ଭୁବନେଶ୍ୱର: ରାଜ୍ୟରେ ଆଉ ୩ ନୂଆ ଆକ୍ରାନ୍ତ ଚିହ୍ନଟ । ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୯କୁ ବୃଦ୍ଧି ।ଏହି ତିନିଜଣ ରୋଗୀ ଭୁବନେଶ୍ୱର ବମିଖାଲ ଅଂଚଳର ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ୯ ଜଣଙ୍କ ମଧ୍ୟରୁ ପ୍ରଥମ ଓ ୨ୟ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
New COVID confirmed cases:
Three persons of Bomikhal, Bhubaneswar test positive for COVID-19. Total number of positive cases in the State goes upto 9 now. (Cured 2, active 7)— H & FW Dept Odisha (@HFWOdisha) April 3, 2020