କାହିଁକି କ୍ୟାଟ୍ରିନାଙ୍କୁ ଡରିଲେ ସେ।ନାକ୍ଷୀ ?

ମୁମ୍ବାଇ : ବଲିୟଡ ବିୟୁଡି ଶତ୍ରୁଘ୍ନ ସିହ୍ନାଙ୍କ ଲଳନା ସେ।ନାକ୍ଷୀ ଡରିଲେ । ତାହା ପୁଣି ଜିମରେ ୱାର୍କ ଆଉଟ ବେଳେ। ଏମିତି ଖବର ଏବେ ବଲିଡରେ ଚର୍ଚ୍ଚାର ବିଷୟ ହୋଇଛି । ତେବେ ସେ।ନାକ୍ଷୀ କାହାକୁ ଡରିଲେ ତାହା ହିଁ ହେଉଛି ସବୁଠୁ ବଡଚର୍ଚ୍ଚା ।  କ୍ୟାଟ୍ରିନାଙ୍କୁ ଡରିଗଲେ ବଲିଉଡର ବିନ୍ଦାସ ଅଭିନେତ୍ରୀ ସେ।ନାକ୍ଷୀ ସିହ୍ନା । ଜିମ୍ ରେ ୱାର୍କ ଆଉଟ ବେଳେ ତାଙ୍କୁ ‘ହେଲପ୍’ ମାଗିବାକୁ ପଡିଲା କ୍ୟାଟ୍ରିନାଙ୍କୁ । ଏହାକୁ ନେଇ  ସୋନାକ୍ଷୀ କହୁଛନ୍ତି, କ୍ୟାଟ୍ରିନାଙ୍କ ସହ ୱାର୍କ ଆଉଟ କରିବା କ୍ଷତିକାରକ୍  ।  ଉଭୟଙ୍କ ୱାର୍କ ଆଉଟର ଭିଡିଓକୁ ସେନାକ୍ଷୀ ସେ।ସିଆଲ ମିଡିଆରେ ଅପଲେ।ଡ କରିଛନ୍ତି । ଯାହା ଏବେ ବେଶ ଭାଇରାଲ ହେ।ଇଛି । ଯେଉଁଥି​ରେ ଉଭୟ ଜିମ୍ ରେ ବ୍ୟାୟମ କରୁଥିବା ବେଳେ ସେ।ନାକ୍ଷୀ ଥକି ଯାଇ ତାଙ୍କ ଟ୍ରେନରଙ୍କୁ ସାହାଯ୍ୟ ମାଗୁଛନ୍ତି । ଏହାସହ କ୍ୟାଟ୍ରିନଙ୍କ ସହ ବ୍ୟାୟମ କରିବା ବହୁ କଷ୍ଟ ବେ।ଲି କହୁଛନ୍ତି ।