ଶାରୀରିକ ସଂପର୍କ ରଖିବାକୁ ସ୍ୱାମୀକୁ ଉତ୍ତେଜିତ କଲା ପତ୍ନୀ, ପରେ କାଟି ଫିଙ୍ଗି ଦେଲା ସ୍ୱାମୀର ଯୌନାଙ୍ଗ, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ : ଶାରୀରିକ ସଂପର୍କ ରଖିବାକୁ ଶୋଇବାବେଳେ ସ୍ୱାମୀଙ୍କୁ ଉତ୍ତେଜିତ କରିଥିଲା ପତ୍ନୀ । ସ୍ୱାମୀ ଭାବିଥିଲା ପତ୍ନୀ ବୋଧେ କାମ ଶୁଖ ଚାହୁଁଛି । ହେଲେ ତାର ଭାବନା ତା ପାଇଁ ଘାତକ ହେଲା । ଶ୍ତ୍ରୀ ସହ ସଂପର୍କ ରଖିବାବେଳେ କାମନା ଛଳନା କରୁଥିବା ସ୍ତ୍ରୀ ସ୍ୱାମୀଙ୍କ ଯୌନାଙ୍ଗ କାଟି ଫୋପାଡି ଦେଲା । ଅବିଶ୍ୱାସ ଲାଗୁଥିଲେ ବି କଥାଟା ସତ । ଆଉ ଏହି ଘଟଣାରେ ପୋଲିସ ସ୍ତ୍ରୀକୁ ଗିରଫ କରିଛି । ସ୍ୱାମୀର କଟା ଯୋଡିବାକୁ ଡାକ୍ତର ଚିକିସ୍ତା କରୁଛନ୍ତି । ଅଭଶ୍ୟ ଘଟଣା ବିଦେଶରେ ଘଠିଛି । ସ୍ୱାମୀର ପରକୀୟା ପ୍ରିତୀ ଧରାପଡିବା ପରେ ରାଗିଯାଇ ପତ୍ନୀ ଏପରି କରିଥିବା ପୋଲିସ ଆଗରେ ସ୍ୱିକାର କରିଛି ।

ମହିଳା ଜଣଙ୍କ ତାଙ୍କ ସ୍ବାମୀଙ୍କଠାରୁ ପ୍ରତିଶୋଧ ନେବା ପାଇଁ ଆଗରୁ ମଧ୍ୟ ଯୋଜନା କରିସାରିଥିଲେ । ପ୍ରଥମେ ମହିଳା ତାଙ୍କ ସ୍ବାମୀଙ୍କୁ ଉତ୍ତେଜିତ କରିଥିଲେ ତାପରେ ଏକ ଧାରୁଆ ଛୁରୀରେ ତାଙ୍କ ଯୌନାଙ୍ଗ କାଟିଦେଇଥିଲେ । ଏହାପରେ ମଧ୍ୟ ମହିଳାଙ୍କ ରାଗ ଶାନ୍ତ ହୋଇନଥିଲା । ସ୍ବାମୀଙ୍କ ଯୌନାଙ୍ଗ କାଟିବା ପରେ ଝରକା ବାହାରକୁ ଫିଙ୍ଗିଦେଇଥିଲେ ମହିଳା ।
ଏଭଳି ଘଟଣା ଥାଇଲାଣ୍ଡରେ ଘଟିଛି । ୨୪ବର୍ଷୀୟ କରୁଣା ସନୁସନ ନାମ୍ନୀ ମହିଳା ତାଙ୍କ ସ୍ବାମୀଙ୍କ ସହ ଏଭଳି କରିଛନ୍ତି । ମହିଳା ନିଜେ ହିଁ ପୋଲିସକୁ କହିଛନ୍ତି ଯେ, ସେ ତାଙ୍କର ୪୦ବର୍ଷୀୟ ସ୍ବାମୀ ସିରପନଙ୍କ ଶୋଇବାକୁ ଅପେକ୍ଷା କରିଥିଲେ । ଏହାପରେ ସେ ତାଙ୍କୁ ଉତ୍ତେଜିତ କରି ଛୁରୀରେ ତାଙ୍କ ଯୌନାଙ୍ଗ କାଟିଦେଇ ବାହାରକୁ ଫିଙ୍ଗିଦେଇଥିଲେ ।
ପଡୋଶୀମାନେ ତାଙ୍କର ଚିତ୍କାର ଶୁଣି ପୋଲିସକୁ ଫୋନ୍ କରିଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି କଟା ହୋଇଥିବା ଯୌନାଙ୍ଗକୁ ଖୋଜି ବରଫରେ ରଖିଥିଲେ । ବର୍ତ୍ତମାନ ମେଡିକାଲରେ ସିରିପନଙ୍କ ଚିକିତ୍ସା ଚାଲିଛି । ଡାକ୍ତରଙ୍କୁ ସେହି ଅଙ୍ଗକୁ ପୁର୍ନବାର ଯୋଡିବାକୁ କହିଛି ପୋଲିସ । ପୋଲିସ ସ୍ତ୍ରୀ କରୁଣାଙ୍କୁ ଗିରଫ କରିଛି ।

ପର ସ୍ତ୍ରୀ ସହ ଅନୈତିକ ସଂପର୍କ ରଖି ଗୁଳି ଖାଇଲେ ଯୁବକ