ବିଶ୍ୱ କପ୍ ହକି ପାଇଁ ବାଜି ସାରିଛି ବିଗୁଲ

ବିଶ୍ୱ କପ୍ ହକି ପାଇଁ ବାଜି ସାରିଛି ବିଗୁଲ । ଏଥିପାଇଁ ହକି ଇଣ୍ଡିଆ, ଫେଡେରେସନ ଅଫ୍ ଇଣ୍ଟର ନ୍ୟାସନାଲ ହକି ଓ ରାଜ୍ୟ କ୍ରୀଡା ବିଭାଗର ଦାୟିତ୍ୱ ବଢିଯାଇଛି । ହକି ଚାମ୍ପିୟାନସିପ୍ ସହ ବାହାର ଦେଶ ତଥା ରାଜ୍ୟରୁ ଆସୁଥିବା ଫରେନ ଡେଲିଗେଟସଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଖେଳ ସହ ଓଡିଶାର ପାରମ୍ପାରିକ ଖାଦ୍ୟ ଓ ବିଭିନ୍ନ ଟୁରିଷ୍ଟ ପ୍ଳେସର ମଜା ନେବା ପାଇଁ ଓଟିଡିସି ଦାୟିତ୍ୱ ନେଇଛି ।