ପ୍ରକାଶ ପାଇଲା ବିଜେଡିର ତୃତୀୟ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା

ପ୍ରକାଶ ପାଇଲା ୯ ବିଧାନସଭା ଆସନ ପାଇଁ ବିଜେଡିର ୩ୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୯ ପ୍ରାର୍ଥୀଙ୍କର ନାମ ତାଲିକା ପ୍ରକାଶ କରିଛନ୍ତି । ରେଙ୍ଗାଲିରୁ ସୁଦର୍ଶନ ହରିପାଲ, ରାଉରକେଲା-ସାରଦା ନାୟକ, ବିରମିତ୍ରପୁର- ରୋହିତ ଜେ ତିର୍କୀ, କେନ୍ଦୁଝର- ମୀନା ମାଝୀ, ରାଇରଂଗପୁର- ରାଇସିନ ମୁର୍ମୁ, ବାଲେଶ୍ୱର- ସ୍ୱରୁପ ଦାସ, ବାରବାଟୀ କଟକ- ପ୍ରକାଶ ବେହେରା, ସାଲେପୁର- ପ୍ରଶାନ୍ତ ବେହେରା ଏବଂ ଜୟଦେବ (ଭୁବନେଶ୍ୱର )ଆସନରୁ ନବ କିଶୋର ମଲ୍ଲିକଙ୍କୁ ବିଜେଡି ବିଧାନ ସଭା ଆସନରେ ପ୍ରାର୍ଥୀ କରିଛି ।