“ବାଗି-୩”ରେ ଟିଭି ଆକ୍ଟ୍ରେସ ଅଙ୍କିତାଙ୍କ ଏଂଟ୍ରି

ମୁମ୍ୱାଇ:  ‘ବାଗି-୩’ ସୁଟିଂ ଆରମ୍ଭ ଦିନଠାରୁ ଏହା ଅଛି ଚର୍ଚ୍ଚାରେ । ତେବେ ସାଜିଦ୍ ନାଦିୱାଦୱାଲାଙ୍କ ବ୍ୟାନରରେ ନିର୍ମାଣ ହୋଇଥିବା ଏହାର ୨ଟି ଭାଗ ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିଛି । ତେବେ ଏହାର ୩ୟ ଭାଗ ଯେପରି ଦର୍ଶକଙ୍କ...

ମୁମ୍ୱାଇ:  ‘ବାଗି-୩’ ସୁଟିଂ ଆରମ୍ଭ ଦିନଠାରୁ ଏହା ଅଛି ଚର୍ଚ୍ଚାରେ । ତେବେ ସାଜିଦ୍ ନାଦିୱାଦୱାଲାଙ୍କ ବ୍ୟାନରରେ ନିର୍ମାଣ ହୋଇଥିବା ଏହାର ୨ଟି ଭାଗ ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିଛି । ତେବେ ଏହାର ୩ୟ ଭାଗ ଯେପରି ଦର୍ଶକଙ୍କ ମନ କିଣିବ ସେ ନେଇ ମେକର ଫିଲ୍ମକୁ ଅଧିକ ଗୁରୁତ୍ୱ ଦେଉଛନ୍ତି । ତେବେ ଫିଲ୍ମରେ ଟାଇଗର ଶ୍ରଫ୍ ଏବଂ ଶ୍ରଦ୍ଧା କପୁରଙ୍କ ଯୋଡିଙ୍କୁ ଦର୍ଶକ ୨ୟଥର ପାଇଁ ଏକାଠି ଦେଖିବାକୁ ପାଇବେ । ଏହି ଫିଲ୍ମରେ ରିତେଶ ଦେଶମୁଖ ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ । ଏବେ ଏହି ଫିଲ୍ମକୁ ନେଇ ମିଳିଥିବା ଖବର ଅନୁସାରେ, ଏଥିରେ ଟିଭି ଆକ୍ଟ୍ରେସ ଅଙ୍କିତା ଲୋଖଣ୍ଡେଙ୍କ ଏଂଟ୍ରି ହୋଇଥିବା ଜଣାପଡିଛି । ପ୍ରକାଶ ଯେ ଅଙ୍କିତା “ମଣିକର୍ଣ୍ଣିକା” ଫିଲ୍ମ ଜରିଆରେ ବଲିଉଡରେ ଡେବ୍ୟୁ କରିଛନ୍ତି ।

Spread the love
Categories
ମନୋରଞ୍ଜନ

RELATED BY

  • ‘ସୁପର୍‌ଷ୍ଟାର୍‌ ସିଙ୍ଗର୍‌’ ହେଲେ ପ୍ରୀତି

    ମୁମ୍ୱାଇ: ସୋନି ଟିଭିରେ ପ୍ରସାରିତ ହେଉଥିବା ଅନ୍ୟତମ ଲୋକପ୍ରିୟ ରିଆଲିଟି ଶୋ’ ‘ସୁପର୍‌ଷ୍ଟାର୍‌ ସିଙ୍ଗର୍’ ରବିବାର ଶେଷ ହୋଇଯାଇଛି। ଏଥିରେ ପଶ୍ଚିମବଙ୍ଗର ପ୍ରୀତି ଭଟ୍ଟାଚାର୍ଯ୍ୟ ବିଜୟୀ ହୋଇଛନ୍ତି। ପୁରସ୍କାର ବାବଦକୁ ତାଙ୍କୁ ବିଜୟୀ ଟ୍ରଫି ସହିତ ୧୫ ଲକ୍ଷ ଟଙ୍କାର...
  • ସଲମାନ ଖାନଙ୍କୁ ହତ୍ୟା ଧମକ

    ମୁମ୍ବାଇ:ବଲିଉଡ ଅଭିନେତା ସଲମାନ ଖାନଙ୍କୁ ଜୀବନରେ ମାରି ଦେବାକୁ ଧମକ ଦିଆଯାଇଛି । ଏକ ସୋସିଆଲ ମିଡିଆ ପୋଷ୍ଟ ଜରିଆରେ ଏହି ଧମକ ଦିଆଯାଇଛି । ଏହି ପୋଷ୍ଟ ଭାଇରାଲ ହେବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।...
  • “ଡ୍ୟାନ୍ସ ଦିୱାନେ-୨”ର ବିଜୟ ମୁକୁଟ ପିନ୍ଧିଲେ ବିଶାଲ

    ମୁମ୍ବାଇ: ଟେଲିଭିଜନର ପପୁଲାର ଡ୍ୟାନ୍ସ ରିଆଲିଟି ଶୋ ‘ ଡ୍ୟାନ୍ସ ଦିୱାନେ-୨ର ଫିନାଲେ ସରିଛି । ଶୋ ‘ରେ ବିଜେତାଙ୍କ ନାମ ଘୋଷଣା କରିଛନ୍ତି ସଲମାନ ଖାନ୍ । ଜାମସେଦପୁରର ବିଶାଲ ସୋନକର ହୋଇଛନ୍ତି ୨ୟ ସିଜିନର ବିଜେତା ।...
  • ତେଲୁଗୁ ହାସ୍ୟ ଅଭିନେତା ବେଣୁ ମାଧବଙ୍କ ପରଲୋକ

    ହାଇଦ୍ରାବାଦ:  ପପୁଲାର ତେଲୁଗୁ ହାସ୍ୟ ଅଭିନେତା ବେଣୁ ମାଧବଙ୍କ ୩୯ ବର୍ଷରେ ମୃତ୍ୟୁ ହୋଇଛି । ୧୫୦ରୁ ଉର୍ଦ୍ଧ୍ବ ଫିଲ୍ମରେ ଅଭିନୟ କରିସାରିଥିବେ ବେଣୁ କିଡନି ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିଛନ୍ତି । ସୂଚନାଯୋଗ୍ୟ, କିଡନି ଟ୍ରାନ୍ସପ୍ଲାଣ୍ଟ...