ଦାନ୍ତ ଓ ନଖ ପାଇଁ ମହାବଳକୁ ମାରିଦେଲେ !

ବରଗଡ : ବରଗଡ  ଦେବ୍ରୀଗଡ ଜଙ୍ଗଲରେ ମହାବାଳ ବାଘ ଶୀକାର ହୋଇଥିବା ଅଭିଯୋଗ ହୋଇଛି । ଦେବ୍ରୀଗଡ ଜଙ୍ଗଲରେ ମହାବଳକୁ ଶୀକାର କରି ତାର ମୃତ ଦେହ ପୋତି ଦିଆଯାଇଛି ବୋଲି କୁହାଯାଉଛି । ବାଘକୁ ମାରି ତାର ନଖ ଓ ଦାନ୍ତ କାଟି ନେବା ପରେ ମୃତ ଶରୀରରକୁ ପୋଦି ଦେଇଥିବା ସନ୍ଦେହ କରାଯାଉଛି । ଅଭାୟରନ୍ୟର  ଭଟଲି ବ୍ଲକର ଖଜୁରିଆ ଗାଁ ପାଖରେ ଏହି ଘଟଣା ଘଟିଥିବାବଳେ ଏନେଇ ବନ ବିଭାଗ କିନ୍ତୁ ଘଟଣା ସ୍ଥଳରେ ପହଁଚି ପାରିନି ।