ଭଲ ବର୍ଷା ଆସାରେ ସାପ ପୂଜା ଓ ନିଆଁ ସହ ଖେଳ

ରାଞ୍ଜି : ଆମ ଦେଶର କୋଣ ଅନୁକୋଣରେ ବିଭିନ୍ନ ଧର୍ମ ଓ ବିଶ୍ବସକୁ ନେଇ ବଞ୍ଚୁଛନନ୍ତି ଲୋକେ । ତେବେ ଝାଡଖଣ୍ଡ ରାଞ୍ଜିରେ ଭଲ ବର୍ଷା ଆସାରେ କିଛି ଆଦିବାସୀ ସଂପ୍ରଦାୟର ଲୋକେ ବିଷଧର ସାପ ଓ ନିଆଁ ଶହ ଖେଳିବାର ଦୃଶ୍ୟ ରହିଛି । ଏପରକି ପିଲା ଠାରୁ ବୁଢା ସେମାନେ ଦେହରେ କଣ୍ଟା ଫୋଢି ବିଭିନ୍ନ ପ୍ରକାର କଳା ପ୍ରଦର୍ଶନ କରୁଛନ୍ତି । ଏସବୁ କରିବା ଦ୍ବାର ବିଶ୍ବାସ ରହିଛି ଆରାଧ୍ୟ ଦେବୀ  ସନ୍ତୁଷ୍ଠ  ରବିବେ  ଓ ଭଲ ବର୍ଷା କରାଇବେ । ଫଳରେ ସେମାନ ଭଳ ଫସଲ ଅମଳ କରିପାରିବେ ।