ନୂଆଦିଲ୍ଲୀ: ଶ୍ରୀମନ୍ଦିରର ସଂସ୍କାର ମାମଲାର ଶୁଣାଣି ଏପ୍ରିଲ ୨ରେ ହେବ ବୋଲି ସୁପ୍ରିମକୋର୍ଟ ମଙ୍ଗଳବାର ଧାର୍ଯ୍ୟ କରିଛନ୍ତି । ଆଜି ଆମିକସ୍ କ୍ୟୁରି ରଞ୍ଜିତ କୁମାର ଏବଂ ତାଙ୍କର ସହଯୋଗୀମାନେ ସୁପ୍ରିମ୍ କୋର୍ଟରେ ସେମାନଙ୍କ ରିପୋର୍ଟ ଦାଖଲ କରିଛନ୍ତି। ଜଷ୍ଟିସ୍ ଏ କେ ସିକ୍ରି ଏବଂ ଜଷ୍ଟିସ୍ ଏସ୍ ଅବ୍ଦୁଲ୍ ଜମୀରଙ୍କୁ ନେଇ ଗଠିତ ଦୁଇ ବିଚାରପତି ବିଶିଷ୍ଟ ଖଣ୍ଡପୀଠ ଜବାବ ଦାଖଲ କରିବାକୁ ଉଭୟ ପକ୍ଷଙ୍କୁ ୪ ସପ୍ତାହ ସମୟ ଦେଇଛନ୍ତି।
Next Post