ମହିଳାମାନେ ଶାରୀରିକ ସଂପର୍କ ରଖିବାକୁ ପୁରୁଷଙ୍କୁ ବାଧ୍ୟ କରନ୍ତି, ସଂପର୍କ ରଖିବାକୁ କରନ୍ତି ବଳ ପ୍ରୟୋଗ

ନୂଆଦିଲ୍ଲୀ : ସାଧାରଣତ ପୁରୁଷ ମାନେ ଶାରୀରିକ ସଂପର୍କ ରଖିବାକୁ ମହିଳାମାନଙ୍କୁ ବାଧ୍ୟ କରନ୍ତି ଓ ଜବରଦସ୍ତ ବଳ ପ୍ରୟୋଗ ମଧ୍ୟ କରନ୍ତି । ଏହାକୁ ରୋକିବାକୁ ଆଇନ ମଧ୍ୟ ରହିଛି । ମହିଳା ଦୁଷ୍କର୍ମ ଓ ନିର୍ଯ୍ୟାତନା ରୋକିବାକୁ...

ନୂଆଦିଲ୍ଲୀ : ସାଧାରଣତ ପୁରୁଷ ମାନେ ଶାରୀରିକ ସଂପର୍କ ରଖିବାକୁ ମହିଳାମାନଙ୍କୁ ବାଧ୍ୟ କରନ୍ତି ଓ ଜବରଦସ୍ତ ବଳ ପ୍ରୟୋଗ ମଧ୍ୟ କରନ୍ତି । ଏହାକୁ ରୋକିବାକୁ ଆଇନ ମଧ୍ୟ ରହିଛି । ମହିଳା ଦୁଷ୍କର୍ମ ଓ ନିର୍ଯ୍ୟାତନା ରୋକିବାକୁ ସରକାର ମହିଳା ମାନଙ୍କ ଲାଗି କଡା ଆଇନ ମଧ୍ୟ କରିଛନ୍ତି ।
ହେଲେ ଏମିତି ଦେଶ ରହିଛି ଯେଉଁଠି ପୁରୁଷ ମାନେ ନିର୍ଯ୍ୟାତିତ ହୁଅନ୍ତି । ଏଟି ମହିଳାମାନେ ହିଁ ପୁରୁଷଙ୍କ ସହ ଶାରୀରିକ ସଂପର୍କ ରଖିବାକୁ ବାଧ୍ୟ କରନ୍ତି । ପୁରୁଷଙ୍କୁ ଦେଖିଲେ ସେମାନଙ୍କୁ ବଳ ପ୍ରୟୋଗ କରି ଦବଦସ୍ତ ଶାରୀରିକ ସଂପର୍କ ବି ରଖନ୍ତି । ଏମିତି ଦେଶ ହେଉଛି ଆଫ୍ରିକାର ନାଇଜର ।
ଆଫ୍ରିକା ନାଇଜରରେ ତୁଆରେଗ ଜନଜାତିର ମହିଲାମାନେ ଏଭଳି କାମ କରିଥାନ୍ତି। ଅନ୍ୟଦେଶରେ ପୁରୁଷମାନେ ବାହାରେ ରହୁଥିବାବେଳେମହିଳାମାନେ ଘରକୋଣରେ ରହନ୍ତି । କିନ୍ତୁ ଏହି ଜନଜାତିର ପୁରୁଷମାନେ ଘରକୋଣରେ ରହୁଥିବାବେଳେ ମହିଳାମାନେବାହାରେ କାମ କରନ୍ତି । ଠିକ ସେମିତି ଶାରୀରିକ ସମ୍ବନ୍ଧ କ୍ଷେତ୍ରରେ ମଧ୍ୟ ମହିଳାମାନେ ଏଠାରେ ପୁରୁଷମାନଙ୍କୁବାଧ୍ୟ କରିଥାନ୍ତି । ଏହିଜନଜାତିର ମହିଳାମାନେ ପୁରୁଷମାନଙ୍କୁ ଯୌନ ସଂପର୍କ ପାଇଁ ବାଧ୍ୟ କରିବା ଆଇନ ଅନୁଯାୟୀ ଦଣ୍ଡନୀୟ ନୁହେଁ ।

ଏହିଦେଶରମହିଳାମାନେ ଯେକୋଣସି ପୁରୁଷଙ୍କ ସହ ସଂପର୍କ ଯେତେବେଳେ ଚାହିଁବେ ରଖିପାରିବେ । ସ୍ଵାମୀ-ସ୍ତ୍ରୀଭଳି ସାମାଜିକ ବନ୍ଧନ ଓ ପରମ୍ପରାକୁ ଏଠାର ମହିଳାମାନେ ବିଶ୍ଵାସ କରନ୍ତି ନାହିଁ । ନିଜ ଦେହର ଭୋକ ମେଣ୍ଟାଇବାକୁ ଯେକୌଣସି ପୁରୁଷ ସହ ଏମାନେରଖିପାରନ୍ତି ଶାରୀରିକ ସଂପର୍କ ।

 

ଏମିତି ବଜାର ଯେଉଁଠି ରାତିକ ପାଇଁ ନିଲାମ ହୁଅନ୍ତି ଯୁବତୀ, ଜାଣନ୍ତୁ କାହିଁକି

Spread the love
Categories
ବିବିଧ

RELATED BY