ସ୍ୱାମୀଙ୍କ ଗୁପ୍ତାଙ୍କ କାମୁଡି ଛିଣ୍ଡାଇ ପ୍ରେମିକ ସହ ସ୍ରୀ ଫେରାର ,ପତ୍ନୀକୁ ଅସଞ୍ଜତ ଅବସ୍ଥାରେ ଧରିବାବେଳେ ଖସିଲା ସ୍ୱାମୀର ଧୋତି

ଭଲୋର : ବାହା ସାହା ହୋଇ ବି ପରପୁରୁଷ ସହ ରତି କ୍ରୀଡାରେ ମାତିଥିଲେ ପତ୍ନୀ । ହେଲେ ସ୍ରୀଙ୍କୁ ପ୍ରେମିକ ସହ ଅସଞ୍ଜତ ଅବସ୍ଥାରେ ଦେଖିନେଇଥିଲେ ସ୍ୱାମୀ । ପତ୍ନୀ ଓ ତାଙ୍କ ପ୍ରେମିକର ଅସଲ ଚେହେରା ଧରାପକାଇଦେବା...

ଭଲୋର : ବାହା ସାହା ହୋଇ ବି ପରପୁରୁଷ ସହ ରତି କ୍ରୀଡାରେ ମାତିଥିଲେ ପତ୍ନୀ । ହେଲେ ସ୍ରୀଙ୍କୁ ପ୍ରେମିକ ସହ ଅସଞ୍ଜତ ଅବସ୍ଥାରେ ଦେଖିନେଇଥିଲେ ସ୍ୱାମୀ । ପତ୍ନୀ ଓ ତାଙ୍କ ପ୍ରେମିକର ଅସଲ ଚେହେରା ଧରାପକାଇଦେବା ଲାଗି ବଡ ପାଟି କରି ଗାଁ ଲୋକଙ୍କୁ ଡାକ ପକାଇଥିଲେ ସ୍ୱାମୀ । ହେଲେ ସ୍ୱାମୀଙ୍କୁ ବଡ ପାଟି କରିବା ମହଙ୍ଗା ପଡିଲା । ସ୍ତୀ ଦୈଡି ଆସି ହଟାତ ସ୍ୱାମୀଙ୍କ ଗୁପ୍ତାଙ୍ଗକୁ କାମୁଡି ଛିଣ୍ଡାଇ ଦେଲା । ସ୍ୱାମୀ ତଳେ ପଡି ଛଟପଟ ହେବାବେଳେ ସ୍ତୀ ଜାଗା ଛାଡି ପ୍ରେମିକ ସହ ଫେରାର ହୋଇଯାଇଥିବାବେଳେ ସ୍ୱାମୀ ଏବେ ଡାକ୍ତର ଖାନାରେ ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି । ପୋଲିସ ତଦନ୍ତ କରି ପତ୍ନୀ ଓ ତାଙ୍କ ପ୍ରେମିକଙ୍କୁ ଗିରଫ କରିଛି । ଏଭଳି ଘଟଣା ଘଟିଛି ଭେଲୋରରେ । 

