ମହଙ୍ଗା ହେଲା ଭୋଡ଼ା-ଆଇଡ଼ିଆ, ଏୟାରଟେଲ

ନୂଆଦିଲ୍ଲୀ: ଭୋଡ଼ାଫୋନ-ଆଇଡିଆ ଓ ଏୟାରଟେଲ ଆଜି ନିଜର ନୂତନ ଟାରିଫ ଘୋଷଣା କରିଛନ୍ତି। ଏହି ସବୁ ଟାରିଫ ଡିସେମ୍ବର ୩ରୁ ସମଗ୍ର ଦେଶରେ ଲାଗୁ ହୋଇଯିବ। କମ୍ପାନୀର ନୂତନ ପ୍ଲାନ ମାଇ ଭୋଡ଼ାଫୋନ ଆପ୍ ଓ କମ୍ପାନୀର ଅଫିସିଆଲ ଓ୍ଵେବସାଇଟରେ ଉପଲବ୍ଧ।  ଏହା ବ୍ୟତୀତ ପ୍ଲାନକୁ ଆପଣ ପେଟିଏମ, ଗୁଗୁଲ ପେ, ଫୋନ ପେ, ଆମାଜନ ପେରେ ମଧ୍ୟ ଚୟନ କରି ରିଚାର୍ଜ କରି ପାରିବେ। ଏହା ବ୍ୟତୀତ ନୂତନ ପ୍ଲାନର ସୂଚନା ପାଇଁ ଗ୍ରାହକ *121# ରେ ମଧ୍ୟ ଡାଏଲ କରି ପାରିବେ। ସେହି ପରି ଏୟାରଟେଲ ଗ୍ରାହକ ଏୟାରଟେଲ ଥ୍ୟାଙ୍କ୍ସ ଆପରେ ନୂତନ ପ୍ଲାନ ଚୟନ କରି ପାରିବେ। ଏୟାରଟେଲ୍ ଆପ ଓ ଅଫିସିଆଲ ଓ୍ଵେବସାଇଟରେ ମଧ୍ୟ ଏୟାରଟେଲର ନୂତନ ପ୍ଲାନର ସବିଶେଷ ତଥ୍ୟ ଜାଣି ପାରିବେ। 

ଏଠାରେ ଆପଣଙ୍କୁ ଭୋଡ଼ାଫୋନ ଆଇଡ଼ିଆ ଓ ଏୟାରଟେଲର ନୂତନ ପ୍ଲାନର ସୂଚନା ବିସ୍ତାର ଭାବେ ଦେଉଛୁ। ଦୁଇ କମ୍ପାନୀର ଟାରିଫ ପ୍ଲାନର ଘୋଷଣା ପରେ ରିଲାୟନ୍ସ ଜିଓ ମଧ୍ୟ ନିଜର ଟାରିଫ ପ୍ଲାନ ମହଙ୍ଗା କରିବାକୁ ଘୋଷଣା କରିଛି। ଜିଓ ଡିସେମ୍ବର ୬ରେ ନୂତନ ଟାରିଫ ପ୍ଲାନ ଲାଗୁ କରିବ।

ଭୋଡାଫୋନ-ଆଇଡିଆ  କମ୍ଵୋ ପ୍ଲାନ

ମୂଲ୍ୟ – ୪୯ ଟଙ୍କା ,  ୩୮ ଟଙ୍କା ଟକ୍ ଟାଇମ, ୧୦୦ ଏମବି ଡାଟା, ୨.୫ ପଇସା/ସେକେଣ୍ଡ, ବୈଧତା ୨୮ ଦିନ

ମୂଲ୍ୟ- ୭୯ ଟଙ୍କା,  ୬୪ ଟଙ୍କା ଟକ୍ ଟାଇମ, ୨୦୦ ଏମବି ଡାଟା, ୧ ପଇସା/ସେକେଣ୍ଡ, ବୈଧତା ୨୮ ଦିନ

ଭୋଡାଫୋନ-ଆଇଡିଆ  ଅନଲିମିଟେଡ଼ ପ୍ୟାକ(୨୮ ଦିନ ବୈଧତା)

ମୂଲ୍ୟ – ୧୪୯ ଟଙ୍କା , ଅସୀମିତ ଭଏସ କଲ(ଅନ୍ୟ ନେଟଓ୍ଵର୍କକୁ ୧୦୦୦ ମିନିଟ୍ ମାଗଣା), ୨ ଜିବି ଡାଟା, ୩୦୦ ଏସଏମଏସ, ବୈଧତା ୨୮ ଦିନ

