ପ୍ରେମିକ ସହ ଅନ୍ତରଙ୍କ ମୁହୁର୍ତରେ ମାତିଥିଲେ ଯୁବତୀ,ଦେଖନ୍ତୁ ଧରାପଡିବା ପରର ଭିଡିଓ…

ଆସାମ : ପ୍ରେମିକ ସହ ଅନ୍ତରଙ୍ଗ ମୁହୁର୍ତରେ ଧରା ପଡିବା ପରେ ଜଣେ ଯୁବତୀଙ୍କୁ ବିଚ ରାସ୍ତାରେ ସଂଘବଦ୍ଧ ଭାବେ ଯୁବକ ମାନେ ଉଭୟ ପ୍ରେମୀ ଯୁଗଳଙ୍କୁ ହଇରାଣ କରିଥିଲେ । ସେମାନଙ୍କୁ ନା ନା କଥା କହିବା ସହ ଭିଭିନ୍ନ ଇଙ୍ଗିତ କରିଥିଲେ । ଏମିତିକି ଭ୍ୟରେ ବାଧ୍ୟ ହୋଇ ନିଜ ପ୍ରେମିକାଙ୍କୁ ଛାଡି ଯୁବକ ଜଣଙ୍କ ସେଠାରୁ ଚାଲିଯିବାକୁ ବାଧ୍ୟ ହୋଇଥିଲେ । ।ଉ ପ୍ରେମିକ ଚାଲିଯିବା ପରେ ଯୁବକ ମାନେ ମିଶି ଯୁବତୀଙ୍କୁ ଅସଦାଚରଣ କରିବା ଆରମ୍ଭ କରିଥିଲେ । ଯୁବତୀ ଜଣଙ୍କ ତାଙ୍କ ସହ ଏପରି ଅଶାଳୀନ କାମ ନକରିବାକୁ ନେହୁରା ହୋିଥିଲେ ବି ସେମାନେ ଛାଡି ନଥିଲେ । ଏମିତି ଏକ ଭିଡିଓ ଏବେ ଭାଇରାଲ ହୋଇଛି । ଘଟଣା ଘଟିଛି ଆସାମରେ ।

ସୋସିଆଲ ମିଡିଆର ଭାଇରାଲ ହୋଇଥିବା ଏହି ଭିଡିଓରେଜଣେ ଯୁବତୀଙ୍କ ସହ କିଛି ସଂଘବଦ୍ଧ ଯୁବକ ମିଶି ଅସଦାଚରଣ କରୁଛନ୍ତି। ରିପୋର୍ଟରୁ ଜାଣିବାକୁ ମିଳିଛି ଯେ, ଯୁବତୀ ଜଣକ ନିଜର ପ୍ରେମିକଙ୍କ ସହ ଅନ୍ତରଙ୍ଗ ମୁହୂର୍ତ୍ତ ବିତାଉଥିଲେ। ସେହି ସମୟରେ କିଛି ଯୁବକ ସେଠାରେ ଆସି ପହଞ୍ଚିଥିଲେ। ସେଠାରେ ପହଞ୍ଚିବା ପରେ ପ୍ରେମୀ ଯୁଗଳଙ୍କୁ ହଇରାଣ କରିଥିଲେ। ଭୟରେ ଯୁବତୀଙ୍କ ପ୍ରେମିକ ସ୍ଥାନ ଛାଡ଼ି ପଳାଇ ଯାଇଥିଲେ। ପ୍ରେମିକ ଛାଡ଼ି ପଳାଇବା ପରେ ଉକ୍ତ ଗ୍ୟାଙ୍ଗ୍‌ ମିଶି ଯୁବତୀଙ୍କ ସହ ଅଶାଳୀନ କାର‌୍ୟ୍ୟ କରିଥିଲେ। ମହିଳା ଜଣକ ତାଙ୍କ ସହ ଏପରି ନ କରିବା ପାଇଁ ସେମାନଙ୍କୁ ନିବେଦନ କରୁଥିବାର ଦେଖିବାକୁ ମିଳିଛି।

ଏହି ଭିଡିଓରେ ତେବେ ଏହା ପ୍ରଥମ ଘଟଣା ନୁହେଁ, ଏପରି ଆଉ ଏକ ଘଟଣା ଗତ ମେ ମାସରେ ସାମ୍ନ୍ାକୁ ଆସିଥିଲା । ଜଣେ ଯବତୀଙ୍କୁ ୪ ଜଣ ଯୁବକ ଅସଦାଚରଣ କରିବା ଭିଡିଓ ଭାଇରାଲ ହୋଇଥିଲା । ଏଥିରେ ଯୁବତୀ ଜଣଙ୍କ ତାଙ୍କୁ ଛାଡି ଦେବାକୁ କହିଲେ ବି ସେମାନେ ଶୁଣି ନଥିଲେ । ଭିଡିଓ ଭାଇରାଲ ହେବା ପରେ ପୁଲିସ ତଦନ୍ତ ଆରମ୍ଭ ହୋଇଥିଲା । କିନ୍ତୁ ଏହି ଘଟଣାରେ ବି କେହି ଧରା ପଡି ନଥିବାବେଲେ ସମାନ ଧରଣର ଭିଡିଓ ପୁଣି ସୋସିଆଲ ମିଡିଆରେ ଆସିଛି ।
ସୌଜନ୍ୟ: ୟୁଟ୍ୟୁବ୍