ନେଟଫ୍ଲିକ୍ସରେ ସୁଶାନ୍ତ-ଜ୍ୟାକଲିନ୍

ମୁମ୍ବାଇ:  ଅଭିନେତା ସୁଶାନ୍ତ ସିଂହ ରାଜପୁତ ଓ ଜ୍ୟାକଲିନ ଫର୍ଣ୍ଣାଡିଜଙ୍କୁ ଖୁବ ଶୀଘ୍ର ଏକାଠି ଦେଖିବାକୁ ମିଳିବ । ନେଟଫ୍ଲିକ୍ସର ଏକ ୱେବ ସିରିଜରେ ନଜର ଆସିବେ ଦୁହେଁ । ସିରିଜର ନାଁ ରହିଛି ‘ଡ୍ରାଇଭ୍’ । କରନ ଜୋହର...

ମୁମ୍ବାଇ:  ଅଭିନେତା ସୁଶାନ୍ତ ସିଂହ ରାଜପୁତ ଓ ଜ୍ୟାକଲିନ ଫର୍ଣ୍ଣାଡିଜଙ୍କୁ ଖୁବ ଶୀଘ୍ର ଏକାଠି ଦେଖିବାକୁ ମିଳିବ । ନେଟଫ୍ଲିକ୍ସର ଏକ ୱେବ ସିରିଜରେ ନଜର ଆସିବେ ଦୁହେଁ । ସିରିଜର ନାଁ ରହିଛି ‘ଡ୍ରାଇଭ୍’ । କରନ ଜୋହର ଏହାକୁ ନିର୍ମାଣ କରିଛନ୍ତି ।

କରନ ଟ୍ବିଟ କରି ଏହି ଖବର ଦେଇଥିଲେ । ଏହାକୁ ଖୁବ ଶୀଘ୍ର ନେଟଫ୍ଲିକ୍ସରେ ରିଲିଜ କରାଯିବ । ତେବେ ଫିଲ୍ମକୁ ନେଇ ସୁଶାନ୍ତ କହିଥିଲେ । ଏହା ଏକ ସସପେନ୍ସରେ ଭରପୂର ଫିଲ୍ମ, ଏହାକୁ ଦେଖିଲେ ବୁଝିପାରିବେନି କି ଆଗକୁ କଣ ହେବ!

Spread the love
Categories
ମନୋରଞ୍ଜନ

RELATED BY

  • ‘ସୁପର୍‌ଷ୍ଟାର୍‌ ସିଙ୍ଗର୍‌’ ହେଲେ ପ୍ରୀତି

    ମୁମ୍ୱାଇ: ସୋନି ଟିଭିରେ ପ୍ରସାରିତ ହେଉଥିବା ଅନ୍ୟତମ ଲୋକପ୍ରିୟ ରିଆଲିଟି ଶୋ’ ‘ସୁପର୍‌ଷ୍ଟାର୍‌ ସିଙ୍ଗର୍’ ରବିବାର ଶେଷ ହୋଇଯାଇଛି। ଏଥିରେ ପଶ୍ଚିମବଙ୍ଗର ପ୍ରୀତି ଭଟ୍ଟାଚାର୍ଯ୍ୟ ବିଜୟୀ ହୋଇଛନ୍ତି। ପୁରସ୍କାର ବାବଦକୁ ତାଙ୍କୁ ବିଜୟୀ ଟ୍ରଫି ସହିତ ୧୫ ଲକ୍ଷ ଟଙ୍କାର...
  • ସଲମାନ ଖାନଙ୍କୁ ହତ୍ୟା ଧମକ

    ମୁମ୍ବାଇ:ବଲିଉଡ ଅଭିନେତା ସଲମାନ ଖାନଙ୍କୁ ଜୀବନରେ ମାରି ଦେବାକୁ ଧମକ ଦିଆଯାଇଛି । ଏକ ସୋସିଆଲ ମିଡିଆ ପୋଷ୍ଟ ଜରିଆରେ ଏହି ଧମକ ଦିଆଯାଇଛି । ଏହି ପୋଷ୍ଟ ଭାଇରାଲ ହେବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।...
  • “ଡ୍ୟାନ୍ସ ଦିୱାନେ-୨”ର ବିଜୟ ମୁକୁଟ ପିନ୍ଧିଲେ ବିଶାଲ

    ମୁମ୍ବାଇ: ଟେଲିଭିଜନର ପପୁଲାର ଡ୍ୟାନ୍ସ ରିଆଲିଟି ଶୋ ‘ ଡ୍ୟାନ୍ସ ଦିୱାନେ-୨ର ଫିନାଲେ ସରିଛି । ଶୋ ‘ରେ ବିଜେତାଙ୍କ ନାମ ଘୋଷଣା କରିଛନ୍ତି ସଲମାନ ଖାନ୍ । ଜାମସେଦପୁରର ବିଶାଲ ସୋନକର ହୋଇଛନ୍ତି ୨ୟ ସିଜିନର ବିଜେତା ।...
  • ତେଲୁଗୁ ହାସ୍ୟ ଅଭିନେତା ବେଣୁ ମାଧବଙ୍କ ପରଲୋକ

    ହାଇଦ୍ରାବାଦ:  ପପୁଲାର ତେଲୁଗୁ ହାସ୍ୟ ଅଭିନେତା ବେଣୁ ମାଧବଙ୍କ ୩୯ ବର୍ଷରେ ମୃତ୍ୟୁ ହୋଇଛି । ୧୫୦ରୁ ଉର୍ଦ୍ଧ୍ବ ଫିଲ୍ମରେ ଅଭିନୟ କରିସାରିଥିବେ ବେଣୁ କିଡନି ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିଛନ୍ତି । ସୂଚନାଯୋଗ୍ୟ, କିଡନି ଟ୍ରାନ୍ସପ୍ଲାଣ୍ଟ...