ମହିଳାଙ୍କର ଅନୈତିକ ସଂପର୍କ ଥିବାରୁ ଲୋକ ଲଗାଇ ଉଠାଇ ନେଇ  ବିଧବାଙ୍କୁ ଗଣଦୁଷ୍କର୍ମ !

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇରେ ବିଧବା ଗଣଦୁଷ୍କର୍ମ ଅଭିଯୋଗ। ୬ ଜଣ ଦୁର୍ବୃତ୍ତ ମହିଳା ଓ ତାଙ୍କର ୨ ଜଣ ସଂପର୍କୀୟଙ୍କୁ  ନିସ୍ତୁକ ମାଡ଼ ମାରିବା ସହିତ ଏକ ବୋଲେରୋ ଗାଡ଼ିରେ ନେଇ ଜମ୍ବୁ ମେରାଇନ ଥାନା ଅନ୍ତର୍ଗତ ରାମନଗରରେ ଏକ ନିଛାଟିଆ ସ୍ଥାନକୁ ନେଇ ଯାଇଥିଲେ। ସେଠାରେ ୬ ଜଣ ଦୁର୍ବୃତ୍ତ ମହିଳାଙ୍କୁ ଦୁଷ୍କର୍ମ କରିବା ସହିତ ତାଙ୍କ ସହିତ ନାରକୀୟ କାଣ୍ଡ ଘଟାଇବାକୁ ଚେଷ୍ଟା କରିଥିଲେ। ମହିଳାଙ୍କ ସାଙ୍ଗରେ ଥିବା ତାଙ୍କ ଜ୍ବାଇଁ … Continue reading ମହିଳାଙ୍କର ଅନୈତିକ ସଂପର୍କ ଥିବାରୁ ଲୋକ ଲଗାଇ ଉଠାଇ ନେଇ  ବିଧବାଙ୍କୁ ଗଣଦୁଷ୍କର୍ମ !