ବଜ୍ରପାତରେ ଖୁଡି ଝିଆରୀ ମୃତ

ଅନୁଗୋଳ : ଅନୁଗୋଳରେ ଏକ ଅଘଟଣ ଘଟିଛି । ବଜ୍ରପାତରେ ଯାଇଛି ୨ ଜୀବନ । ଡେରେଜଙ୍ଗ ଠାରେ ଘଟିଛି ଏହି ଘଟଣା ।  ବଜ୍ରପାତରେ ଦୁଇ ମହିଲାଙ୍କ ମୃତ୍ୟୁ ହେଇଛି । ମୃତକ ଦୁଇ ମହିଳା ସଂପର୍କରେ ଖୁଡି – ଝିଆରି ହେବେ । ଶାନ୍ତି ପ୍ରଧାନ ଓ ବୈଶାଖି ପ୍ରଧାନ । ବିଲରେ କାମ କରୁଥିବାବେଳେ ବଜ୍ରପାତ ହୋଇଥିଲେ । ଏଥିରେ ଦୁଇ ଜଣଙ୍କ ଜୀବନ ଯାଇଛି ।