ନିଷ୍ଠୁର ସ୍ୱାମୀ : ଚଳନ୍ତା ଟ୍ରେନରୁ ସ୍ତ୍ରୀକୁ ଠେଲିଦେଲା ସ୍ୱାମୀ

ଯାଜପୁର : ଯାଜପୁରରୋଡ ଅଞ୍ଚଳରେ ଏକ ଅଭାବନୀୟ ଘଟଣଆ ଘଟିଛି । ଚଳନ୍ତା ଟ୍ରେନରୁ ଜଣେ ସ୍ୱାମୀ ତାର ସ୍ତ୍ରୀକୁ ଠେଲି ଦେଇଛି । ରବିବାର ସଂଧ୍ୟାରେ ଘଟିଛି ଏହି ଘଟଣା । ଟ୍ରେନରୁ ପଡି ମହିଳା ଗୁରୁତ୍ୱର ହୋଇଥିବାରୁ ତାଙ୍କୁ ଚିକିତ୍ସା ଲାଗି କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ତେବେ କେଇଁ କାରଣରୁ ସ୍ୱାମୀ ସ୍ତ୍ରୀକୁ ଚଳନ୍ତା ଟ୍ରେନରୁ ଠେଲିଦେଲା ତାର କାରଣ ଜଣା ପଡିନି ।