବୋଲି ଜଣା ପଡିଛି ।