ସୁବାସ ଚୌହାନଙ୍କ ବିୟୋଗରେ ବିଜେଡ଼ିର ଶୋକ

ଭୁବନେଶ୍ୱର:  ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧକ୍ଷ ତଥା ପ୍ରବୀଣ ଜନନେତା ସୁବାସ ଚୌହାନଙ୍କ ଅକାଳ ବିୟୋଗ ଆମ ପାଇଁ ଏକ ଅପୁରାଣୀୟ କ୍ଷତି। ତାଙ୍କ ବିୟୋଗର ଏହି ଦୁଃଖକୁ ସାହିବା ପାଇଁ ତାଙ୍କ ପରିବାର ବର୍ଗ ଏବଂ ହଜାର ହଜାର ଶୁଭେଛୁଙ୍କୁ ପ୍ରଭୁ ଜଗନ୍ନାଥ ଶକ୍ତି ଏବଂ ଧାର୍ଯ୍ୟ ଦିଅନ୍ତୁ। ତାଙ୍କ ଅମର ଆତ୍ମା ପ୍ରତି ବିଜୁ ଜନତା ଦଳ ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଉଛି।

subas chauhan news

ଓଡିଶା ବିକାଶରେ ତାଙ୍କ ଭୂମିକାକୁ ଆମେ ସବୁବେଳେ ସ୍ମରଣ କରିବୁ।