ସ୍ୱାମୀଙ୍କ ମୋବାଇଲରେ ମେସେଜ ପଢି ଛାଡ ପତ୍ର ଦେଲେ ପତ୍ନୀ, ପଢନ୍ତୁ କଣ ଲେଖା ଥିଲା ମେସଜରେ..

ନୂଆଦିଲ୍ଲୀ : ବାହାଘର ପରେ ହସ ଖୁସିରେ ବିତୁଥିଲା ଜୀବନ । ସଂସାର ବି ବେଶ ଭଲ ଚାଲିଥିଲା । ନିଜର ଦୁଇବର୍ଷ ବର୍ଷର ଶିଶୁକୁ ନେଇ ଆନ୍ଦରେ ରହୁଥିଲେ ପତି – ପତ୍ନୀ । ହେଲେ ସ୍ୱାମୀଙ୍କ ମୋବାଇଲର ଗୋଟିଏ ମେସେଜ ସବୁ କିଛି ବଦଳାଇ ଦେଲା । ସୁନାର ସଂସ୍ୱାର ଭାଙ୍ଗି ଗଲା । ସ୍ୱାମୀଙ୍କ ଅଜଣାତରେ ତାଙ୍କ ମୋବାଇଲର ମେସଜ ପଢି ହତବାକ ହୋଇଗଲେ ପତ୍ନୀ । ଆଉ ଅର୍ଥ ବୁଝିବା ପରେ ସ୍ୱାମୀଙ୍କୁ ଦେଲେ ଛାଡପତ୍ର । ଏମିତି ଘଟଣା ଘଟିଛି ଅଷ୍ଟେଲିଆରେ ।

ହସ ଖୁସିରେ ସ୍ୱାମୀଙ୍କ ଅଜଣାତରେ ତାଙ୍କ ମୋବାଇଲରୁ ମେସଜ ପଢି ନିଜ ସ୍ୱାମୀଙ୍କୁ ଛାଡ ପତ୍ର ଦେଲେ ସ୍ତ୍ରୀ । ନିଜର ଦୁଇ ବର୍ଷର ଶିଶୁକୁ ନେଇ ଅଲଗା ରହୁଛନ୍ତି ।
ସ୍ୱାମୀ ରାତିରେ ଘରକୁ ଫେରି ପତ୍ନୀଙ୍କ ସହ କଥା ନହୋଇ ଶୋଇ ପଡିଲେ । ସକାଳୁ ଉଟି ସିଧା ବାଥରୁମ ଗଲେ । ଏତିକିବେଳେ ସ୍ୱାମୀଙ୍କ ମୋବାଇଲକୁ ଆସିଥିଲା ଏକ ମେସେଜ । ଏହାକୁ ଜରୁରୀ ମେସେଜ ଭାବି ସ୍ତ୍ରୀ ମୋବାଇଲରୁ ମେସେଜ ବକ୍ସ ଖୋଲି ପଡିଥିଲେ ।

ମେସଜରେ କେବଳ ୫ଟି ଇଂରାଜୀ ଅକ୍ଷର ଲେଖାଥିଲା ଯାହାକୁ କିଛି ବୁଝିପାରି ନଥିଲେ ପତ୍ନୀ । ଆଉ ସ୍ୱାମୀଙ୍କୁ ତାର ଅର୍ଥ ପଚାରିଥିଲେ । ସ୍ୱାମୀ ଯାହା କହିଥିଲେ ସେଥିରେ ହତବାକ ହୋଇ ପଡିଥିଲେ ପତ୍ନୀ । କେବଳ ହତବାକ ହୋଇ ନଥିଲେ ନିଜ ଦୁଇ ବର୍ଷର ପିଲାକୁ ନେଇ ସ୍ୱାମୀଙ୍କୁ ଛାଡପତ୍ର ଦେଇଛନ୍ତି । ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।
ତେବେ ପତ୍ନୀ ପଢିଥିବା ମେସଜରେ ଲେଖାଥିଲା ଗ୍ଦଙ୍ଗଜ୍ଞଭକ୍ଟ । ଏହାର ଅର୍ଥ ବୁଝି ପାରି ନଥିଲେ ସ୍ତ୍ରୀ । ଏହି ଇଂରାଜୀ ଅକ୍ଷରର ଅର୍ଥ କଣ ବୋଲି ନିଜ ସ୍ୱାମୀଙ୍କୁ ପଚାରିଥିଲେ । ସ୍ୱାମୀ କହିଥିଲେ ଏହା ତାଙ୍କୁ ସମ୍ବୋଧନ କରି ଲେଖାଯାଇଛି । ଏହାର ଅର୍ଥ ହେଉଛି କି ସି ହୁ ମଷ୍ଟ ବି ଓବେଡ୍ । ସେ ମୋ ଗାଲରେ ଚାପୁଡା ମାରିବାଭଳି ଥିଲା । ବାସ ଏତିକି ଜାଣି ସ୍ତ୍ରୀ ହତବାକ ହୋଇଥିଲେ ଏବଂ ନିଜ ପିଲାକୁ ନେଇ ଅଲଗା ରହୁଛନ୍ତି ଓ ସ୍ୱାମୀଙ୍କୁ ଛାଡପତ୍ର ବି ଦେଇଛନ୍ତି ।