ବାସର ରାତିରେ ବେଡରୁମ ଓ ଶେଜରେ ଫୁଲ ସଜ୍ଜା ଯାଏ କାହିଁକି ?

ଭୁବନେଶ୍ୱର : ବାହାଘର ପରେ ଜନ୍ମ ଜନ୍ମାନ୍ତର ସାଥୀ ହୋଇଥାନ୍ତି ଦୁଇ ଅପରିଚିତ ମଣିଷ । ପରସ୍ପରକୁ ଆରମ୍ଭ ହୋିଥାଏ ଭଲ ପାଇବା । ଜୀବନର ସାଥୀ ହୋଇ ସାରା ଜୀବନ କାଟନ୍ତି । ବାସର ରାତିରୁ ଆରମ୍ଭ ହୁଏ ଉଭୟଙ୍କ ପରିଚୟ । ଦୁହେଁ ଦୁହିଁଙ୍କୁ ଜାଣନ୍ତି । ଜୀବନର ଦ୍ୱିତୀୟ ସୋପାନ ସେଇ ବାସର ରାତିରୁ ହିଁ ଆରମ୍ଭ ହୁଏ । ସେଥି ପାଇଁତ ବାସର ରାତିର ଅନେକ ଗୁରୁତ୍ୱ ଓ ପବିତ୍ରତା ରହିଛି … Continue reading ବାସର ରାତିରେ ବେଡରୁମ ଓ ଶେଜରେ ଫୁଲ ସଜ୍ଜା ଯାଏ କାହିଁକି ?