କୋରୋନା ପ୍ରଭାବ: ମାର୍ଚ୍ଚ ୩୧ ପର୍ଯ୍ୟନ୍ତ କୋର୍ଟରେ ଅନୁପସ୍ଥିତ ରହିବେ ଆଇନଜୀବି

କଟକ: ଆସନ୍ତା ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ କୋର୍ଟରେ ଅନୁପସ୍ଥିତ ରହିବେ ଆଇନଜୀବି । କୋରୋନା ଭୂତାଣୁ ପାଇଁ ଏଭଳି ନିଷ୍ପତି ନେଇଛି ହାଇକୋର୍ଟ ବାର ଆସୋସିଏସନ । କରୋନା ସତର୍କତା ପାଇଁ ମଙ୍ଗଳବାର ହାଇକୋର୍ଟ ବାର ପରିସରରେ ଡକାଯାଇଥିବା ବୈଠକରେ ଏହି ନିଷ୍ପତି ହୋଇଛି ।

ସୋମବାର ହାଇକୋର୍ଟ କରୋନା ସତର୍କତା ପାଇଁ ଆଡ଼ଭାଇଜରୀ ଜାରି କରିଥିଲେ ।