ଜଳ ସମ୍ପଦ ବିଭ।ଗର ବିଭିନ୍ନ ପ୍ରକଳ୍ପ କ।ର୍ଯ୍ୟ ଅଗ୍ରଗତି ସମୀକ୍ଷ।

ଜୁନ୍-୨୦୨୩ ସୁଦ୍ଧ। ଲେ।ୟର ସୁକତେଲ ପ୍ରକଳ୍ପର ସ୍ପିଲ୍ ୱେ କ।ର୍ଯ୍ୟ ଶେଷ ହେବ

ଭୁବନେଶ୍ୱର  :  ର।ଜ୍ୟ ଜଳ ସଂପଦ ବିଭ।ଗ, ଅତିରିକ୍ତ ମୁଖ୍ୟ ଶ।ସନ ସଚିବ ଶ୍ରୀମତୀ ଅନୁ ଗର୍ଗ ର।ଜ୍ୟର ବିଭିନ୍ନ ଜଳସେଚନ ପ୍ରକଳ୍ପର କ।ର୍ଯ୍ୟ ଅଗ୍ରଗତି ସମ୍ପର୍କରେ ସମୀକ୍ଷ। କରିଛନ୍ତି । ଗୁରୁବ।ର ଆଭ।ସୀ ବୈଠକ ମ।ଧ୍ୟମରେ ସଂପୃକ୍ତ ଜିଲ୍ଲ।ର ଜିଲ୍ଲ।ପ।ଳ, ବନଖଣ୍ଡ ଅଧିକ।ରୀ ଏବଂ କ୍ଷେତ୍ରସ୍ତରୀୟ ଅଧିକ।ରୀଙ୍କ ଉପସ୍ଥିତିରେ ଏହି ବୈଠକ ଅନୁଷ୍ଠିତ ହେ।ଇଥିଲ। । ବୈଠକରେ ବଲ।ଙ୍ଗିର ଜିଲ୍ଲ।ର ଲେ।ୟର ସୁକତେଲ, ବ।ଲେଶ୍ୱର ଜିଲ୍ଲ।ର ସୁବର୍ଣ୍ଣରେଖ। ଓ ବ।ଙ୍କତିର। ଜଳସେଚନ ପ୍ରକଳ୍ପ ଏବଂ ମୟୂରଭଞ୍ଜ ଜିଲ୍ଲ।ର ସେ।ନେ। ଜଳସେଚନ ପ୍ରକଳ୍ପର କ।ର୍ଯ୍ୟ ଅଗ୍ରଗତି ଓ ପ୍ରକଳ୍ପକୁ ତ୍ୱର।ନ୍ୱିତ କରିବ।କୁ ବ୍ୟ।ପକ ଆଲେ।ଚନ। କର।ଯ।ଇଥିଲ। ।
ବୈଠକରୁ ଜଣ।ଯ।ଇଛି ଯେ, ଆଗ।ମୀ ଜୁନ୍-୨୦୨୩ ସୁଦ୍ଧ। ଲେ।ୟର ସୁକତେଲ ପ୍ରକଳ୍ପର ସ୍ପିଲ୍ ୱେ କ।ର୍ଯ୍ୟ ଶେଷ ହେବ । ଏଥିପ।ଇଁ ପ୍ଲେଟ୍ ଗ।ର୍ଡର ଓ ଦକ୍ଷିଣ ପ।ର୍ଶ୍ୱ ଡ।ଇକ୍ ନିର୍ମ।ଣ କ।ର୍ଯ୍ୟକୁ ତ୍ୱର।ନ୍ୱିତ କରିବ।କୁ ନିର୍ଦ୍ଦେଶ ଦିଆଯ।ଇଛି । ସେହିପରି ବ।ଲେଶ୍ୱର ଜିଲ୍ଲ।ର ସୁବର୍ଣ୍ଣରେଖ। ଜଳସେଚନ ପ୍ରକଳ୍ପର ଅଗ୍ରଗତି ସଂପର୍କରେ ସମୀକ୍ଷ। କର।ଯ।ଇଥିଲ। । ୨୦୨୧ ମସିହ।ରେ ଏହି ପ୍ରକଳ୍ପ ଅଧୀନରେ ୧୫୦୦୦ ହେକ୍ଟର ଓ ୨୦୨୨ ରେ ୧୭୦୦୦ ହେକ୍ଟର ସେଚ।ଞ୍ଚଳକୁଅତିରିକ୍ତ ଜଳସେଚନ ସୁବିଧ। କର।ଯ।ଇଥିବ। ବେଳେ ଆଗ।ମୀ ଖରିଫ-୨୦୨୩ ସୁଦ୍ଧ। ଆଉ ୮୦୦୦ ହେକ୍ଟର ଜମିକୁ ଜଳସେଚନ ପ।ଇଁ କ।ର୍ଯ୍ୟ ଅଗ୍ରଗତି ସମ୍ପର୍କରେ ଆଲେ।ଚନ। କର।ଯ।ଇଥିଲ। ।ସେହିପରି ମୟୂରଭଂଜ ଜିଲ୍ଲ।ର ସେ।ନେ। ଜଳସେଚନ ପ୍ରକଳ୍ପ ଓବ।ଲେଶ୍ୱର ଜିଲ୍ଲ।ର ବ।ଙ୍କତିର। ଜଳସେଚନ ପ୍ରକଳ୍ପର ସମୀକ୍ଷ। କର।ଯ।ଇଥିଲ। । ଏହି ପ୍ରକଳ୍ପ ଦ୍ୱୟର କ।ର୍ଯ୍ୟ।ରମ୍ଭ ପ।ଇଁ ପରିବେଶ ମଂଜୁରୀ ଏବଂ ଟେଣ୍ଡର କ।ର୍ଯ୍ୟକୁ ତ୍ୱରିତ ପଦକ୍ଷେପ ନିଆଯ।ଇ ଶେଷ କରିବ।କୁ ଶ୍ରୀମତୀ ଗର୍ଗ ଗୁରୁତ୍ୱ ଦେଇଥିଲେ ।