ପୁଲିସ ସୂତ୍ରରୁ ପ୍ରକାଶ ଯେ, ସେନ୍ଥିମରାଇ(୫୫ ବର୍ଷ) ନାମକ ଜଣେ କୃଷକ ନିଜ ପତ୍ନୀ ଜୟନ୍ତୀ (୪୫ ବର୍ଷ)ଙ୍କ ସହିତ ଗ୍ରାମରେ ଅନୁଷ୍ଠିତ ମନ୍ଦିର ଉତ୍ସବରେ ଅଂଶଗ୍ରହଣ କରୁଥିଲେ। ତେବେ ସେ ରାତି ପ୍ରାୟ ସାଢ଼େ ୧ଟା ବେଳେ ଜୟନ୍ତରୀ କିଛି ସମୟ ପାଇଁ ବାହାରକୁ ଯାଇ ଦୀର୍ଘ ସମୟ ପର୍ଯ୍ୟନ୍ତ ଆଉ ନ ଫେରିବାରୁ ଚିନ୍ତିତ ସେନ୍ଥାମରାଇ ତାଙ୍କୁ ଖୋଜି ଖୋଜି ମନ୍ଦିର ପଛପଟକୁ ଚାଲି ଯାଇଥିଲେ। ସେଠାରେ ତାଙ୍କ ପତ୍ନୀ ଜୟନ୍ତୀ ଗ୍ରାମର ଅନ୍ୟ ଜଣେ ବ୍ୟକ୍ତି ଧଚନ୍ନାମୁର୍ତ୍ତିଙ୍କ ସହିତ ଅସଞ୍ଜତ ଅବସ୍ଥାରେ ଦେଖି ସ୍ତବ୍ଧ ହୋଇ ଯାଇଥିଲେ ସେନ୍ଥାମରାଇ। ତେଣୁ ସେ ପାଟି କରିଏ ସମ୍ପର୍କରେ ଗ୍ରାମବାସୀଙ୍କୁ ଜଣାଇବାକୁ ଚାହିଁଥିଲେ। ମାତ୍ର ମନ୍ଦିରର ମାଇକ ଯୋଗୁଁ ତାଙ୍କ ଶବ୍ଦ ପଦାକୁ ଶୁଭି ନ ଥିଲା। ତେଣୁ ସେନ୍ଥାମରାଇ ଜୟନ୍ତୀ ଓ ଧଚାନ୍ନମୁର୍ତ୍ତିଙ୍କୁ ଟାଣି ଟାଣି ମନ୍ଦିର ପାଖକୁ ନେଉଥିବା ବେଳେ ତାଙ୍କ ଧୋତି ଖସି ଯାଇଥିଲା। ଏହି ସଯୋଗରେ ଜୟନ୍ତୀ ଅତ୍ୟନ୍ତ ଉଗ୍ର ଭାବେ ସେନ୍ତାମରାଇଙ୍କ ଗୁପ୍ତାଙ୍ଗକୁ କାମୁଡ଼ି ଛିଡ଼ାଇ ଦେଇଥିଲେ। ରକ୍ତ ଜୁଡ଼ୁବୁଡ଼ ଅବସ୍ଥାରେ ସେନ୍ଥାମରାଇ ସେଠାରେ ପଡ଼ିଥିବା ବେଳେ ଜୟନ୍ତୀ ଓ ଧଚାନ୍ନାମୁର୍ତ୍ତି ଫେରାର ହୋଇ ଯାଇଥିଲେ। ସେନ୍ଥାମରାଇଙ୍କୁ କେତେକ ଗ୍ରାମବାସୀ ଦେଖି ସଙ୍ଗେ ସଙ୍ଗେ ଛିଡ଼ିପଡ଼ିଥିବା ତାଙ୍କ ଗୁପ୍ତାଙ୍ଗ ସହିତ ଡାକ୍ତଖାନାରେ ଭର୍ତ୍ତି କରିଥିଲେ। ମାତ୍ର ତାଙ୍କ ଅବସ୍ଥ ଗୁରୁତର ଥିବାରୁ ତାଙ୍କୁ ଚେନ୍ନାଇସ୍ଥିତ ରାଜୀବ ଗାନ୍ଧୀ ସରକାରୀ ମେଡିକାଲ କଲେଜ ଆଣ୍ଡ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ସେନ୍ଥାମରାଇଙ୍କ ଅବସ୍ଥା ବର୍ତ୍ତମାନ ସ୍ତିର ଥିବା ବେଳେ ତାଙ୍କ ଶରୀରରେ ତାଙ୍କ ଛିଡ଼ିପଡ଼ିଥିବା ଗୁପ୍ତାଙ୍ଗକୁ ସଂଯୋଗ କରାଯାଇ ପାରି ନାହିଁ। ଅପରପକ୍ଷେ ସ୍ୱାମୀଙ୍କ ଗୁପ୍ତାଙ୍ଗ ଛିଡ଼ାଇ ଦେଇ ପ୍ରେମିକ ଧଚାନ୍ନମୁର୍ତ୍ତିଙ୍କ ସହିତ ଫେରାର ହୋଇଯାଇଥିବା ଜୟନ୍ତୀଙ୍କୁ ପୂୁଲିସ ଧଚାନ୍ନାମୁର୍ତ୍ତିଙ୍କ ମୋବାଇଲ ଫୋନ ଟ୍ରାକ୍‌ କରି ଗିରଫ କରିଛି। ଗିରଫ ପରେ ଜୟନ୍ତୀ ସ୍ୱାମୀ ସେନ୍ଥାମରାଇଙ୍କ ଗୁପ୍ତାଙ୍ଗ ଛିଡ଼ାଇ ଦେଇଥିିବା ସ୍ୱୀକାର କରିଛ। ଏ ନେଇ ଜୟନ୍ତୀ ଓ ଧଚାନ୍ନମୁର୍ତ୍ତିଙ୍କ ବିରୋଧରେ ଦଫା ୨୯୪ (ଖ), ୩୨୪ ଓ ୩୦୭ ଦଫାରେ ମାମଲା ରୁଜୁ କରାଯାଇଛି।

Spread the love
Categories
ଦେଶ-ବିଦେଶ

RELATED BY