ଜାଣନ୍ତୁ କଣ କହେ ଗବେଷଣା,ଖରାବେଳେ ଶୋଉଥିବା ମହିଳାଙ୍କ ସେକ୍ସ ରୁଚି କେମିତି ?

ଭୁବନେଶ୍ୱର : ଖରାବେଳେ ଶୋଇବାକୁ ଅନେକ ଭ ପାଆନ୍ତିନି । ହେଲେ ଦିନରେ ଶୋଇବା ଅନେକ ଫାଇଦା ଦେଇଥାଏ । ଖାସ କରି ମହିଳା ମାନଙ୍କ ଲାଗି ଏହା ଭଲ । ଖରାବେଳେ ଶୋଉଥିବା ମହିଳାଙ୍କ ମୁଡ ଅନ୍ୟ ମହିଳା ମାନଙ୍କ ଠୁ ଭଲ ରହେ । ସେମାନେ ନିଜକୁ ଫ୍ରେସ ଅନୁଭୁ କରନ୍ତି । ଏକଥା ଆମେ କହୁନୁ, ଏକ ଗବେଷଣାରୁ ଏହି କଥା ଜଣା ପଡିଛି । କେବଳ ଏତିକି ନୁହେଁ ଗବେଷଣା କହୁଛି ଖରାବେଲେ ଯୁଉଁ ମହିଳା ଭଲରେ ଶୋଇଥାନ୍ତି ସେମାନେ ଅନ୍ୟ ମହିଳା ମାନଙ୍କ ଅପେକ୍ଷା ଅଧିକ ସେକ୍ସି । ଅନ୍ୟ ଅର୍ଥରେ କହିଲେ ସେକ୍ସ ପ୍ରତି ଏମାନଙ୍କର ଅଧିକ ରୁଚି ରହିଥାଏ । ଏମାନେ ମାନସିକ ସ୍ତରରେ ଅନ୍ୟ ମହିଳାଙ୍କ ଠୁ ଫିଟ ରହିଥାନ୍ତି ।

ନିକଟରେ ୟୁନିଭର୍ସିଟି ଅଫ୍‌ ପେନସିଲଭାନିୟାର ମନସ୍ତତ୍ତ୍ୱ ବିଜ୍ଞାନର ସହକାରୀ ପ୍ରଫେସର ଫିଲିପ୍‌ କହିଛନ୍ତି ଯେ ଦ୍ୱିପହରରେ ଶୋଇବା ଫଳରେ କେବଳ ଆଳସ୍ୟ ଦୂର ହୋଇଥାଏ, ତା’ ନୁହେଁ,ବରଂ ଆପଣଙ୍କର କାମ କରିବାରେ ମଧ୍ୟ କ୍ଷିପ୍ରତା ଆସିଥାଏ।
ଦ୍ୱିପହରରେ ଶୋଇଲେ ରୋଗ ପ୍ରତିରୋଧକ କ୍ଷମତା ବି ବୃଦ୍ଧି ପାଇଥାଏ। ଖାଲି ସେତିକି ନୁହେଁ,ଏହା ଫଳରେ ହୃଦ୍‌ରୋଗ ହେବାର ଆଶଙ୍କା ବି କମ୍‌ ହୋଇଥାଏ। ୧୫ ରୁ ୩୦ ମିନିଟ୍‌ ଯାଏଁ ଶୋଇଲେ ଆପଣଙ୍କର ଆଳସ୍ୟ ଦୂର ହୋଇଥାଏ। କିନ୍ତୁ ମାନସିକରୂପେ ଯଦି ଆପଣ କ୍ଳାନ୍ତ ହୋଇଥାନ୍ତି,ତେବେ ଦ୍ୱିପହରରେ ୯୦ ମିନିଟ୍‌ ଯାଏଁ ଅତିକମ୍‌ରେ ଶୁଅନ୍ତୁ। କିନ୍ତୁ ତା’ ଠାରୁ କମ୍‌ ସମୟ ଶୋଇ ହଠାତ୍‌ ଉଠିପଡ଼ନ୍ତି,ତେବେ ଆପଣଙ୍କୁ ଅଧିକ କ୍ଳାନ୍ତି ଅନୁଭବ ହେବ। ଏଣୁ ଦ୍ୱିପହରରେ ଶୋଉଥିବା ମହିଳାମାନଙ୍କ ପାଇଁ ଏହା ଭଲ ଖବର। ଏହା ବିଶେଷ ଭାବେ ମହିଳାଙ୍କ ପାଇଁ ଲାଭପ୍ରଦ।