ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ଛକରୁ ଶୁକ୍ରବାର ରାତି ପ୍ରାୟ ୧୧: ୩୦ରେ ଗୋଟାଏ ବୋଲେରୋ ଗାଡ଼ିରୁ ନିର୍ବାଚନ ଫ୍ଲାଇଙ୍ଗ୍ ସ୍କ୍ଵାଡ୍ ଟିମ୍ ୬ ଲକ୍ଷ ୭୦ ଟଙ୍କା ଜବତ କରିଛି।
ଜବତ ଟଙ୍କା ସ୍ଥାନୀୟ ରଶ୍ମୀ ଟ୍ରାନ୍ସ୍ପୋର୍ଟର ମାଲିକଙ୍କର ବୋଲି ଟିମ୍ ପ୍ରାଥମିକ ତଦନ୍ତ ପରେ ଜାଣି ପାରିଛି।