ଭୁବନେଶ୍ୱର : ଆସନ୍ତାମାର୍ଚ୍ଚ ୫ତାରିଖ ପ୍ରବାଦ ପୁରୁଷବିଜୁ ପଟ୍ଟନାୟକଙ୍କଜନୟନ୍ତୀରୁସପ୍ତାହବ୍ୟପୀକାର୍ଯ୍ୟକ୍ରମ ଆୟୋଜନ ପାଇଁବିଜୁଜନତା ଦଳ ନେଇଥିବା ନିଷ୍ପତ୍ତି ପରିପ୍ରେକ୍ଷୀରେଏହିକାର୍ଯ୍ୟକ୍ରମକୁସଫଳକରିବା ପାଇଁ ଆଜିବିଜୁ ଯୁବଜନତା ଦଳ ପକ୍ଷରୁ ଯୁବବିଜେଡିରାଜ୍ୟକାର୍ଯ୍ୟାଳୟରେ ଏକ ପ୍ରସ୍ତୁତିବୈଠକ ଅନୁଷ୍ଠିତହୋଇଯାଇଛି ।ରାଜ୍ୟ ଯୁବବିଜେଡିସଭାପତିଶ୍ରୀଯୁକ୍ତ ଅମରେଶ ପତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତଏହିକାର୍ଯ୍ୟକ୍ରମରେରାଜ୍ୟକର୍ମକର୍ତ୍ତା ଓ ଜିଲ୍ଲାସଭାପତିମାନେ ଉପସ୍ଥିତହୋଇବିଭିନ୍ନ ପ୍ରସ୍ତାବମାନ ଦେଇଥିଲେ । ଏଥିରେବିଜୁଜନତା ଦଳରରାଜ୍ୟସାଧାରଣସଂପାଦକ (ମୂଖ୍ୟାଳୟ) ଶ୍ରୀଯୁକ୍ତସଂଜୟ ଦାସ୍ବର୍ମା ଓ ମାନ୍ୟବରବିଧାୟକ ତଥା ସାଧାରଣସଂପାଦକ (ସଂଗଠନ) ଶ୍ରୀଯୁକ୍ତ ପ୍ରଣବ ପ୍ରକାଶ ଦାସଯୋଗଦେଇ ଆଗାମୀବିଭିନ୍ନକାର୍ଯ୍ୟକ୍ରମକୁସଫଳକରିବା ପାଇଁ ଆହ୍ୱାନ ଦେଇଥିଲେ ।
ଏଥିରେ ଯୁବବିଜେଡିକାର୍ଯ୍ୟକାରୀସଭାପତିଶ୍ରୀଯୁକ୍ତସଂଜିତ୍ମହାନ୍ତିରାଜ୍ୟମହାସଚିବଶ୍ରୀଶିଶିର ପରିଜା, ଉପଦେଷ୍ଟାରଂଜିତମହାପାତ୍ରଭୁବନେଶ୍ୱରବିଜେଡିଜିଲ୍ଲାସଭାପତି ଅମରେଶଜେନା, ଯୁବବିଜେଡିଜୋନ୍ସଭାପତି ଅଶୋକସାହୁରାଜ୍ୟଉପସଭାପତି ପୃଥୀବୀରାଜ୍ସାହୁ, ରାଜକମଲଜେନା, ମନ୍ଦାକିନୀକର, ଶୈଳେଶ୍ଡାନୀ, ପ୍ରିତୀରଞ୍ଜନ ସାହୁ, ରାକେଶକୁମାର ନାୟକ, ଦୟାନିଧି ନାୟକ, ପ୍ରୟାସକାନ୍ତିସାମଲ, ସାଧାରଣସଂପାଦକ ଜ୍ୟୋତି ରଞ୍ଜନ ଜେନା, ଧୃତିମାର୍ଥା, ସୁନିଲକୁମାର ପଣ୍ଡା,ଦେବାଶିସ୍ସିଟ୍, ସମୀର ପ୍ରଧାନ, କିଶୋର ନାୟକ, ଜୟରାମ ଦାସ, ଧର୍ମେନ୍ଦ୍ର ଅଧିକାରୀ, ସୁମନ୍ତ ପଣ୍ଡା, ଦେବୀପ୍ରସାଦ ପଟ୍ଟନାୟକ, ମହମଦ୍ ସହିଦ୍, ବିଜୟକୁମାର ପାଲଟାସିଂ, ତନ୍ମୟସ୍ୱାଇଁ, ରୋମାଞ୍ଚ ରଞ୍ଜନ ବିଶ୍ୱାଳ, କାହ୍ନୁ ପାତ୍ର, ଅରୁଣବରାଡ, ଏଲିନା ଦାସସଂପାଦକ ମଳୟ ରଞ୍ଜନ ପତୀ, ଆଶିଷ୍ମିଶ୍ର, ଶୁଭ୍ରାଂସୁ ନାରାୟଣମିଶ୍ର, ତାରିଣୀ ପ୍ରସାଦ ନାୟକ, ସୁଭାଶିଷ୍ଖୁଣ୍ଟିଆ, ଅଂଶୁମାନ୍ରଶ୍ମୀସାଗରସେଠୀ, ସ୍ୱରାଜଲକ୍ଷ୍ମୀସାମଲ, ଅବିନାଷ ପ୍ରଧାନ, ମଧୁସ୍ମିତା ପରିଡା, ଜନସନ୍ମହାପାତ୍ର, ରଂଜିତ୍ରାୟ, ଅନୱାର୍ ଅଲ୍ଲୀ, ଅସିତ୍ରାୟ, ସତ୍ୟବ୍ରତ ପଟ୍ଟନାୟକ, ପୁର୍ଣ୍ଣେନ୍ଦୁ ପୁଜାପଣ୍ଡା, ଅଫତାବ୍ ଆଲାମ୍ଖାନ୍, ଅମରେନ୍ଦ୍ରବାସାସହରାଜ୍ୟ ଯୁବ ଆଇଟିୱିଙ୍ଗ୍ ସଦସ୍ୟହରିଶଚୌଧୂରୀ, ସଙ୍କେତ୍ରାୟଏବଂସମସ୍ତଜିଲ୍ଲାସଭାପତିମାନେ ଉପସ୍ଥିତ ଥିଲେ ।