ରାଗିଂକୁ ରୋକିବ ଆଣ୍ଟି-ରାଗିଂ ସ୍କ୍ବାର୍ଡ

ନୂଆଦିଲ୍ଲୀ: ଦିନକୁ ଦିନ ଶିକ୍ଷାନୁଷ୍ଠାନରେ ବଢି ବଢି ଚାଲିଛି ରାଗିଂ । କଲେଜରେ କେଉଁ ନୂଆ ଛାତ୍ରଛାତ୍ରୀ ଆସିଲେ କଲେଜରେ ସିନିଅର, ଜୁନିଅରଙ୍କୁ ରାଗିଂ କରନ୍ତି। ଯାହା ଅନେକ ସମୟରେ ଚରମ ସୀମାରେ ପହଞ୍ଚେ। ଆଉ ଛାତ୍ରଛାତ୍ରୀ କଲେଜକୁ ଯିବାକୁ ଭୟ କରନ୍ତି । ଯଦି ଆପଣ ବି ସେମିତି ରାଗିଂର ଶିକାର ହେଉଛନ୍ତି, ତେବେ ଜାଣି ରଖନ୍ତୁ ଏଥିପାଇଁ ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି) ପକ୍ଷରୁ ଜାରି ହୋଇଛି ହେଲ୍ପ ଲାଇନ ନମ୍ବର।