ମୂଲ୍ୟ – ୨୪୯ ଟଙ୍କା , ଅସୀମିତ ଭଏସ କଲ(ଅନ୍ୟ ନେଟଓ୍ଵର୍କକୁ ୧୦୦୦ ମିନିଟ୍ ମାଗଣା), ୧.୫ ଜିବି ଡାଟା/ଦିନ, ୧୦୦ ଏସଏମଏସ ଦିନକୁ, ବୈଧତା ୨୮ ଦିନ 

ମୂଲ୍ୟ – ୨୯୯ ଟଙ୍କା , ଅସୀମିତ ଭଏସ କଲ(ଅନ୍ୟ ନେଟଓ୍ଵର୍କକୁ ୧୦୦୦ ମିନିଟ୍ ମାଗଣା), ୨ ଜିବି ଡାଟା/ଦିନ, ୧୦୦ ଏସଏମଏସ ଦିନକୁ, ବୈଧତା ୨୮ ଦିନ

ମୂଲ୍ୟ – ୩୯୯ ଟଙ୍କା , ଅସୀମିତ ଭଏସ କଲ(ଅନ୍ୟ ନେଟଓ୍ଵର୍କକୁ ୧୦୦୦ ମିନିଟ୍ ମାଗଣା), ୩ ଜିବି ଡାଟା/ଦିନ, ୧୦୦ ଏସଏମଏସ ଦିନକୁ, ବୈଧତା ୨୮ ଦିନ

ଭୋଡ଼ାଫୋନ- ଆଇଡ଼ିଆ ଅନଲିମିଟେଡ ପ୍ୟାକ(ବୈଧତା ୮୪ ଦିନ)

ମୂଲ୍ୟ – ୩୭୯ ଟଙ୍କା , ଅସୀମିତ ଭଏସ କଲ(ଅନ୍ୟ ନେଟଓ୍ଵର୍କକୁ ୩୦୦୦ ମିନିଟ୍ ମାଗଣା), ୬ ଜିବି ଡାଟା, ୧୦୦୦ ଏସଏମଏସ, ବୈଧତା ୮୪ ଦିନ

ମୂଲ୍ୟ – ୫୯୯ ଟଙ୍କା , ଅସୀମିତ ଭଏସ କଲ(ଅନ୍ୟ ନେଟଓ୍ଵର୍କକୁ ୩୦୦୦ ମିନିଟ୍ ମାଗଣା), ୧.୫ ଜିବି ଡାଟା/ଦିନ, ୧୦୦ ଏସଏମଏସ, ବୈଧତା ୮୪ ଦିନ

ମୂଲ୍ୟ – ୬୯୯ ଟଙ୍କା , ଅସୀମିତ ଭଏସ କଲ(ଅନ୍ୟ ନେଟଓ୍ଵର୍କକୁ ୩୦୦୦ ମିନିଟ୍ ମାଗଣା), ୨ ଜିବି ଡାଟା/ଦିନ, ୧୦୦ ଏସଏମଏସ, ବୈଧତା ୮୪ ଦିନ 

ଭୋଡାଫୋନ ଆଇଡ଼ିଆ ବାର୍ଷିକ ପ୍ୟାକ(ବୈଧତା ୩୬୫ ଦିନ)

ମୂଲ୍ୟ – ୧୪୯୯ ଟଙ୍କା , ଅସୀମିତ ଭଏସ କଲ(ଅନ୍ୟ ନେଟଓ୍ଵର୍କକୁ ୧୨୦୦୦ ମିନିଟ୍ ମାଗଣା), ୨୪ ଜିବି ଡାଟା, ୩୬୦୦ ଏସଏମଏସ, ବୈଧତା ୩୬୫ ଦିନ

ମୂଲ୍ୟ – ୨୩୯୯ ଟଙ୍କା , ଅସୀମିତ ଭଏସ କଲ(ଅନ୍ୟ ନେଟଓ୍ଵର୍କକୁ ୧୨୦୦୦ ମିନିଟ୍ ମାଗଣା), ୧.୫ ଜିବି ଡାଟା/ଦିନ,୧୦୦ ଏସଏମଏସ ଦିନକୁ, ବୈଧତା ୩୬୫ଦିନ

ଭୋଡ଼ାଫୋନ-ଆଇଡ଼ିଆ ଫାର୍ଷ୍ଟ ରିଜାର୍ଜ ପ୍ଲାନ

ମୂଲ୍ୟ- ୯୭ଟଙ୍କା, ୪୫ ଟଙ୍କା ଟକ ଟାଇମ, ୧୦୦ ଏମବି ଡାଟା, ୧ ପଇସା/ସେକେଣ୍ଡ,  ବୈଧତା ୨୮ ଦିନ

ମୂଲ୍ୟ- ୧୯୭ଟଙ୍କା, ଅସୀମିତ ଭଏସ କଲ(ଅନ୍ୟ ନେଟଓ୍ଵର୍କକୁ ୧୦୦୦ ମିନିଟ୍ ମାଗଣା), ୨ ଜିବି ଡାଟା/ଦିନ, ୩୦୦ ଏସଏମଏସ, ବୈଧତା ୨୮ ଦିନ

ମୂଲ୍ୟ- ୨୯୭ଟଙ୍କା, ଅସୀମିତ ଭଏସ କଲ(ଅନ୍ୟ ନେଟଓ୍ଵର୍କକୁ ୧୦୦୦ ମିନିଟ୍ ମାଗଣା), ୧.୫ ଜିବି ଡାଟା/ଦିନ, ୧୦୦ ଏସଏମଏସ, ବୈଧତା ୨୮ ଦିନ

ମୂଲ୍ୟ- ୬୪୭ ଟଙ୍କା, ଅସୀମିତ ଭଏସ କଲ(ଅନ୍ୟ ନେଟଓ୍ଵର୍କକୁ ୩୦୦୦ ମିନିଟ୍ ମାଗଣା), ୧.୫ଜିବି ଡାଟା/ଦିନ, ୧୦୦ ଏସଏମଏସ, ବୈଧତା ୮୪ ଦିନ

ଏୟାରଟେଲର ନୂତନ ଟର୍ମ ପ୍ଲାନ

ମୂଲ୍ୟ- ୧୯ ଟଙ୍କା, ଅସୀମିତ କଲିଂ, ୧୦୦ ଏସଏମଏସ, ୧୫୦ ଏମବି ଡାଟା, ବୈଧତା ୨ ଦିନ

ମୂଲ୍ୟ- ୪୯ ଟଙ୍କା, ୩୮.୫୨ ଟଙ୍କା ଟକଟାଇମ, ୧୦୦ ଏମବି ଡାଟା, ବୈଧତା ୨୮ ଦିନ

ମୂଲ୍ୟ- ୭୯ ଟଙ୍କା, ୬୩.୯୫ ଟଙ୍କା ଟକଟାଇମ, ୨୦୦ ଏମବି ଡାଟା, ବୈଧତା ୨୮ ଦିନ

ମୂଲ୍ୟ- ୧୪୮ ଟଙ୍କା, ଅସୀମିତ ଭଏସକଲ, ୩୦୦ ଏସଏମଏସ, ୨ଜିବି ଡାଟା, ବୈଧତା ୨୮ ଦିନ

ମୂଲ୍ୟ- ୨୪୮ ଟଙ୍କା, ଅସୀମିତ ଭଏସକଲ, ୧୦୦ ଏସଏମଏସ, ୧.୫ ଜିବି ଡାଟା/ଦିନ, ବୈଧତା ୨୮ ଦିନ

ମୂଲ୍ୟ- ୨୯୮ ଟଙ୍କା, ଅସୀମିତ ଭଏସକଲ, ୧୦୦ ଏସଏମଏସ, ୨ ଜିବି ଡାଟା/ଦିନ, ବୈଧତା ୨୮ ଦିନ

ଏୟାରଟେଲ- ୮୪ ଦିନିଆ ବୈଧତା ପ୍ଲାନ

ମୂଲ୍ୟ- ୫୯୮ ଟଙ୍କା, ଅସୀମିତ ଭଏସ କଲିଂ, ୧୦୦ ଏସଏମଏସ/ଦିନ, ୧.୫ ଜିବି ଡାଟା/ଦିନ, ବୈଧତା ୮୪ ଦିନ

ମୂଲ୍ୟ- ୬୯୮ ଟଙ୍କା, ଅସୀମିତ ଭଏସ କଲିଂ, ୧୦୦ ଏସଏମଏସ/ଦିନ, ୨ ଜିବି ଡାଟା/ଦିନ, ବୈଧତା ୮୪ ଦିନ

ଏୟାରଟେଲ୍ ବାର୍ଷିକ ପ୍ଲାନ

ମୂଲ୍ୟ- ୧୪୯୮ ଟଙ୍କା, ଅସୀମିତ ଭଏସକଲିଂ, ୩୬୦୦ ଏସଏମଏସ, ୨୪ ଜିବି ଡାଟା, ବୈଧତା ୩୬୫ ଦିନ

ମୂଲ୍ୟ- ୨୩୯୮ ଟଙ୍କା, ଅସୀମିତ ଭଏସ କଲିଂ, ୧୦୦ ଏସଏମଏସ/ଦିନ, ୧.୫ ଜିବି ଡାଟା/ଦିନ, ବୈଧତା ୩୬୫ ଦିନ